ମଜାଳିଆ ଢଗ- କଞ୍ଚା ବେଳେ କଷା, ପାଚିଗଲେ ମିଠା, ମୋ ପତ୍ର ଔଷଧ ଅଟେ, କୁହ ତେବେ ମୋ ନାଁ ?

ବନ୍ଧୁଗଣ ଆମେ ସମସ୍ତେ ସର୍ବଦା ନୂଆ ନୂଆ ବିଷୟ ଶିଖିବା ପାଇଁ ଉଦଯୋଗୀ ହୋଇଥାଉ । ସାଧାରଣ ଜ୍ଞାନ ମଣିଷ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାଏ ସମସ୍ତେ ପ୍ରାପ୍ତ କରିଥାନ୍ତି । ଜ୍ଞାନର ବିକାଶ ମଣିଷର ସଫଳତା ପ୍ରତି ପ୍ରଥମ ପାଦ ଅଟେ । ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ ।

ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ଆଜିର ଦୁନିଆରେ ବହୁ ଗୁଡିଏ କଥାମାନ ରହିଅଛି । ଯେଉଁ ଗୁଡିଏ କଥା ସବୁ ବହୁ ଲୋକଙ୍କ ପାଖରେ କିଛି ଜଣା ତ କିଛି ଅଜଣା ହୋଇ ରହିଥାଏ । 1- କିଏ ଆଖିରେ ଦେଖୁନି କିଏ ପାଟିରେ କହେନି କିଏ କାନ ରେ ଶୁଣେନି ?
ଉତ୍ତର- ଗାନ୍ଧୀଜୀ ଙ୍କ ତିନି ମାଙ୍କଡ ।
2- ଚାରୋଟି ଅକ୍ଷର ରେ ନାମ ମୋର ଚାରୋଟି ଅକ୍ଷରେ ହର୍ଷେଇ କାର କହିଲା ଦେଖି ନାମ ମୋହର ?
ଉତ୍ତର- ଝିଟିପିଟି ।
3- କେଉଁ ଦୁଇ ଟି ସତ୍ୟ ?
ଉତ୍ତର- ଜନ୍ମ ଓ ମୃତ୍ୟୁ ।
4- ଏକ ଗ୍ରାମ ସୁନା କେତେ କିଲୋମିଟର ତାର ହୋଇ ପାରିବ ?
ଉତ୍ତର- 2 କିମି ।
5- ମୁଁ ନ ଥିଲେ କେହି ଚଢି ପାରିବେନି ଉପରକୁ । ଉଁ କିଏ ?
ଉତ୍ତର- ସିଡି ।
6- ଦିନ ସାରା ଜଳୁଥାଏ ରାତି ହେଲେ ଲିଭିଯାଏ , ସେ କିଏ ?
ଉତ୍ତର- ସୂର୍ଯ୍ୟ ।
7- କେଉଁ ରାତି ବାସ୍ନା ହୁଏ ?
ଉତ୍ତର- ଗୁଜୁରାତି ।
8- କେଉଁ ଜିନିଷ ପାଖରେ ଅଛି ଦେଖିପାରି ନ ଥାଉ କି ଛୁଇଁ ପାରି ନ ଥାଉ ?
ଉତ୍ତର- ପବନ ।
9- କେଉଁ ଲାଇଟ ଜଳେ ନାହିଁ ?
ଉତ୍ତର- ସନ ଲାଇଟ ସାବୁନ ।

10- କେଉଁ ଫଳ ସିଝେ ନାହିଁ ?
ଉତ୍ତର- ନଡିଆ ।
11- ଜନ୍ମ ପର ଠାରୁ ଆମ କାହାକୁ କଷ୍ଟ ଦେଇଥାଉ । ସେ ଆମକୁ କିଛି କୁହେ ନାହିଁ ?
ଉତ୍ତର- ମାଟି ମା ।
12- ଜୀବନରେ ଥରେ କଣ ଆସେ ?
ଉତ୍ତର- ଯୌବନ ।
13- କିଏ ବନ୍ଦ ହୋଇଗଲେ ସବୁ ଅନ୍ଧାର ହୋଇଯାଏ ?
ଉତ୍ତର- ଆଖି ।
14- କେଉଁ ପୋକ ସର୍ବ ପ୍ରାଚୀନ ଅଟେ ?
ଉତ୍ତର- ଅସରପା ।
15- କେଉଁ ପକ୍ଷୀ ଡେଣା ନ ବାଡେଇ ଉଡିପାରେ ?
ଉତ୍ତର- ଅଲାବ୍ରାଟାସ ।
16- ପୃଥିବୀ ରେ କେତେ ପ୍ରକାରର ପକ୍ଷୀ ଅଛନ୍ତି ?
ଉତ୍ତର- 9600 ପ୍ରକାରର ।
17- ପକ୍ଷୀ ସମ୍ପର୍କିତ ଜ୍ଞାନର ନାମ କଣ ?
ଉତ୍ତର- ଅରିତଥାଲଜି ।
18- କଞ୍ଚା ବେଳେ କଶା, ପାଚିଗଲେ ମିଠା, ମୋ ପତ୍ର ଔଷଧ ଅଟେ । କୁହ ତେବେ ମୋ ନାଁ ?
ଉତ୍ତର- ପିଜୁଳି ।




