ମନୋରଞ୍ଜନ

Odia Gk- ନଧୋଇ ସମସ୍ତେ ଖାଆନ୍ତି, ଖାଇସାରି ଅନୁତାପ କରନ୍ତି, କହିବା ପାଇଁ ମଧ୍ୟ ଲାଜ କରନ୍ତି, ତାହା କଣ ?

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ମଜାଳିଆ ଏବଂ ଜଣା ଅଜଣା ପ୍ରଶ୍ନ ଉତ୍ତର ଏହା ଦ୍ୱାରା ଆପଣ ନିଜ ବୁଦ୍ଧି ର ବିକାଶ କରିବା ସହ ଆପଣଙ୍କୁ ଅନେକ ମଜା ବି ଲାଗିବ। ଆପଣ କିଛି ନୂଆ ପୁରୁଣା କଥା ଜାଣି ପାରିବେ ଏବଂ ଏହା ଦ୍ୱାରା ଆପଣ ନିଜର ଜ୍ଞାନ କୁ ମଧ୍ୟ ବୃଦ୍ଧି କରି ପାରିବେ।ତେବେ ଆସନ୍ତୁ ଜାଣିନେବା ସେହି ପ୍ରଶ୍ନ ଉତ୍ତର ବିଷୟରେ।

୧- ଲଗାତାର ଆସୁଥିବା କେଉଁ ଦୁଇଟି ମାସ ୩୧ ଦିନ ବିଶିଷ୍ଟ ।
ଉତ୍ତର- ଜୁଲାଇ- ଅଗଷ୍ଟ।

୨- ଭାରତର ଜାତୀୟ ଛୁଟି ନୁହେଁ କେଉଁ ଦିନ।
ଉତ୍ତର- ଜୁଲାଇ ୪।

୩- ଭାରତର ଉଚ୍ଚତମ ପର୍ବତ ଶୃଙ୍ଘ କେଉଁଠି।
ଉତ୍ତର- କାଞ୍ଚନଜଙ୍ଗା।

୪- କେଉଁ ଜୀବ ର ଜୀଵନ କାଳ ଅଧିକ।
ଉତ୍ତର- କଇଁଛ।

୫- ବୃହସ୍ପତି ଗ୍ରହରେ ବିରାଟ ଲାଲ ଚିହ୍ନ କଣ।
ଉତ୍ତର- ଝଡ଼।

୬- କେଉଁ ଠାରେ ବୁଦ୍ଧ ଙ୍କୁ ଆତ୍ମଜ୍ଞାନ ପାଇଥିଲେ।
ଉତ୍ତର-ନିରଞ୍ଜନା।

୭- ବିଶ୍ୱ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ କେଉଁଠି ଅବସ୍ଥିତ।
ଉତ୍ତର- ୱାସିଙ୍ଗଟନ।

୮- ରାମାୟଣ ରେ ଥିବା ଲଙ୍କା କେଉଁ ପର୍ବତ ଉପରେ ଥିଲା।
ଉତ୍ତର- ତ୍ରିକୁଟ।

୯- ଦାରା ସିଂହ ଏବଂ ତାଙ୍କ ପୁଅ ଉଭୟ ଗୋଟିଏ ଚରିତ୍ର କରିଛନ୍ତି ତାହା ହେଉଛି।
ଉତ୍ତର- ହନୁମାନ।

୧୦- କେଉଁ ମହାଦେଶରେ ଭୁ- ପରିବେଷ୍ଟିତ ଭୂମି ନାହିଁ।
ଉତ୍ତର- ଉତ୍ତର ଆମେରିକା।

୧୧- ଚିତରଞ୍ଜନ ଦାସ ଲୋକପ୍ରିୟ ରୂପେ କେଉଁ ନାମରେ ପରିଚିତ ଥିଲେ।
ଉତ୍ତର- ଦେଶ ବନ୍ଧୁ।

୧୨-ନ ଧୋଇ ସମସ୍ତେ ଖାଆନ୍ତି ଖାଇସାରି ଅନୁତାପ କରନ୍ତି,କହିବାକୁ ମଧ୍ୟ ଲାଜ କରନ୍ତି ତାହା କଣ?
ଉତ୍ତର- ଜୋତା/ ଚପଲ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button