ଜୀବନଶୈଳୀ

ନିଜର ପ୍ରେମକୁ ହାତ ମୁଠାରେ କେମିତି ରଖିବେ? Love Tips

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ନିଜ ପ୍ରେମକୁ କେମିତି ହାତ ମୁଠା ରେ ରଖିପାରିବେ ସେହି ବିଷୟରେ କିଛି ଟିପ୍ସ କହିବାକୁ ଯାଉଛୁ । ତେବା ଆପଣ ମାନେ ଜୀବନରେ କେବେ ନା କେବେ କାହାକୁ ନିଶ୍ଚୟ ଭଲ ପାଇଥିବେ । ଆଉ ନିଜ ପ୍ରେମକୁ ପାଇବାକୁ ଆପଣ ସେହି ବ୍ୟକ୍ତିଙ୍କୁ ନିଜ ହାତ ମୁଠା ରେ ରଖିବାକୁ ନିଶ୍ଚୟ ଚେଷ୍ଟା କରୁଥିବେ । ତେବେ ଏହା ଏତେ ସହଜ ନୁହେଁ । ତେବେ ସେହି ଟିପ୍ସ ଗୁଡିକ ହେଉଛି-

୧- ଆପଣ ଯାହାକୁ ବି ଭଲ ପାଉଛନ୍ତି ତାଙ୍କୁ କେବେ ପ୍ରତିଶ୍ରୁତି ଦିଅନ୍ତୁ ନାହି । ଯେବେ ପୁଅ କୌଣସି ଝିଅକୁ ଭଲ ପାଏ ସେତେବେଳେ ତାକୁ ପାଇବାକୁ ଅନେକ କିଛି କରିଥାଏ ସତେ ଯେମିତି ପାଗଳ ପ୍ରେମିକ ପରି । ଝିଅକୁ ଇମ୍ପରେଶ କରିବା ପାଇଁ ତାର ସବୁ ଡାଟା ପୁଅ କଲେକସନ କରିବାକୁ ଚେଷ୍ଟା କରିଥାଏ । ଏମିତିକି ପୁଅ ଝିଅ ସହ କଥା ହେବାକୁ ବହୁତ ଇଚ୍ଛୁକ ରହିଥାଏ । ଅନେକ କ୍ଷେତ୍ରରେ ପୁଅମାନେ ଝିଅଙ୍କର ପିଛା ମଧ୍ୟ କରିଥାନ୍ତି । ପୁଅ ଯେବେ ଝିଅକୁ ପ୍ରପୋଜ କରେ ଆଉ ଝିଅ ହଁ କହିଦିଏ ତା ପରେ ପୁଅ ପୁରା ରିଲାକ୍ସ ହୋଇଯାଏ । ଏମିତି ହେବ ଅପରେ ପୁଅ ଆଉ ଝିଅର ଭଲ ଭାବେ କେୟାର କରେ ନାହି । ତେଣୁ କାହାକୁ ପ୍ରତିଶ୍ରୁତି ଦିଅନ୍ତୁ ନାହି ।

୨- ଯଦି ଆପଣ କାହାକୁ ଭଲ ପାଉଛନ୍ତି ତେବେ ନିଜେ ପ୍ରଥମେ ଆରମ୍ଭ କରନ୍ତୁ ନାହି ବିବାହ କରିବା ପାଇଁ । ଆପଣ ଯେବେ ନିଜର ପ୍ରେମକୁ ବାହା ହେବ ପାଇଁ କହିବେ ତେବେ ଏହା ଆପଣଙ୍କର ହାର ହେବ । ଆଇ ଲଭ ୟୁ କହିବା କ୍ଷେତ୍ରରେ ବି ଆପଣ ଆଗ କୁହନ୍ତୁ ନାହି । କାରଣ ତାଙ୍କୁ ଲାଗିବ ଆପଣ ତାଙ୍କୁ ଭଲ ପାଉଛନ୍ତି । ତେଣୁ ଆପଣ ସବୁବେଳେ ପଛରେ ରୁହନ୍ତୁ ମାନେ ଆପଣ ଭଲ ପାଆନ୍ତୁ କିନ୍ତୁ କେବେ ନିଜ ଆଡୁ ଆଗ କୁହନ୍ତୁ ନାହି ।

୩- ତୃତୀୟ ଟିପ୍ସ ହେଉଛି ଆପଣ ଅନ୍ୟ ଉପରେ ନିର୍ଭରଶୀଳ ହୁଅନ୍ତୁ ନାହି । ଆପଣ ଯାହାକୁ ଭଲ ପାଉଛନ୍ତି ବା ଅନ୍ୟ କୌଣସି କାରଣ ହେଉ ଅନ୍ୟ ଉପରେ ନିର୍ଭର ହୁଅନ୍ତୁ ନାହି । ଏହା ଦ୍ଵାରା ସମସ୍ଯା ସୃଷ୍ଟି ହୋଇଥାଏ । ଆପଣ କେବେ ନିଜ ପ୍ରମିଙ୍କୁ କହିବେ ନାହି ମୁଁ ତୁମକୁ ବହୁତ ଭଲ ପାଏ ତୁମକୁ ଛାଡି ରହିପାରିବି ନାହି ତୁମ ବିନା ମୁଁ ବଞ୍ଚିପାରିବି ନାହି । ଏମିତି କିଛି କ୍ଷେତ୍ରରେ ପ୍ରେମୀ ଭାବିବେ ଆପଣ ତାଙ୍କ ପ୍ରତି ପୁରା ପାଗଳ ହୋଇ ଯାଇଛନ୍ତି ଆଉ ତା ପରେ ସେ ରିଲାକ୍ସ ହୋଇଯିବେ ।

ତେଣୁ ଆପଣ ଯାହାକୁ ଭଲ ପାଉଛନ୍ତି ତାଙ୍କ ମନରେ ଭୟ ରହିବା ଦରକାର ସେ ଆପଣଙ୍କୁ ହରାଇ ଦେବେ । ଆପଣଙ୍କ ସାଥି ଆପଣଙ୍କ ହାତ ମୁଠା ରେ ରହିବାକୁ ଚାହୁଁଛନ୍ତି ତେବେ ଏହି ସବୁ ଟିପ୍ସ ଗୁଡିକ ନିଶ୍ଚୟ ଆପଲାଏ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button