ଜୀବନଶୈଳୀ

ଯଦି ଆପଣ ଖାଉଛନ୍ତି ବାସି ରୁଟି,ତା ହେଲେ ଏହି କଥା ଜାଣିଲି ଆପଣଙ୍କର ଲୋମ ଟାଙ୍କୁରି ଉଠିବ!

ବନ୍ଧୁଗଣ ପ୍ରାୟତଃ ଆମେ ଏମିତି କରିଥାଉ କି ଆମେ ବେଶି ମାତ୍ରାରେ ଖାଇବା ତିଆରି କରିଦେଇଥାଉ ଏବଂ ବେଶି ମାତ୍ରାରେ ତିଆରି ହେଇଥିବା ବେଳେ ଆମର କିଛି ଖାଦ୍ୟ ବଳି ଯାଇଥାଏ | ଏବଂ ଆମର ତରକରି ସରିଯାଇଥିଲେ ମଧ୍ୟ ସକାଳକୁ ବାସି ରୁଟି ନିଶ୍ଚୟ ଭାବେ ଥାଏ | ଏବଂ ସକାଳକୁ ସେହି ରୁଟିକୁ ଖାଇବାକୁ ଆପଣଙ୍କ ଘର ଲୋକମାନେ ଇଚ୍ଛା କରନ୍ତି ନାହିଁ | ଯଦି ଆପଣ ଘରେ ବି ଏମିତି ହେଉଛି ତେବେ ଏହି ଖବର ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ କରିଦେବ |

ବନ୍ଧୁଗଣ ବାସି ରୁଟିରେ କାର୍ବୋହାଇଡ୍ରେଟ ଏବଂ ଫାଇବାର ମିଳିଥାଏ ଯାହା ତାଜା ରୁଟି ଠାରୁ ଆମ ଶରୀର ପାଇଁ ବେଶି ଭଲ ଏବଂ ସୁସ୍ଥ ହୋଇଥାଏ | ଏବଂ ବାସିରୁଟି ରେ ତାଜା ରୁଟି ଅପେକ୍ଷା ଭଲ ବ୍ୟାକଟେରିଆ ମିଳିଥାନ୍ତି | ଖାଇବା ଯାହା ବି ହେଉନା କାହିଁକି ବାସି ହୋଇଗଲେ ଆମେ ଏହାକୁ ଫୋପାଡ଼ି ଦେଇଥାଉ | କିନ୍ତୁ ଆପଣ କେବେ ବି ଭାବିନଥିବେ ଯେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ଭଲ ହୋଇଥାଏ | ଆସନ୍ତୁ ଜାଣିବା ବାସି ରୁଟି ଆମ ସ୍ୱାସ୍ଥ୍ୟରେ କଣ ପ୍ରଭାବ ପକାଇଥାଏ |

1-ବାସି ରୁଟି ଆପଣଙ୍କ ପାଚନତନ୍ତ୍ର ପାଇଁ ଚମତ୍କାରୀ ରୁ କମ ହୋଇନଥାଏ | ବାସି ରୁଟି ଆମ ଶରୀରର ପାଚନତନ୍ତ୍ରକୁ ମଜବୁତ ବନାଇଥାଏ | ଏଥିରେ ବହୁତ ମାତ୍ରାର ଫାଇବାର ଥାଏ ଯାହା ଆମ ଶରୀରର ହଜମ ପ୍ରକ୍ରିୟାକୁ ଆହୁରି ବି ଶକ୍ତିଶାଳୀ ବାନେଇଥାଏ | ଯାହା ଦ୍ୱାରା ଆପଣଙ୍କର ପେଟ କିମ୍ଭା ହଜମ ଜନିତ କୋୖଣସି ସମସ୍ୟା ରହିବ ନାହିଁ |

2-ବାସି ରୁଟି ଅଟେ ରୋଗୀ ଲୋକଙ୍କ ପାଇଁ ଔଷଧ | ବନ୍ଧୁଗଣ ଡାଇବେଟିସ ରୋଗୀ ମାନଙ୍କ ପାଇଁ ବାସି ରୁଟି ଖାଇବା ବହୁତ ଭଲ ହୋଇଥାଏ | ଏହା ସୁଗାର ଲେବେଲକୁ ମେଣ୍ଟେନ କରିଥାଏ | ଯଦି ଆପଣଙ୍କୁ ବିପିର ସମସ୍ୟା ଅଛି ତେବେ ମଧ୍ୟ ଏହାକୁ ଆପଣ ଟ୍ରାଏ କରିପାରିବେ |

3-ବାସି ରୁଟିରୁ ମିଳିଥାଏ ଏନର୍ଜି | ହଁ ଆଜ୍ଞା ବନ୍ଧୁଗଣ ଯଦି ଆପଣଙ୍କୁ କମଜୋରୀ ଲାଗୁଥାଏ ଏବଂ ଆପଣଙ୍କୁ ଭୋକ ମଧ୍ୟ ଲାଗୁଥାଏ ତେବେ ଆପଣ ବାସି ରୁଟି ଖାଇପାରିବେ | ବାସିରୁଟି ରେ କାର୍ବୋହାଇଡ୍ରେଟ ମିଳିଥାଏ | ଯାହା ଆମ ଶରୀରକୁ ଶକ୍ତି ତୁରନ୍ତ ଯୋଗାଇଥାଏ |

4. ବାସି ରୁଟି ବଢ଼ାଇପାରେ ମସଲ | ବନ୍ଧୁଗଣ ବାସି ରୁଟିରୁ ମିଳୁଥିବା ନିୟୁଟ୍ରନ ଆମ ଶରୀରକୁ ମୋଟା ବାନେଇଥାଏ ଆମକୁ ଶକ୍ତି ଯୋଗେଇବା ସହ ଆମ ମସଲକୁ ମଧ୍ୟ ମଜବୁତ କରେଇ ଥାଏ |

ବନ୍ଧୁଗଣ ଆମେ ଆପଙ୍କୁ କହିରଖୁଛୁ ଯେ ଆପଣ ବାସି ଖାଦ୍ୟ 4.6ଘଣ୍ଟା ମଧ୍ୟରେ ଖାଇପାରିବେ | ଡାକ୍ତରଙ୍କ ଅନୁଯାୟୀ କଞ୍ଚା ଖାଦ୍ୟ ଅର୍ଥାତ ରୁଟି ଭଳି ଖାଦ୍ୟ 12-15ଘଣ୍ଟା ପର୍ଯ୍ୟନ୍ତ କୋୖଣସି ପ୍ରକାରର ମଧ୍ୟ ଖରାପ ହୋଇନଥାଏ | ଏବଂ ଆପଣ ଏହି ସମୟ ମଧ୍ୟରେ ସେହି ବାସି ରୁଟିକୁ ଖାଇପାରିବେ |

Related Articles

Leave a Reply

Your email address will not be published. Required fields are marked *

Back to top button