ମନୋରଞ୍ଜନ

ବହିଷ୍କାରର ଚେତାବନୀ ପରେ ବଦଳିଲା କପିଲ ଶର୍ମାଙ୍କର ସ୍ଵର, ବର୍ତ୍ତମାନ ସିଦ୍ଧୂକୁ ନେଇ କହିଲେ ଏହି ବଡ କଥା

୧୪ ଫେବ୍ରୁୟାରୀରେ ଆକ୍ରମଣ ପରେ ଭାରତ ପାକିସ୍ତାନ ଠାରୁ “ମୋସ୍ଟ ଫେବରେଡ ନେଶନ”ର ଟ୍ୟାଗ ଫେରାଇ ନେଇଛି । ଏହା ପରେ ଇଂଡସ ୱାଟର ଟ୍ରୀଟ ବନ୍ଦ କରିବା ପାଇଁ ପ୍ରସ୍ତୁତି ଚାଲିଛି । ଅନ୍ୟ ପଟେ ଭାରତୀୟ ସେନାଙ୍କୁ ବି ପୂରାପୂରି ଫ୍ରୀ କରି ଦିଆଯାଇଛି । କିନ୍ତୁ ବର୍ତ୍ତମାନ ସମୟରେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୂଙ୍କର ଚିନ୍ତା ବଢିବାରେ ଲାଗିଛି, ଅନ୍ୟ ପଟେ ବହିଷ୍କାରର ଚେତାବନୀ ପରେ ସିଦ୍ଧୂର ପକ୍ଷ ନେଇଥିବା କପିଲ ଶର୍ମା ସିଦ୍ଧୂକୁ ନେଇ କହି ଦେଇଛନ୍ତି ଏତେ ବଡ କଥା ଯାହାକୁ ଶୁଣି ସିଦ୍ଧୂ ବି ହୋଇ ଯାଇଛନ୍ତି ଆଶ୍ଚର୍ଯ୍ୟ ।

ଏହି କଥା କୌଣସି ନୂଆ ନୁହେଁ କି ଚର୍ଚିତ କପିଲ ଶର୍ମା ଏବଂ ତାଙ୍କର ଶୋ ସବୁବେଳେ ବିବାଦରେ ରହିଥାଏ । ଏବଂ ବର୍ତ୍ତମାନ ପୁଣି ଥରେ ତାଙ୍କର ଶୋ ଚର୍ଚାରେ ଅଛି । କାରଣ ପୁଲୱାମା ଆକ୍ରମଣ ପରେ ଏହି ଶୋର ଜଜ ନବଜୋତ ସିଂହ ସିଦ୍ଧୂ ବିବାଦିତ ବୟାନ ଦେଇଥିଲେ । ଯାହାର କପିଲ ସମର୍ଥନ କରୁଥିବାର ନଜର ଆସିଲେ । ଏହା ପରେ କପିଲ ଶର୍ମାଙ୍କୁ ଆଲୋଚନାର ସାମନା କରିବାକୁ ପଡୁଛି ।

ଯାହାକୁ ଦେଖି କପିଲ ଶର୍ମା ଆଉ ଏକ ବୟାନ ଦେଇଛନ୍ତି ଯେଉଁଥିରେ ତାଙ୍କର ସ୍ଵର ବଦଳୁ ଥିବାର ଦେଖା ଯାଉଛି । କପିଲ ଭାରତୀୟ ସେନାଙ୍କୁ ସମର୍ଥନ କରି ଆତଙ୍କିମାନଙ୍କୁ ସବକ ଶିଖାଇବାର କଥା କହୁଛନ୍ତି ।

ଆପଣଙ୍କର ଜାଣିବା ନିମନ୍ତେ କହିଦେଉଛୁ ଯେ କପିଲ ଶର୍ମାଙ୍କର କହିବା ଅଟେ କି ଆତଙ୍କିମାନଙ୍କୁ କେମିତି ସବକ ଶିଖାଇବେ, ଏଥିରେ ଲୋକମାନଙ୍କର ଅଲଗା ଅଲଗା ରାୟ ହୋଇପାରେ, କିନ୍ତୁ ଏଥିରେ ବିଚଳିତ ହେବା ଦରକାର ନାହିଁ, ଦୁଖର ଏହି ସମୟରେ ଆମମାନଙ୍କୁ ସହିଦଙ୍କର ପରିବାର ସହିତ ଛିଡା ହେବାର ଅଛି, ଏହା ହିଁ ହେବା ଆମର ତାଙ୍କ ପ୍ରତି ଶ୍ରନ୍ଧାଜଳି ।

ଆମକୁ ପୁରା ବିଶ୍ଵାସ ଅଛି କି ଆମର ଭାରତୀୟ ସେନା ପାକରେ ବସୁଥିବା ଆତଙ୍କି ଏବଂ ତାଙ୍କର ସଞ୍ଚାଳକଙ୍କୁ ନିଶ୍ଚିତ ଜବାବ ଦେବ । କିନ୍ତୁ ଏହା ପୂର୍ବରୁ କପିଲ ଶର୍ମା ନବଜୋତ ସିଂହ ସିଦ୍ଧୂର ପକ୍ଷ ନେଉଥିବାର ଦେଖା ଯାଇଥିଲା । ବର୍ତ୍ତମାନ ନବଜୋତ ସିଂହ ସିଦ୍ଧୂଙ୍କୁ କପିଲ ଶର୍ମା ଶୋରୁ ହଟାଇ ତାଙ୍କ ସ୍ଥାନରେ ଅର୍ଚନା ପୁରନ ସିଂହଙ୍କୁ ନିଆ ଯାଇଅଛି । କିନ୍ତୁ ଏହାର କୌଣସି ଆଧିକାରିକ ପୃଷ୍ଟି ହୋଇ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button