Vastu Tips- ମହିଳା ମାନେ ରାତିରେ ଶୋଇବା ପୂର୍ବରୁ କରନ୍ତୁନି ଏହି 8ଟି କାମ…

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଗୋଟିଏ ଝିଅ ଅନ୍ୟ ଗୋଟେ ପୁଅ ର ହାତ ଧରି 2 ଜଣ ବିବାହ ବନ୍ଧନ ରେ ବାନ୍ଧି ହୋଇ ସୁଖ ରେ ନିଜ ବାସସ୍ଥାନ ରେ ଜୀବନ ଅତିବାହିତ କରିଥାନ୍ତି । ସେମାନେ ଙ୍କୁ ଗୃହଲକ୍ଷ୍ମୀ ବୋଲି କୁହାଯାଏ । ଗୃହଲକ୍ଷ୍ମୀ ଘର ର କାର୍ଯ୍ୟ ତୀକ୍ଷ୍ଣ ଭାବେ କରିବା ଦ୍ଵାରା ଘର ର ଅଶୁଭ ଦୂରରେ ଯାଏ । ଅପାନ୍ ମାନେ ଜାଣିଥିବେ ଯେ ଘର ସ୍ତ୍ରୀ ଗୋଟେ ଘରକୁ ସ୍ବର୍ଗ ବା ନର୍କ କରି ପାରିଥାଏ । ଏହି କାର୍ଯ୍ୟ କରିବା ଦ୍ୱାରା ସେମାନେ ସ୍ବାମୀ ର ଜୀବନ ନଷ୍ଟ କରିଥାନ୍ତି ଘର ର ଦାରିଦ୍ର୍ୟ ଓ ପାପ କୁ ବିନ୍ୟାସ କରିଥାଏ ।
ଓ କରଜ ବଢିବା କାରଣ ହୋଇଥାଏ । ସ୍ତ୍ରୀ ଶୋଇବା ପୂର୍ବ ରୁ ଏହି କଣ କଲେ ଏହାର ପ୍ରଭାବ ପରିବାର କୁ ଧ୍ଵଂସ କରି ଦେଇଥାଏ । ପ୍ରଥମେ ସ୍ତ୍ରୀ ଶୋଇବା ପୂର୍ବ ରୁ କୌଣସି ତେଲ ର ପ୍ରୟୋଗ କରିବା ଉଚିତ୍ ନୁହେଁ, କାରଣ ଏହି ସମୟ ରେ ନକାରାତ୍ମକ ଶକ୍ତି ଗୁଡ଼ିକ ଏରିଆ ରେ ଘୁରି ବୁଲୁଥାଏ । ଏହା ଦ୍ଵାରା ବୃହସ୍ପତି ଗ୍ରହ ଆସନ୍ତା ହୋଇଥାଏ ।
ଏହି ଗ୍ରହ ଅଶାନ୍ତ ହେବ ଦ୍ଵାରା ସମସ୍ତ ଘର ର ପରିବାର ରେ ଅଶାନ୍ତି ଦେଖା ଯିବ । ରାତିରେ ଦହି ବା କ୍ଷୀର ପିଇବା ଉଚିତ୍ ନୁହେଁ । ଏହା ଦ୍ଵାରା ବସ୍ତୁ ଦୋଷ ରୁହେ ଯାହାକି କରଜ ର ବୃଦ୍ଧି ରେ ସାହାର୍ଯ୍ୟ କରେ । ରାତିରେ ଶୋଇବା ପୂର୍ବ ରୁ ଅଳଙ୍କାର କାଢିବା କରିପାରେ ଦ୍ଵନ୍ଦ ଜନ ସମସ୍ୟା । ଏହା କରିବା ଦ୍ଵାରା ସମ୍ମାନ ହାନି ର କାରଣ ଓ ଅପାମନ ର କାରଣ ହୋଇଥାଏ ।
ଶୋଇବା ପୂର୍ବ ରୁ କୌଣସି ସୁବାସିତ ଫୁଲ ର ବ୍ୟବହାର କରନ୍ତୁ ନହିଁ । ଏହା କୁ ବ୍ୟବହାର କରିବା ଦ୍ଵାରା ସ୍ତ୍ରୀ ଅନ୍ୟ ହାତ ରେ ବଶୀଭୂତ ହେବାର ଆଶଙ୍କା ରହିଛି । ରାତିରେ ଘରେ କୌଣସି ଅଇଁଠା ବାସନ ରଖନ୍ତୁ ନାହିଁ ଏହା କରିବା ଦ୍ଵାରା ମା ଲକ୍ଷ୍ମୀ ଅଶାନ୍ତି ହୁଅନ୍ତି ଏବଂ ଘରୁ ମା ଲକ୍ଷ୍ମୀ ଙ୍କ ବାସ ଉଠି ଯାଇଥାଏ ଫଳ ରେ ଧନ ରେ ସମସ୍ୟା ଦେଖା ଯାଇଥାଏ । କୌଣସି ସ୍ତ୍ରୀ କୁ ରାତିରେ ସମ୍ପୂର୍ଣ ଉଲଗ୍ନ ବା ଶୋଇବା ସମୟ ରେ ଚୁଟି କୁ ଖୋଲି ଶୋଇବା ଅନୁଚିତ୍ ହୋଇଥାଏ, ଏହା କରିବା ଦ୍ୱରା ଭୂତ ପ୍ରେତ ମାନ ଙ୍କ ଦୃଷ୍ଟି ପଡ଼ିଥାଏ ଏହା ଦ୍ଵାରା ନାରୀ ମାନ ଙ୍କୁ ବଶୀଭୂତ କରିବା ସହଜ ହୋଇଥାଏ ।
ସ୍ତ୍ରୀ ମାନେ ମଧ୍ୟ ରାତ୍ରି ରେ ଶାରୀରିକ ସଂପର୍କ ରଖନ୍ତୁ ନାହିଁ । ଏହା କାଳ ସମୟ ହୋଇଥାଏ । ଯାହାକି ଧନ ଆହରଣ ପ୍ରାଣ ପୀଡ଼ା ର କାରଣ ହୁଏ । ସମସ୍ତ ସମସ୍ୟା ଘୋଟି ଆସେ । ଶୋଇବା ସମୟ ରେ ସ୍ତ୍ରୀ ର ପାଦ ପୂର୍ବ କିମ୍ବା ଦକ୍ଷିଣ ଦିଗ କୁ ନ ହେବା ଦରକାର ଯାହା କି,କର୍ମ ବା ପରିବାର ହୋଇଥାଏ ଏହାକୁ ଘର ର ଗୃହ ଲକ୍ଷ୍ମୀ ଭୁଲ କରିବା ଦ୍ଵାରା ବହୁତ ବଡ଼ ସମସ୍ୟା ରେ ସମ୍ମୁଖୀନ ହେବାକୁପଡିଥାଏ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।