ରାଶିଫଳ

ମଳ ମାସ କଣ ? 5ଟି ରାଶି ସାବଧାନ ? ଅଗଷ୍ଟ 16 ଯାଏଁ ବୋଲବମ ଯାତ୍ରା ବନ୍ଦ ରହିବ ?

ବନ୍ଧୁଗଣ ହିନ୍ଦୁ କ୍ଯାଲେଣ୍ଡର ଅନୁଯାୟୀ ୩ ବର୍ଷ ଯାଏଁ ତିଥି ମାନଙ୍କର କ୍ଷୟ ହୋଇଥାଏ । ଏହି ୩ ବର୍ଷ କୁ ଠାରେ ଗୋଟେ ମାସ ହୋଇଥାଏ । ଯାହାକୁ ମଳ ମାସ ବୋଲି କୁହାଯାଏ । ଏହି ମାଲା ମାସ କୁ ପୁରୁଷୋତ୍ତମ ମାସ ମଧ୍ୟ କୁହାଯାଏ । ଏହି ମାସରେ କିଛି ବି ଶୁଭ କାର୍ଯ୍ୟ କରାଯାଏ ନାହିଁ । ମଳ ମାସ ଟି ଗତ କାଲି ଠାରୁ ଆରମ୍ଭ ହୋଇ ଅଗଷ୍ଟ ୧୬ ରେ ଶେଷ ହେବାକୁ ଯାଉଛି । ଏହି ମାସ ଟି ସମକକ୍ଷ ରହିବ । ଆଜି ଆମେ ଜାଣିବା ମଳ ମାସରେ କେଉଁ ରାଶିଙ୍କ ପାଇଁ କିପରି ରହିବ ସମୟ ।

ବୃଷ ରାଶି : ଏହି ରାଶି ମାନଙ୍କର ଭବିଷ୍ୟତରେ ରାଜଯୋଗର ସମ୍ଭାବନା ରହିଛି । ଭବିଷ୍ୟତରେ ଏମାନଙ୍କର ଅଟକି ଥିବା କାମ ପୂରଣ ହେବାକୁ ଯାଉଛି । ଏମାନଙ୍କୁ ନୂତନ କାର୍ଯ୍ୟ କରିବା ନିମନ୍ତେ ନୂଆ ନୂଆ ଅବସର ପାର୍ପ୍ତ ହେବ । ଏମାନେ ନୂତନ ବନ୍ଧୁ ବନାଇବେ । ଏହି ବନ୍ଧୁ ଙ୍କ ସହଯୋଗ ପାଇବେ । ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଲାଭ ପ୍ରାପ୍ତ ହେବ ।

କନ୍ୟା ରାଶି : ଆପଣଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ପାରିବାରିକ ସମସ୍ଯା ଦୂର ହେବ । ଜୀବନ ସାଥିଙ୍କ ସହ ସମୟ ବିତାଇବେ । ଭାଗ୍ଯର ସଂପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ । ଆପଣଙ୍କୁ ଅଚାନକ ଖୁସି ଖବର ପ୍ରାପ୍ତ ହେବ । ଭାଗ୍ଯର ସହଯୋଗରେ ପ୍ରଗତି ଆଡକୁ ଅଗ୍ରସର ହେବେ । ଅଚାନକ ଧନ ଲାଭର ସମ୍ଭାବନା ଅଛି । ସବୁ ସମସ୍ଯା ଦୂର ହେବାକୁ ଯାଉଛି ।

ସିଂହ ରାଶି : ଆପଣଙ୍କ ଜୀବନରେ ବହୁତ ଜଲ୍ଦି ଶୁଭ ସମୟର ଆରମ୍ଭ ହେବାକୁ ଯାଉଛି । ଏମାନେ ଯେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ସଫଳତା ହାସଲ କରିବେ । ଏମାନଙ୍କ ଜୀବନରେ ମା ଲକ୍ଷ୍ମୀ ଙ୍କ କୃପାରୁ ଆର୍ଥିକ ସମସ୍ଯା ରହିବ ନାହିଁ । ଏମାନେ କୌଣସି କାମରେ ସଫଳତା ପାଇବାକୁ ଆଶା ରଖିଥିଲେ ନିଶ୍ଚୟ ପାଇବେ ।

ତୁଳା ରାଶି : ଭୋଳାନାଥ ଙ୍କ କୃପାରୁ ଭାଗ୍ୟ ବଳରେ ଆପଣ ସବୁ କାମରେ ସଫଳତା ହାସଲ କରିବେ । ଭାଗ୍ଯର ସଂପୂର୍ଣ୍ଣ ସହଯୋଗ ପାଇବେ । ଏହି ରାଶିର ବ୍ୟକ୍ତି ମାନେ ନୂତନ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ଉନ୍ନତି ପ୍ରାପ୍ତ ହେବ । ଆସନ୍ତା ସମୟରେ ଧନର ଅଭାବ ରହିବ ନାହିଁ । ଆପଣଙ୍କ ଜୀବନରେ ସୁଖ ଶାନ୍ତି ପ୍ରତିଷ୍ଠା ହେବ ।

କୁମ୍ଭ ରାଶି : ଏହି ରାଶିର ଜାତକ ବହୁତ ଜଲ୍ଦି ମାଲାମାଲ ହେବାକୁ ଯାଉଛନ୍ତି । ଜାଡ୍ୟ ଆପଣଙ୍କ ଜୀବନରେ କିଛି ସମସ୍ଯା ଆସି ତେବେ ଘଟିବାକୁ ଥିବା ଶୁଭ ସଂଯୋଗ ଦ୍ଵାରା ସବୁ ସମସ୍ୟାର ଅନ୍ତ ଘଟିବ । ମା ଲକ୍ଷ୍ମୀ ଓ ମହାଦେବ ଙ୍କ କୃପାରୁ ଏମାନଙ୍କର ଜୀବନ ଧନ ଧାନ୍ୟରେ ପରି ପୂର୍ଣ୍ଣ ହେବ । ପାରିବାରିକ ସମସ୍ଯା ଦୂର ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button