ଜୀବନଶୈଳୀ

ମହିଳାଙ୍କୁ କାହିଁକି ପସନ୍ଦ ପୁରୁଷ ଦେହର ଗନ୍ଧ; ନାରୀର କଣ ଦେଖି ଉତ୍ତେଜିତ ହୁଏ ପୁରୁଷ, ଜାଣନ୍ତୁ…..

ଆମେ ପୂର୍ବରୁ ବି କହିଛୁ, ମନ ଅଛି ମାନେ କାମନା ଅଛି । ଯୌବନ ଅଛି ମାନେ ଉନ୍ମାଦନା ମଧ୍ୟ ଅଛି । ଆଉ ରହିଲା କଥା ତନ ମନ ଯୌବନ ଆଉ ଦେହର ଭୋକର କଥା । ପେଟର ଭୋକ ପାଇଁ ଯେମିତି ଖାଇବା ଦରକାର ଠିକ୍ ସମେତି ଦେହର ଭୋକ ମେଣ୍ଟାଇବା ପାଇଁ ସେକ୍ସ ବା ସମ୍ଭୋଗ ଅବା ଯୌନ ସମ୍ପର୍କ ସ୍ଥାପନ କରି ତୃପ୍ତି ପାଇବା ସେମିତି ଜରୁରୀ । ଏ କ୍ଷେତ୍ରରେ ଉଭୟ ପୁରୁଷ ନିଜ ସନ୍ତୁଷ୍ଟିକୁ ପ୍ରାଧାନ୍ୟ ଦିଅନ୍ତି ।

ହଁ ଏହା ସତ ଯେ, ପୁରୁଷ ବ୍ୟକ୍ତ କରିପାରେ ବରଂ ନାରୀଟିଏ କୁଣ୍ଠାବୋଧ କରି ମନ ଭିତରେ କାମନାର ନିଆଁ ସହ ନିଜେ ଜଳି ପୋଡ଼ି ପାଉଁଶ ହୋଇଯାଏ ।

ଥରେ ଚିନ୍ତା କରନ୍ତୁ ନୂଆ ନୂଆ ବିବାହ କରିଥିବା କପୁଲଙ୍କ ମଧ୍ୟରେ କେମିତି ସମ୍ପର୍କ ସ୍ଥାପନ ହୋଇଥାଏ । ଘର ପରିବାର ସଦସ୍ୟଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ପାଇଁ ହୁଏତ ସେମାନେ ଟିକେ ଅମଙ୍ଗ ହେଉଥିବେ କିନ୍ତୁ ନୂଆ ନୂଆ ସିଂହରଣରେ ନିଆଁର ଝାସରେ ଜଳିବାକୁ ଆଗଭର ହେବାକୁ ପ୍ରସ୍ତୁତ ଥିବେ ।

ଏହି ସମୟରେ ସ୍ତ୍ରୀ ନିଜ ସ୍ୱାମୀର ଗନ୍ଧରେ ଏତେ ମାତ୍ରାରେ ପ୍ରଭାବିତ ହୋଇଥାଏ ଯେ, ତାହାର ସ୍ପର୍ଶ ପାଇଁ ସେ ବ୍ୟାକୁଳ ହୋଇଉଠେ । ନାରୀ ମନର କଥା ଯଦି ସେ ସ୍ୱାମୀ ଜଣଙ୍କ ବୁଝୁଥିବ ତେବେ ସେ ଅନୁମାନ କରିପାରୁଥିବା ତା ଦେହରେ କେତେ ମାତ୍ରାରେ କାମନାର ନିଆଁ ଲାଗିଥିବ  ।

କେବଳ ସ୍ତ୍ରୀ କାହିଁକି ପୁରୁଷ ମଧ୍ୟ କାମନାର ନିଆଁରେ ଝାସ ଦେବାକୁ ଆଗ ଲମ୍ଫ ଦେଇଥାଏ । ସ୍ତ୍ରୀର ଆକର୍ଷଣୀୟ ଚେହେରା, ମାଦକତା ଭରା ଶାରୀରକ ଗଠନ ସ୍ୱାମୀଙ୍କୁ ଏକ ଅଦ୍ଭୂତ ନିଶାରେ କବଳିତ କରିଥାଏ ।  ଆଉ ଦୁହେଁ ଏହି ନିଶାରେ ଚୁର୍ ହୋଇ ରାତି ସାରା ରତୀକ୍ରିଡ଼ାରେ ମନୋନିବେଶ କରି ପରମତୃପ୍ତି ଅନୁଭବ କରନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button