ଦେଶ ବିଦେଶ

କଣ ଆପଣ ହାତ କିମ୍ବା ଗୋଡରେ କଳା ସୂତା ବନ୍ଧୁଛନ୍ତି କି ? ନିଶ୍ଚୟ ଜାଣି ରଖନ୍ତୁ ଏହି କଥା

ବନ୍ଧୁଗଣ ଆମର ହିନ୍ଦୁ ଧର୍ମ ରେ ସବୁବେଳେ ଏହା ଦେଖା ଦେଇଥାଏ କି ଯେତେବେଳେ କୌଣସି ଏକ ନବ ଜାତ ଶିଶୁ ଜନ୍ମ ନେଇଥାଏ, ସେହି ସମୟରେ ଘରର ବଡ ବୟସ୍କ ଲୋକ ମାନେ ପିଲା ମାନଙ୍କୁ ନଜର ଲାଗିବା ପାଇଁ କଳା ଟୀକା ବା ହାତରେ ଓ ଗୋଡ ରେ କଳା ଫିତା ଆଦି ବାନ୍ଧିଥାନ୍ତି । ବା ଲାଗିଥିବା ଦ୍ରୁଷ୍ଟି ଶକ୍ତି କୁ କାଟିବା ପାଇଁ କିଛି କିଛି ଉପାୟ ମାନ କରିଥାନ୍ତି । କିନ୍ତୁ ଧୀରେ ଧୀରେ ସମୟ ର ସହ ଆମେ ମାନେ ଏତେ ମାତ୍ର ରେ ଆଗକୁ ବଢି ଆସିଛୁ ଯେ ଆଜି ଆମେ ମାନେ ଆମର ପୂର୍ବଜ ମାନଙ୍କର ସେହି ରୀତି ନୀତି ଗୁଡିକ ମଧ୍ୟ ଭୁଲି ଯାଇଛୁ ।

 

ଯାହାଫଳରେ ଆଜିର ସମୟରେ ଲୋକ ମାନଙ୍କ ମଧ୍ୟ କଳହ ସବୁବେଳେ ଲାଗି ରହୁଛି । ଗହରେ ମଧ୍ୟ ସବୁବେଳେ ଅଶାନ୍ତିର ବାତାବରଣ ରହୁଛି । ଜୀବନରେ କଠିନ ପରିଶ୍ରମ କରି ମଧ୍ୟ ଅନେକ ଲୋକ ସଫଳତା କୁ ଚୂନ ପାରୁ ନାହାନ୍ତି । ଜୀବନରେ ସତେ ଯେପରି ସକରାତ୍ମକତା ଦୂର ଦୂର ପାଇଁ ଆପଣ ଙ୍କ ଠାରୁ ଦୂରେଇ ଯାଇଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ସବୁ ସମସ୍ୟା କୁ ଦୃଷ୍ଟିରେ ରାଖୀ ଆଜି ଆମେ ମାନେ ଆପଣ ମାନଙ୍କ ପାଇଁ କଳା ଫିତାର ସମ୍ବନ୍ଧୀୟ ଏପରି ଉପାୟ ନେଇ ଆସିଛୁ, ଯାହାକୁ କରି ଆପଣ ନିଜ ଜୀବନରୁ ସମସ୍ତ ନକରାତ୍ମକତା ଶକ୍ତି କୁ ନାସ କରି ପାରିବେ । ବନ୍ଧୁଗଣ ନକରାତ୍ମକତା ଶକ୍ତି ଏକ ଏପରି ଶକ୍ତି ଯାହାକି ଯଦି କୌଣସି ବ୍ୟକ୍ତିର ଜୀବନରେ ଥରେ ପ୍ରବେଶ କରେ, ତେବେ ଏହି ଶକ୍ତି ସେହି ବ୍ଯକ୍ତିର ଜୀବନର ସମସ୍ତ ଖୁସି କୁ ଦୁଃଖ ରେ ପରିଣତ କରିଦିଏ ।

 

