ନୂଆବର୍ଷ 2023 ରେ ଏହି 5 ଟି ରାଶିଙ୍କର ବନୁଛି ବିବାହ ଯୋଗ, ଦେଖନ୍ତୁ ସେହି ରାଶି ଆପଣଙ୍କର ନୁହେଁ ତ !

ନମସ୍କାର ବନ୍ଧୁଗଣ ତେବେ ଆମେ ଆଜି ଆପଣ ମାନଙ୍କ ସହିତ ଏମିତି କିଛି ରାଶି ମାନଙ୍କ ସଂମ୍ପର୍କରେ କହିବା ପାଇଁ ଚାହିଁବୁ ଯେଉଁ ମାନଙ୍କର ଏହି ନୂତନ ବର୍ଷରେ ବିବାହ ଯୋଗ ରହିଛି ଏବଂ ସେମାନେ ପ୍ରେମ ସଂମ୍ପର୍କ ରେ ଉଗ୍ରତମ ସ୍ଥାନ ପ୍ରତ୍ୟାବ୍ରତନ କରିବେ ବୋଲି ଜଣା ପଡ଼ିଛି । ତେବେ ଆସନ୍ତୁ ଆମେ ସେହି ରାଶି ମାନଙ୍କ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ଆସୁ ଥିବା ବର୍ଷରେ ଏହି ରାଶି ମାନଙ୍କ ବିବାହ ହେବାର ସୁନିଶ୍ଚିତ ଅଟେ ।
୧- ପ୍ରଥମରେ ହେଉଛି ବୃଷ ରାଶି । ତେବେ ରାଶି ଫଳ ୨୦୨୩ ଅନୁସାରେ ଏହି ରାଶି ମାନଙ୍କ ବୈବାହିତ ସଂମ୍ପର୍କ ପାଇଁ ବହୁତ ଭଲ ରହୁଛି । ଏବଂ ଏହି ଦିନରେ ଆପଣ ମାନଙ୍କ ପ୍ରିୟତମା ଙ୍କ ସହିତ ବି ଆପଣ ମାନଙ୍କ ଦେଖା ହୋଇ ପାରେ ବୋଲି ଜଣା ପଡ଼ିଛୁ । ତେବେ ସେମିତି ରେ ଏହି ଦିନ ରେ ଆପଣ ମାନଙ୍କ ପାଇଁ ବିବାହ ର ପ୍ରବଳ ଯୋଗ ରହି ଥିବାବୁ ଆପଣ ମାନେ ଯଦି ବିବାହ କରନ୍ତି ତେବେ ନିଶ୍ଚିତ ଭାବେ ଆପଣ ମାନଙ୍କ ରାଜଯୋଗ ରହିବ ।
୨- ଦ୍ଵିତୀୟ ରେ ହେଉଛନ୍ତି କର୍କଟ ରାଶି । ତେବେ ରାଶି ଫଳ ୨୦୨୩ ଅନୁସାରେ ଏହି ରାଶି ର ଲୋକ ମାନଙ୍କ ଜାତକ ମଧ୍ୟ ବହୁତ ଭଲ ରହିବ ଏବଂ ଆପଣ ମାନେ ଏହି ଦିନ ରେ ପ୍ରେମ ସଂମ୍ପର୍କ ରେ ପଡିବା ସହିତ ବୈବାହିକ ଜିବନ ର ସୁଭାରମ୍ଭ କରିବା ପାଇଁ ଜାଉଛନ୍ତି ବୋଲି । ଜଣା ପଡୁଛି । ତେବେ ଆପଣ ମାନଙ୍କୁ ଉପରେ କାମ ଦେବ ଙ୍କ ଗ୍ରାସ ରହିବା କାରଣ ରୁ ଆପଣ ମାନେ ଏମିତି ନଚାହିଁଲେ ବି କରିବା ପାଇଁ ବାଧ୍ୟ ।
୩- ତୃତୀୟ ରେ ହେଉଛି କନ୍ୟା ରାଶି । ତେବେ ରାଶି ଫଳ ୨୦୨୩ ଅନୁସାରେ ଏହି ରାଶି ର ଲୋକ ମାନଙ୍କୁ ଆମେ କହିବା ପାଇଁ ଚାହିଁବୁ କି ବର୍ଷ ଟି ଆପଣ ମାନଙ୍କ ପାଇଁ ବହୁତ ଭଲ ରହିବ । ଆପଣ ମାନଙ୍କ ଜିବନ ରେ ଏହି ବର୍ଷ ରେ ବହୁତ ପରିମାଣ ରେ ପରିବର୍ତନ ଆସୁ ଥିବା ବେଳେ ଆପଣ ମାନଙ୍କୁ ସୁନ୍ଦର ପତ୍ନୀ ମିଳିବାର ଯୋଗ ରହିବ । ଆପଣ ମାନେ ତେଣୁ ଲଭ୍ ଲାଇଫ୍ ରେ ଡରନ୍ତୁ ନାହିଁ ।
୪- ଚତୁର୍ଥ ରେ ହେଉଛି ତୁଳା ରାଶି । ତେବେ ରାଶିଫଳ ୨୦୨୩ ଅନୁସାରେ ପ୍ରେମ ସଂମ୍ପର୍କ ମାମଲା ରେ ଆପଣ ମାନେ କୈଣସି ବି ବରଦାନ ଠାରୁ କମ୍ ହେବେ ନାହିଁ । ଏହି ବର୍ଷ ରେ ଆପଣ ମାନଙ୍କ ପାଇଁ ବୈବାହିକ ଜିବନ ରେ ବହୁତ ଗିୁଡିଏ ନୂଆ ନୂଆ ଘଟଣା ଦେଖିବା ପାଇଁ ମିଳିବ । ଆପଣ ମାନଙ୍କ ପାଇଁ ରାଜଯୋଗ ଘଟୁଛି ।
୫- ପଞ୍ଚମରେ ହେଉଛି ମୀନ ରାଶି । ତେବେ ରାଶିଫଳ ୨୦୨୩ ଅନୁସାରେ ଏହି ରାଶି ର ଲୋକ ମାନଙ୍କ କଥା ଯଦି ଆମେ ଆପଣ ମାନଙ୍କୁ କହିବୁ ତେବେ ଏହି ବର୍ଷ ଟି ଆପଣ ମାନଙ୍କ ପାଇଁ ମଧ୍ୟ ବହୁତ ଭଲ ରହିବ । ଏବଂ ଆପଣ ମାନେ ଏହି ଦିନ ପ୍ରେମ ରେ ପାରଙ୍ଗମ ହେବା ସହିତ ନୂତନ ଜିବନ ର ଆରମ୍ଭ କରିବାରେ ବହୁତ ସଫଳ ହେବେ ।