ଓଡିଶା

ଯେତେବେଳେ ମାଁକୁ ନିଜ ଝିଅ ବ୍ୟାଗରୁ ମିଳିଲା ଏହି ଜିନିଷ, ଯାହାକୁ ଦେଖି ସ୍ତବ୍ଦ ହୋଇଗଲେ ସେ ଓ କରିଦେଲେ ଏହି କାମ

ଆମ ସମାଜ ବହୁତ ଶୀଘ୍ର ଗତି ରେ ବଦଳିବାକୁ ଲାଗିଛି ଏହାର ସିଧା ପ୍ରଭାବ ଯୁବପୀଢି ଉପରେ ଅଛି କାହିଁକିନା ସେ ପାଶ୍ଚାତ୍ୟ ସଂସ୍କୃତି ଆଡୁକୁ ଅଧିକ ଆକର୍ଷିତ ହେଉଛନ୍ତି । ଏହା ଆମେ କେବଳ କହିବା ପାଇଁ ବା କାହାକୁ ଭୁଲ ଦେଖେଇବା ପାଇଁ କହୁନାହୁଁ ଯାହା ଆଜିକାଲି କା ଯୁଗ ରେ ଚାଲିଛି ଆମେ ଆପଣଙ୍କୁ ସେହି କଥା ବିଷୟରେ କହୁଛୁ ଏବଂ ଏହା ସହ ଜଡିତ ଗୋଟେ ଘଟଣା ସାମ୍ନା କୁ ଆସିଛି । ଦିଲ୍ଲୀ ସହର ରେ ଯୁବପୀଢି କିଭଳି ଭାବରେ ନିଜ ସଂସ୍କୃତି ଭୁଲି ଯାଉଛନ୍ତି ତାହା ଆପଣ ବହୁତ ଜାଗାରେ ଦେଖି ଥିବେ ତେବେ ଦିଲ୍ଲୀ ର ଗୋଟେ ଘଟଣା ସାମ୍ନା କୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦବ ।

Image Courtesy: Google

ଆପଣଙ୍କୁ ଆମେ ଏହା ଜଣେଇ ଦବା ପାଇଁ ଚାହୁଁ ଯେ ଗୋଟେ ବିଶେଷ କୋର୍ଟ ଗୋଟେ ବଳତ୍କାରୀ ଲୋକକୁ ଛାଡି ଦେଇଛନ୍ତି । ଏହା ଶୁଣି ଆପଣ ମଧ୍ୟ ବ୍ୟସ୍ତ ହୋଇ ଗଲେ ନା, ଏହା ସତ ଅଟେ କାହିଁକିନା ମାଁ ନିଜ ଝିଅ ହେଣ୍ଡବ୍ୟାଗ ରୁ 3ଟି ବ୍ୟବହାର ହୋଇ ଥିବା କଣ୍ଡମ ପାଇଥିଲେ ।

Image Courtesy: Google

ଯାହା ପରେ ସେ ସେହି ଲୋକ ଉପରେ ରେପ କେସ କରି ଥିଲେ କିନ୍ତୁ ଆରୋପି କୁ କୋର୍ଟ ଛାଡି ଦେଲା, କେସ ଚର୍ଚା ହେଲା ବେଳେ ଏହି କଥା ସାମ୍ନାକୁ ଆସିଲା ଯେ ଝିଅ ଓ ସେହି ଲୋକ ନିଜ ନିଜ ଅନୁମତି ଅନୁଯାଇ ସମ୍ବନ୍ଧ ରଖି ଥିଲେ ଏବଂ ଏହି ଉଦେଶ୍ୟ ରେ କଣ୍ଡୋମ ବ୍ୟାଗ ରେ ରଖିଲେ ଯେ ସଠିକ ଜାଗା ରେ ଏହାକୁ ଫୋପାଡିବୁ । ଆରୋପ ଏହା ଥିଲା ଯେ ଆରୋପି ୨୦ ବର୍ଷ ଝିଅ କୁ ବିବାହ କଥା କହି ତା ସହ ସମ୍ବନ୍ଧ ବନେଇ ଥିଲା କିନ୍ତୁ ଏମିତି କିଛି ବି ନଥିଲା ।

Image Courtesy: Google

କିନ୍ତୁ କେସ ତଦନ୍ତ ରେ ଏହା ପୁଷ୍ଟି କରଣ ହୋଇଥିଲା ଯେ ରେପ କେସ ଏଥିପାଇଁ ହୋଇ ଥିଲା କାହିଁକିନା ଝିଅ ମାଁ ବାପାଙ୍କୁ ଝିଅ ଶାରୀରିକ ସମ୍ବନ୍ଧ ବିଷୟରେ ଜଣା ପଡି ଯାଇଥିଲା । କୋର୍ଟ ରେ ଏହି କଥା ଜଣା ପଡିଛି ଯେ ଝିଅ ପୁଅ ହୋଟେଲ ରେ ଯାଇ ସମ୍ବନ୍ଧ ବନେଇ ଥିଲେ ଏହା ପରେ ଝିଅ ଘରକୁ ଫେରିଲା ଯାହା ପରେ ମାଁ ତା ବ୍ୟାଗରୁ କଣ୍ଡୋମ ଦେଖିବାକୁ ପାଇଲେ ଯାହା ପରେ ଏହି କେସ କରା ଯାଇ ଥିଲା କିନ୍ତୁ ଆରୋପି ନିର୍ଦୋଷ ଜାଣି କୋର୍ଟ ତାଙ୍କୁ ଛାଡି ଦେଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button