ସ୍ୱାସ୍ଥ୍ୟ

ମାତ୍ର 15 ଦିନ ସେବନ କରି ଦେଖନ୍ତୁ, ଲିଭର ସଫା ( Detox ) ହେବ, କୋଷ୍ଠକାଠିନ୍ୟ, ଅର୍ଶ ଏବଂ ରକ୍ତହୀନତା ଭଳି ସମସ୍ୟା ସବୁଦିନ ପାଇଁ ଦୂର ହେବ ( Healthy Tips )

ବନ୍ଧୁଗଣ ଆଜି ଆମେ ଆପଣଙ୍କ ସହ ଏମିତି ଏକ ଚମତ୍କାରି ଡ୍ରିଙ୍କ ବିଷୟରେ କହିବାକୁ ଯାଉଛୁ ଯାହାର ସେବନ କରି ଆପଣ ନିଜର ଶରୀରରୁ ଅନେକ ପ୍ରକାରର ରୋଗ ଦୂର କରିପାରିବେ । ଏହି ଡ୍ରିଙ୍କ ପ୍ରସ୍ତୁତ କରିବା ବହୁତ ସହଜ ଅଟେ ଏବଂ କିଛି ଘରୋଇ ସାମଗ୍ରୀ ଦ୍ୱାରା ଆପଣ ଏହି ଡ୍ରିଙ୍କ ପ୍ରସ୍ତୁତ କରିପାରିବେ । ବନ୍ଧୁଗଣ ଯଦି ଆପଣ ନିଜର ଲିଭର ଡିଟକ୍ସ କରିବାକୁ ଚାହୁଁଛନ୍ତି, ବା ରକ୍ତହୀନତା ପାଇଁ ଚିନ୍ତିତ ରହୁଛନ୍ତି, କିମ୍ବା କୋଷ୍ଟକାଠିନ୍ୟ ବା କବଚ ଭଳି ସମସ୍ୟା ରହିଛି, ଅର୍ଶ ବଳି ବା ପାଇଲସ ଭଳି ସମସ୍ୟା ଅଛି ତେବେ ଆପଣଙ୍କ ପାଇଁ ଏହି ଡ୍ରିଙ୍କ ବହୁତ ଲାଭଦାୟକ ରହିବ । ଦେଖିବେ ଆପଣଙ୍କ ଏହି ସମସ୍ତ ସମସ୍ୟା ଦୁର ହୋଇଯିବ । ତେବେ ଚାଲନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ।

ବନ୍ଧୁଗଣ ଆଜିର ଏହି ଯୁସ କୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀ ଯାହାର ଆବଶ୍ୟକତା ପଡିବ ତାହା ହେଉଛି ଗୋଟେ ବିଟ ରୁଟ, ଗୋଟେ ଗାଜର, କିଛି ପାଳଙ୍ଗ ଶାଗ ର ଆବଶ୍ୟକତା ପଡ଼ିବ । ଏହି ତିନୋଟି ଜିନିଷକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଶେଷରେ ଏଥିପାଇଁ ଆପଣଙ୍କୁ ଆବଶ୍ୟକତା ପଡିବ ଅଁଳା ପାଉଡର ।

ଯାହା ଆପଣଙ୍କୁ ଖୁବ ସହଜରେ ମିଳିଯିବ । ପ୍ରଥମେ ଏହି ସବୁ ଜିନିଷକୁ ଛୋଟ ଛୋଟ କରି କାଟି ନିଅନ୍ତୁ । ବର୍ତ୍ତମାନ ଏହାକୁ ସବୁ ମିଶାଇ ଏଥିରେ ଅଳ୍ପ ପାଣି ଦେଇ ଗ୍ରାଇଣ୍ଡ କରି ଦିଅନ୍ତୁ । ଏହି ଜୁସ କୁ ମାତ୍ର ଅଳ୍ପ ଦିନ ପିଅନ୍ତୁ ଦେଖିବେ ଆପଣଙ୍କ ଶରୀରରେ ଥିବା ବିଭିନ୍ନ ପ୍ରକାରର ରୋଗ ଦୂର ହୋଇଯିବ ।

ଏବେ ଏହି ଯୁସ କୁ ଗୋଟେ ଗ୍ଲାସ ରେ କାଢି ନିଅନ୍ତୁ । ବର୍ତ୍ତମାନ ଏଥିରେ ଗୋଟେ ଚାମଚ ଅଁଳା ପାଉଡର ମିଶାନ୍ତୁ । ଏବଂ ଭଲ ଭାବରେ ଗୋଳାଇ ଦିଅନ୍ତୁ । ତେବେ ବନ୍ଧୁଗଣ ବର୍ତ୍ତମାନ ଆପଣଙ୍କର ଏହି ରାମବାଣ ଉପାୟ ଟି ପ୍ରସ୍ତୁତ । ଏବେ ଆସନ୍ତୁ ଜାଣିବା ଏହାକୁ ସେବନ କରିବା ନିୟମ । ବନ୍ଧୁଗଣ ପ୍ରତିଦିନ ସକାଳୁ ଖାଲି ପେଟରେ ଏହାର ସେବନ କରନ୍ତୁ ।

ମାତ୍ର ୭ ଦିନରୁ ୧୫ ଦିନ ଏହାର ସେବନ କରନ୍ତୁ ଦେଖିବେ ଆପଣଙ୍କ ସମସ୍ତ ସମସ୍ୟା କିପରି ଦୂର ହୋଇଯିବ । ଏହା ଆପଣଙ୍କ ପାଇଁ ବହୁତ ଭଲ ହୋଇଥାଏ ।  ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ । ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button