ବିଚାର

ମାଳିକା ବଚନ କଳିଯୁଗ ଅନ୍ତ ହେବ ଏମିତି ଭୟଙ୍କର ଜଣା ପଡିଲା ସ୍ପଷ୍ଟ ପ୍ରମାଣ ଦେଖନ୍ତୁ

ନମସ୍କାର ପାଠକ ବନ୍ଧୁ ଗଣ। ବନ୍ଧୁ ଗଣ ଆଜି ଆପଣ ମାନେ କଳିଯୁଗ ର ଅନ୍ତ କିପରି ଭୟଙ୍କର ହେବ ସେ ସମ୍ପ୍ରକ ରେ ଅବଗତ ହେବେ। ବନ୍ଧୁ ଗଣ ଆଜି ଆମେ ଯେଉଁ କଳି ଯୁଗ ରେ ବାସ କରୁଛେ ଏହାର ଭବିଷ୍ୟତ ସମ୍ପ୍ରକ୍ ରେ ଜାଣିବା ପାଇଁ ବିଜ୍ଞାନ ବିଭିନ୍ନ ପ୍ରକାର ର ଗବେଷଣା ମାନ କରିବାରେ ଲାଗିଛି। ଏହି ଯୁଗ ଆରମ୍ଭ ହେବା ର ୧୦୦୦ ବର୍ଷ ପୂର୍ବ ରୁ ଅମା ଧର୍ମ ଗ୍ରନ୍ଥ ରେ କଳି ଯୁଗ ସମ୍ପ୍ରକ ରେ ଯେଉଁ ଭବିଷ୍ୟତ ବାଣୀ କରା ଯାଇଛି ତାହା ବର୍ତ୍ତମାନ ସତ ହେବାରେ ଲାଗିଛି।
ବନ୍ଧୁ ଗଣ ୧୦୦ ବର୍ଷ ପୂର୍ବ ଧର୍ମ ଗ୍ରନ୍ଥ ଭଗବତ ଗୀତା ରେ କୁହା ଯାଇଛି ଯେ ଆଜି ଆମେ ଯାହା ସବୁ ଦେଖୁଛୁ ଯେପରି ଧର୍ମ ର ବିଲୋପ ଘଟିବା ଲୋକ ମାନେ ବିଳାସ ବ୍ୟସନରେ ଲୀନ ରହିବା ଧର୍ମ ଶାସ୍ତ୍ର ରେ ଉଲ୍ଲେଖ ଥିବା ତଥ୍ଯ ଉପରେ ପ୍ରଶ୍ନ ଆରୋପ କରିବା। ବିଜ୍ଞାନ ପରି ପ୍ରେତେକ ଜିନିଷ ର ପ୍ରମାଣ ଖୋଜି ବାରେ ଲିପ୍ତ ରହିବା ଲିଭ୍ ଇନ୍ ରିଲେସନ ପରି ନୂତନ ବିଚାର ସମାଜ ରେ ସୃଷ୍ଟି କରିବା।
ଏହା ସହିତ ନିଜ କୁ ଅଧିକ ଜ୍ଞାନୀ କହିଥିବା ଭଣ୍ଡ ବାବା ଙ୍କ ର ଜୋର୍ ଚାଲିବା।
ଏହି ସବୁ ତଥ୍ଯ ଆମର ହିନ୍ଦୁ ଧର୍ମ ଗ୍ରନ୍ଥ ରେ ବର୍ଣ୍ଣିତ ଥିବାର ଦେଖି ବାକୁ ମିଳେ। ତେଣୁ ଆମେ କହି ପାରିବା କି ହିନ୍ଦୁ ଧର୍ମ ଗ୍ରନ୍ଥ ରେ ବର୍ଣ୍ଣିତ ଥିବା ସମସ୍ତ ତଥ୍ଯ ବର୍ତ୍ତମାନ ସତ ହେବାରେ ଲାଗିଛି ଏଥିରେ କୌଣସି ଅତ୍ୟୁକ୍ତି ହେବନାହିଁ। ବର୍ତ୍ତମାନ ଲୋକ ମାନଙ୍କ ପରଷ୍ପର ପ୍ରତି ଯେଉଁ ବ୍ୟବହାର ଓ କାର୍ଯ୍ୟ କଳପ ରହିଛି ସେ ସମସ୍ତ ବିଷୟ ରେ ଧର୍ମ ଗ୍ରନ୍ଥ ରେ ଦେଖି ବାକୁ ମିଳେ।
ବନ୍ଧୁ ଗଣ କଳି ଯୁଗ ରେ ନ୍ୟାୟ କେବଳ ଶକ୍ତି ଶାଳୀ ବ୍ୟକ୍ତି ମାନଙ୍କ ଉପରେ ହିଁ ଲାଗୁ କରା ଯିବ । ଧର୍ମ ଏବଂ ନ୍ୟାୟ ର ଶିକ୍ଷା ଅନ୍ୟ ଯୁଗ ତୁଳନା ରେ ଏହି ଯୁଗ ରେ ଅପ୍ରସଙ୍ଗିଗତ ମନେ ହେବ ଗରିବ ଅତ୍ୟଧିକ ଅତ୍ୟାଚାର ର ଶିକାର ହେବ ଯାହା ଦ୍ୱାରା ଅତ୍ୟାଚାର ର ସଠିକ୍ ନ୍ୟାୟ ମିଳିବ ନାହିଁ। ଯେଉଁ ବ୍ୟକ୍ତି ର ସମାଜ ରେ ଅଧିକ ଧନ ସଂପତ୍ତି ଥିବ ସେହି ବ୍ୟକ୍ତିର ସମାଜ ରେ ଅଧିକ ଆଦର ବଢିବ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button