ବିଚାର

Vastu Tips;- ମହିଳାମାନେ ରାତିରେ ଶୋଇବା ପୂର୍ବରୁ ନିଶ୍ଚୟ କରନ୍ତୁ ଏହି 1 କାମ, କେବେ ବି ହେବ ନାହିଁ ଧନର ଅଭାବ !

ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ବହୁତ ଗୁଡେ ନୀତି ନିୟମ ରହିଛି ଯାହା ପାଳନ କରିବା ଆମର କର୍ତ୍ତବ୍ୟ । ଆମ ଦେଶ ଭାରତରେ ମହିଳା ମାନଙ୍କୁ ମାତା ଲକ୍ଷ୍ମୀ ଙ୍କ ସ୍ବରୂପ ବୋଲି କୁହାଯାଇଥାଏ । ତେବେ ଆଜି ଆମେ ବାସ୍ତୁ ଶାସ୍ତ୍ର ଅନୁସାରେ କଣ ଏପରି ନିୟମ ରହିଛି ଯାହା ମହିଳା ମାନେ କରିବା ଦ୍ଵାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ସେହି ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ।

ପ୍ରଥମେ ମହିଳା ମାନେ କେବେ ମଧ୍ୟ ଭୁଲରେ ବି ସଂଧ୍ୟା ପରେ କୌଣସି ବ୍ୟକ୍ତି ଙ୍କ ଘରୁ ଲୁଣ, ଦହି, କ୍ଷୀର, ରସୁଣ, ପିଆଜ ଧାର ଆଣନ୍ତୁ ନାହିଁ । ଏହା ଦ୍ବାରା ଆପଣଙ୍କ କୁଣ୍ତଳିରେ ଚନ୍ଦ୍ରମା ଗ୍ରହ ପ୍ରଭାବିତ ହୋଇଥାନ୍ତି ଏବଂ ଆପଣଙ୍କ ଘରେ ସମସ୍ତଙ୍କ ମନରେ ଖରାପ ଭାବନା ସୃଷ୍ଟି କରିଥାଏ । ଏବଂ ଆସନ୍ତି ଲାଗିରହିଥାଏ ।

ମହିଳା ମାନେ କେବେ ମଧ୍ୟ ଭୁଲରେ ବି ସନ୍ଧ୍ୟା ପରେ ଘର ଝାଡୁ କରନ୍ତୁ ନାହିଁ । ଏହା ବହୁତ ଅଶୁଭ ବୋଲି ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି । ଏହା ଦ୍ବାରା ଆପଣଙ୍କ ଘରେ ମାତା ଲକ୍ଷ୍ମୀ ନିଜର କୋପ ଦୃଷ୍ଟି ପକାଇଥାନ୍ତି । ଯାହା ଦ୍ଵାରା ଆପଣଙ୍କୁ ଧନହାନି ର ଶିକାର ହେବାକୁ ପଡ଼ିଥାଏ । ଏବଂ ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ ।

ବନ୍ଧୁଗଣ ଏହି ଦୁନିଆ ରେ ସର୍ବଶ୍ରେଷ୍ଠ ହେଉଛନ୍ତି ଈଶ୍ୱର । ତେଣୁ ପ୍ରତ୍ୟେକ ବ୍ୟକ୍ତି କୁ ନିଜ କୁଳ ଦେବତା ଙ୍କ ଆରାଧନା କରିବା ଆବଶ୍ୟକ । ବର୍ତ୍ତମାନ ସମୟରେ ଯଦିଓ ମନୁଷ୍ୟ କୁ ଈଶ୍ୱର ଙ୍କ ପୂଜା ପାଠ କରିବା ନିମନ୍ତେ ସମୟ ମିଳୁ ନାହିଁ, କିନ୍ତୁ ସପ୍ତାହ କୁ ଥରେ ନିଜ କୁଳ ଦେବତା ଙ୍କ ବାର ଅନୁସାରେ ଯଦି ତାଙ୍କର ସ୍ମରଣ କରିବେ ତେବେ ଆପଣଙ୍କ ଜୀବନରେ ଖୁସି ଲାଗିରହିଥିବ । ତେବେ ଶୋଇବା ପୂର୍ବରୁ ଆପଣ ଏକ ପାତ୍ର ରେ ପାଣି ରଖନ୍ତୁ । ସକାଳେ ତାକୁ କୌଣସି ଗଛ ମୂଳରେ ଦେଇ ଦିଅନ୍ତି । ଏଭଳି କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବଢିଥାଏ । ତେବେ ବନ୍ଧୁଗଣ ମାତା ଲକ୍ଷ୍ମୀ ଙ୍କ କୃପା ଲାଭ କରିବା ପାଇଁ କମେଣ୍ଟ ରେ ଲେଖନ୍ତୁ ଜୟ ମା ଲକ୍ଷ୍ମୀ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button