ବିଚାର

ପାର୍କରେ ଲାଗିଲା ଭୟଙ୍କର ନିଆଁ, ତଥାପି ଜଳିଲା ନାହିଁ ଗଛ ଏବଂ ଘାସ, ଦେଖନ୍ତୁ ଭାଇରାଲ ଭିଡିଓ

ସୋଶିଅଲ ମିଡିଆରେ ଆଜି କାଲୀ ଗୋଟେ ଭିଡିଓ ବହୁତ ପସନ୍ଦ କରା ଯାଉଛି, ତେବେ ଏହି ଭିଡିଓ ଏମିତି ଅଟେ ଯାହା ଦେଖି ଆପଣଙ୍କ ଆଖି ଆଶ୍ଚର୍ଯ୍ୟରେ ଖୋଲା ରହିଯିବ, ତେବେ ଏହି ଭିଡିଓ ଗୋଟେ ପାର୍କର ଅଟେ ଆପଣମାନେ ପ୍ରାୟତଃ ସମସ୍ତେ ପାର୍କ ଯାଉଥିବେ, ଏବଂ ପାର୍କ ରେ ଥିବା ବନସ୍ପତି ସୁନ୍ଦରତା ଦେଖି ମୋହିତ ମଧ୍ୟ ହଉଥିବେ, କିନ୍ତୁ ଆମେ ଆପଣଙ୍କୁ ଆଜି ଏହି ଭିଡିଓ ରେ ଗୋଟେ ପାର୍କ ଦୃଶ୍ୟ ଦେଖେଇବୁ ଯେଉଁଠି ନିଆ ଲାଗିଥିଲାକିନ୍ତୁ ସେଠିକା ଘାର ଏବଂ ଗଛ ଜଳିଲେ ନାହିଁ । ଏହି ଭାଇରାଲ ଭିଡିଓ ରେ ଆପଣ ଦେଖିବାକୁ ପାଇବେ ଯେ ନିଆ ଧୀରେ ଧୀରେ ପୁରା ପାର୍କରେ ବ୍ୟାପୀ ଯାଇଛି ।

ପାର୍କରେ ଥିବା ଗଛ, ଧଳା ରଙ୍ଗ ଘାସ ଏବଂ ବସିବା ପାଇଁ ବେଞ୍ଚ ଅଟେ କିନ୍ତୁ ଏଥିରେ ସବୁଠାରୁ ଧ୍ୟାନ ଦବା କଥା ଏହା ଅଟେ ଯେ ପାର୍କରେ ନିଆ ଲାଗିବା ପରେ ଏଠାରେ ଥିବା ଘାସ ଗଛକୁ କୌଣସି ହାନି ହେଲା ନାହିଁ, ଏହା ଜଳିଲେ ନାହିଁ । ଯେତେବେଳେ ଆପଣ ଏହି ଭିଡିଓ ଦେଖିବେ ତେବେ ଆପଣ ଭାବିବା ପାଇଁ ବିବଶ ହୋଇଯିବେ ଯେ ଧଳା ଘାସ ନିଆ ସମ୍ପର୍କ ରେ ଆସିବା ପରେ ସବୁଜ ହୋଇଯାଇଛି, କେବଳ ଏତିକି ନୁହ ଏହି ପାର୍କରେ ଥିବା ବେଞ୍ଚ ଗୁଡିକ ମଧ୍ୟ ସୁରକ୍ଷିତ ଅଟନ୍ତି କୌଣସି ପ୍ରକାର ହାନି ହୋଇ ନାହିଁ ।

ଏହି ଭିଡିଓ ଭାଇରାଲ ହେଲା ପରେ କିଛି ଘଣ୍ଟା ଭିତରେ ଟ୍ବିଟରରେ ୬୦ ଲକ୍ଷ ଠାରୁ ଅଧିକ ଲୋକ ଏହାକୁ ଦେଖି ସାରିଛନ୍ତି, ଗୋଟେ ରିପୋର୍ଟ ଅନୁଯାଇ ଏହା କୁହା ଯାଇଛି ଯେ କନାଡା ରେ ଚିନାର ଗଛ ଫଳ ଦ୍ଵାରା ଧଳା ପଦାର୍ଥ ଜଳିଥାଏ, ସ୍ପେନ ଗୋଟେ ଜାଗାରେ ସ୍ଥାନୀୟ ଅଧିକାରୀ ନିୟନ୍ତ୍ରିତ ନିଆ ସାହାଜୟକ ଦ୍ଵାରା ଏହାକୁ ସାଇଡ କରାଯାଉଥିଲା ।

ତେବେ ପ୍ରକୃତି କେତେ ଅଜବ ଗଜବ ଖେଳ କରିଥାଏ ଦୁନିଆରେ ଏମିତି ବହୁତ କିଛି ଏବେ ବି ଅଛି ଯାହା ରହସ୍ୟ ପ୍ରକୃତି ଜାଣିଥାଏ ଏବଂ ମଣିଷ କେବଳ ଏହାର ପ୍ରାମ ଦେଖିଥାଏ । ପ୍ରକୃତି ରେ ପରଦିନ କିଛି ନୂଆ ଦେଖିବାକୁ ମିଳିଥାଏ ଜୀବିତ ଜିନିଷ ଭଗବାନ ଦ୍ଵାରା କିଛି ଏମିତି ବନା ଯାଇଛି ଯାହା ମଣିଷ କେବଳ ଦେଖି ଆଶ୍ଚର୍ଯ୍ୟ କରିଥାଏ ଏବଂ ଗୋଟେ ରହସ୍ୟ ଜାଣିଲା ବେଳେ ଭଗବାନ ଅନ୍ୟ ରହସ୍ୟ ସାମ୍ନାରେ ଆଣି ରଖିଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button