ବନ୍ଧୁଗଣ ଆପଣ ଅନେକତର ଦେଖି ଥିବେ ଜୀବନରେ ସଫଳତା କୁ ପ୍ରାପ୍ତ କରିବା ଅନେକ ଚଳଚିତ୍ର ର ଅଭିନେତା ବ ଅଭିନେତ୍ରୀ ବା ଏପରିକି ଆମର ବର୍ତ୍ତମାନ ସ୍ଥିତ ପ୍ରଧାନ ମନ୍ତ୍ରୀ ମଧ୍ୟ ନିଜ ହାତ ରେ କଳା ଫିତା ଧାରଣ କରିଛନ୍ତି । ଏହାଛଡା କିଛି ଲୋକ କଳା ରଙ୍ଗର ଫିତା କୁ ନିଜ ଗୋଡ ରେ ମଧ୍ୟ ବାନ୍ଧିଥାନ୍ତି । ବନ୍ଧୁଗଣ କହି ରଖୁଚୁ ଯେ କଳା ରଙ୍ଗ ଏକ ଏପରି ରଙ୍ଗ ହୋଇଟାହେ ଯାହାକି ନକରାତ୍ମକ ଶକ୍ତି କୁ ଦୂର କରିବାରେ ଖୁବ ସହାୟକ ହୋଇଥାଏ ।

ଏହି କାରଣରୁ ବନ୍ଧୁଗଣ ନଜର ରୁ ବା ଖରାପ ଶକ୍ତି ରୁ ରଖି ଅପାଇବା ପାଇଁ କଳା ବସ୍ତ୍ର, କଳା ଟିକା ବା କଳା ଫିଟ ଧାରଣ କରାଯାଇଥାଏ । କିନ୍ତୁ ଏହି ସବୁ ମଧ୍ୟ ରୁ କଳା ରଙ୍ଗର ଫିତା ସବୁଠାରୁ ଅଧିକ କାମ ରେ ଲାଗିଥାଏ । ବନ୍ଧୁଗଣ ଯଦି ଘରେ ସବୁବେଳେ କଳହ ଓ ଅଶାନ୍ତି ଲାଗି ରହେ । ତେବେ ବନ୍ଧୁଗଣ ଆପଣ ଏକ କଳା ରଙ୍ଗର ଫିତା ରେ ୧୦୮ ଗଣ୍ଠି ପାକାଇ, ପ୍ରତ୍ଯେକ ଗଣ୍ଠିରେ ” ଓଁ ଶନ ଶନିଶ୍ଚରାୟ ନମଃ ” ମନ୍ତ୍ର ଟିକୁ ଥରେ ଜପ କରି ଏହି ସୂତା ଟିକୁ ଘରର ମୁଖ୍ୟ ଦ୍ଵାରରେ ବାନ୍ଧି ନିଅନ୍ତୁ ।

 

ଏହାଦ୍ବାରା ଆପଣ ଦେଖି ପାରିବେ କି ଘରେ ଥିବା ସମସ୍ତ ନକରାତ୍ମକତା ଶକ୍ତି ଗୁଡିକ ନାସ ହୋଇଯିବ । ବନ୍ଧୁଗଣ ଶରୀରେ କଳା ରଙ୍ଗର ସୂତା ଧାରଣ କରିବା ଦ୍ଵାରା ଶରୀରେ ମଧ୍ୟ କୌଣସି ଖରାପ ଦ୍ରୁଷ୍ଟି ଲାଗି ନଥାଏ । କିନ୍ତୁ ବନ୍ଧୁଗଣ ମାନେ ରଖନ୍ତୁ ବ୍ୟବହାର କରିଥିବା କଳା ଫିଟ କେବେ ମଧ୍ୟ ଏପଟେ ସେପଟେ କୌଣସି ସ୍ଥାନରେ ଫୋପାଡିବା ଠିକ ହୋଇ ନଥାଏ ।

କାରଣ ଏହାକୁ କେହି ନେଇ ଆପଣଙ୍କ ଉପରେ କୌଣସି ପ୍ରକାର କିଛି କଳା ଜାଦୁ ଆଦି ମଧ୍ୟ କରି ପାରନ୍ତି । ତେଣୁ ବ୍ୟବହାର କରିଥିବା ଅକାଳ ଫିତା କୁ ସବୁବେଳେ ଓସ୍ତ ଗଛରେ ମୂଳରେ ନେଇ ରଖି ଆସିବା ଉଚିତ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button