ଓଡିଶା

ଗର୍ଭବତୀ ଗାଇକୁ ନିଜ ଖାଦ୍ୟ ବନେଇବାକୁ ଯାଉଥିଲା ଏକ ବିଶାଳକାୟ ସାପ, ସେହି ସମୟରେ ଆସିଲେ କିଛି ଲୋକ- ଆଉ ତାପରେ…

ଗାଈ ବହୁତ ଶାନ୍ତ ଜୀବ ଅଟେ, ଗାଈ ଅନ୍ୟ ଜୀବ ଜନ୍ତୁ ସହ ଝଗଡା କରିବାର ଆପଣ କେବେ ଦେଖି ନଥିବେ । ଆମ ପରି ମଣିଷ ପାଇଁ ଗାଈ ବହୁତ ପ୍ରକାର କାମ କରି ଥାଏ, ଗାଈ ବହୁତ ଶାନ୍ତ ଜୀବ ସେଥିପାଇଁ ପ୍ରାୟତଃ ଲୋକ ଗାଈ ରଖିବା ପସନ୍ଦ କରନ୍ତି ଏବଂ ଗାଈ ଦ୍ଵାରା ଅନେକ ପ୍ରକାର ଲାଭ ହୋଇ ଥାଏ ସେଥିପାଇଁ ମଧ୍ୟ ଲୋକ ଗାଈ ରଖନ୍ତି । ସାପ ଗୋଟେ ବହୁତ ହିଂସକ ଜୀବ ବୋଲି ଆମେ ସମସ୍ତେ ଜାଣିଅଛୁ, ସାପ ସବୁବେଳେ ନିଜ ଖାଦ୍ୟ ଖୋଜିବାରେ ଲାଗି ଥାଏ ।

ତେବେ ଆଜି ଆମେ ଆପଣଙ୍କୁ ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ଦେବୁ-

ଏବେ ଆପଣ ଭାବୁ ଥିବେ ଆମେ ଗାଈ ଓ ସାପ ତୁଳନା କଣ ପାଇଁ କରୁଅଛୁ, ଭେନେଜୁଏଲା ନାମକ ଜାଗାରେ କିଛି ଏମିତି ହେଇଛି ଯାହା ପରେ ଦୁଇ ଜନ୍ତୁ ମଧ୍ୟରୁ କେଉଁ ଗୋଟେ କୁ ବଞ୍ଚେଇ ହବ । ପ୍ରାୟତଃ ଆମେ ସାପକୁ ଛୋଟ ଜୀବ ଜନ୍ତୁ ଯେମିତିକି ମୁସା, ବେଙ୍ଗ ଭଳି ଜୀବ ଖାଇବାର ଦେଖିଛୁ । କିନ୍ତୁ ବର୍ତମାନ ରେ ଗୋଟେ ୧୩ଫୁଟ ଏନାକୋଣ୍ଡା ସାପ ଗୋଟେ ଗର୍ଭବତୀ ଗାଇକୁ ନିଜ ଶିକାର ଅବେଇଛି ।

ଗର୍ଭବତୀ ଗାଈ ପାଣିରେ ଆରାମ କରୁଥିଲା ହଟାତ ଗୋଟେ ବଡ ବିଶାଳ ସାପ ଆସିଲା ଏବଂ ଗାଇକୁ ଜାବୁଡି ଧଇଲା ହଟାତ ଆକ୍ରମଣ ପାଇଁ ଗାଈ ଡଋ ଗଲା । ଗାଈ ନିଜକୁ ସାପ କବଳରୁ ମୁକୁଳେଇବା ପାଇଁ ବହୁତ କଷ୍ଟ ପ୍ରୟାସ କଲା କିନ୍ତୁ ଗାଇକୁ ଅସଫଳତା ପ୍ରାପ୍ତ ହେଲା । ଏହା ଛଡା ସାପ ଗାଇକୁ ମାରିବା ପାଇଁ ପୂର୍ଣ ପ୍ରୟାସ କରୁ ଥିଲେ, ସାପକୁ ଗାଈ ଉପରେ ନିୟନ୍ତ୍ରଣ କରିବା ପାଇଁ ଘଣ୍ଟେ ଲାଗିଲା ସାପ ଗାଇକୁ ମାରି ନିଜ ପେଟ ପୂର୍ଣ କରିବାର ଥିଲା କି ସଠିକ ସମୟରେ ଗାଁ କିଛି ଲୋକ ସେଠି ପହଞ୍ଚିଲେ ।

ଯେତେବେଳେ ଲୋକ ଗର୍ଭବତୀ ଗାଇକୁ ସାପ କବଳ ରେ ଦେଖିଲେ ସେ ଗାଇକୁ ବଞ୍ଚେଇବା ପାଇଁ ଚେଷ୍ଟା କଲେ ଲୋକ ସାପକୁ କାଠ ହତିଆର ରେ ମାରିବା ଆରମ୍ଭ କଲେ ଏବଂ ସାପ ଆକ୍ରମଣ ଦେଖି ନିଜ ଆକ୍ରମଣ ମୁଦ୍ରା ରେ ଆସିଲା କିନ୍ତୁ ଅତ୍ୟଧିକ ଲୋକ ହବାରୁ ସାପକୁ ହାର ମାନିବାକୁ ପଡିଲା ଏବଂ ଗାଇକୁ ଛାଡିବାକୁ ପଡିଲା । ଏହି କଥା ଜଣା ପଡି ନାହିଁ ଯେ ଗାଁ ଲୋକଙ୍କ ମାଡ ଖାଇ ସାପ ବଞ୍ଚିଚି ବା ମରି ଗଲା ।

Related Articles

Leave a Reply

Your email address will not be published. Required fields are marked *

Back to top button