ବିଚାର

ସକାଳୁ ବାସି ମୁହଁରେ ପାଣି ପିଇବା ଦ୍ୱାରା କଣ ହୋଇଥାଏ। ତେବେ ଆସନ୍ତୁ ଜାଣିବା

ବନ୍ଧୁଗଣ ବାୟୁ, ଜଳ, ମାଟି, ଅଗ୍ନି, ଆକାଶ ଆଦି ପଞ୍ଚତତ୍ୱରେ ଆମ ଶରୀର ଗଠିତ ଅଟେ। ସେଥିମଧ୍ୟରୁ କେବଳ ୭୨% ଜଳ ତତ୍ୱ ଆମ ଶରୀରରେ ରହିଛି। ଆପଣ ଯଦି କେବଳ ଏହି ଜଳ ତତ୍ୱକୁ ଠିକ ରଖିବା ପାଇଁ ଯତ୍ନଶୀଳ ହୁଅନ୍ତି ତେବେ ଆପଣଙ୍କୁ ସାରାଜୀବନ କୌଣସି ରୋଗ ହେବ ନାହିଁ। ତେବେ ଏହି ଜଳକୁ କିପରି ଏବଂ କେତେବେଳେ ପିଇଲେ କଣ ଲାଭ ମିଳିଥାଏ ଆସନ୍ତୁ ଏହି ପୋଷ୍ଟ ମାଧ୍ୟରେ ଜାଣିବା।

ବନ୍ଧୁଗଣ ଆଜି କାଳରେ ଲୋକେ ଜାଣିନଥିଲେ ଯେ ସେମାନେ ପାଣିକୁ ଯେପରି ବ୍ୟବହାର କରିବେ ପାଣି ମଧ୍ୟ ତାଙ୍କ ଶରୀର ଭିତରେ ସେହିପରି ବ୍ୟବହାର କରିବ। ଆପଣ ମାନେ ଦେଖିଥିବେ ସମସ୍ତ ଗ୍ରାମରେ ବା ଘରେ ଲୋକେ ତମ୍ବା ପାତ୍ର ରଖି ପାଣି ପିଉଛନ୍ତି। ବନ୍ଧୁଗଣ ଆପଣ ମାନେ ମଧ୍ୟ ଏହି ତମ୍ବା ପାତ୍ର ଘରେ ରଖିପାରିବେ। ସେଥିରେ ରାତିସାରା ବା ୧୦ ରୁ ୧୨ ଘଣ୍ଟା ପାଣି ରଖି ସକାଳେ ଉଠିବା ମାତ୍ରେ ଖାଲି ପେଟରେ ସେହି ତମ୍ବା ପାତ୍ରରେ ଥିବା ପାଣିକୁ ପିଇନିଅନ୍ତୁ। ସକାଳେ ଉଠିବା ମାତ୍ରେ କୁଳି ମଧ୍ୟ କରନ୍ତୁ ନାହିଁ। କାରଣ ଆମ ପାଟିରେ ଥିବା ଲାଳରେ ଗ୍ୟାସ ସମସ୍ୟା ଦୂର କରିବା ଭଳି ତତ୍ୱ ରହିଥାଏ। ଆମ ପେଟ ବା ପାଚନତ-ନ୍ତ୍ରରେ ଭାରି ମାତ୍ରାରେ ଏସିଡ ଉତ୍ପାଦନ ହୋଇଥାଏ ଯାହା ଆମେ କୁଳି ନକରି ବାସୀ ପାଟିରେ ପାଣି ପିଇବା ଦ୍ୱାରା ସେହି ଲା-ଳ ଆମ ପେଟ ଭିତରକୁ ଯାଇ ଏସିଡିଟିରୁ ଆମକୁ ର-କ୍ଷା କରିଥାଏ। କଷ୍ଟ କାଠିନ୍ୟ ହେଉ ବା ଅର୍ଶ୍ଵ ଏହିଭଳି ଆପଣଙ୍କୁ ଯେତେ ସମସ୍ୟା ଅଛି କେବଳ ପାଣି ପିଇବା ଦ୍ୱାରା ହିଁ ଏହିସମସ୍ତ ରୋଗ ଠିକ ହୋଇଯାଇପାରେ। ତେବେ ବନ୍ଧୁଗଣ ତମ୍ବାରେ ରହିଥିବା ତତ୍ୱ ଆମର ଆଖି ପାଇଁ ବହୁତ ଉପଯୋଗୀ ହୋଇଥାଏ। ସକାଳୁ ବାସି ମୁହଁରେ ତମ୍ବା ପାତ୍ରରେ ପାଣି ପିଇବା ଦ୍ୱାରା ଆପଣଙ୍କର ଦୃ-ଷ୍ଟିଶ-କ୍ତି ମଧ୍ୟ ବୃଦ୍ଧି ପାଇଥାଏ। ଯେଉଁମାନଙ୍କର କେଶ ଝ-ଡ଼ିବା ସମସ୍ୟା ଦେଖାଦେଉଛି ସେମାନେ ମଧ୍ୟ ସକାଳୁ ଉଠି ତମ୍ବା ପାତ୍ରରେ ଥିବା ପାଣିକୁ ପିଇଲେ ସେମାନଙ୍କୁ ବହୁତ ଲାଭ ମଧ୍ୟ ମିଳିବ। ତମ୍ବା ପାତ୍ରରେ ପାଣି ପିଇବା ଦ୍ୱାରା ଆପଣଙ୍କୁ ଜୀବନରେ କେବେବି ଏସିଡିଟି ପାଚନ ତ-ନ୍ତ୍ରର ସମସ୍ୟା ଦେଖାଦେବ ନାହିଁ। ଯେଉଁମାନଙ୍କୁ ଅତ୍ୟଧିକ ଗ୍ୟାସ ଥାଏ ଆମ୍ବିଳା ହାକୁଟି ହୋଇଥାଏ ହଜମ ଠିକସେ ହୋଇନଥାଏ ଓ ଯେଉଁମାନଙ୍କୁ କଷ୍ଟ କାଠିନ୍ୟ ଭଳି ସମସ୍ୟା ଅଛି ଏହିଭଳି ଲୋକମାନେ ସକାଳୁ ବାସି ମୁହଁରେ ପାଣି ପିଇବା ଦ୍ୱାରା ତାଙ୍କୁ ଏହିସବୁ ସମସ୍ୟାରୁ ମୁକ୍ତି ମଧ୍ୟ ମିଳିଥାଏ। ଅନେକ ସମୟରେ ଆମେ ପୁଷ୍ଟିକର ଖାଦ୍ୟ ଖାଇଲେ ମଧ୍ୟ ସେଥିରେ ଥିବା ପୋଷକ ତତ୍ୱ ଆମ ର-କ୍ତକୁ ଠିକ ଭାବେ ଯାଇପାରେ ନାହିଁ। ସକାଳୁ ବାସି ମୁହଁରେ ତମ୍ବା ପାତ୍ର ପାଣି ପିଇବା ଦ୍ୱାରା ଆମର ର-କ୍ତକୁ ବହୁତ ଭଲ ଭାବରେ ପୋଷକ ତତ୍ୱ ଶୋ-ଷଣ କରିପାରିଥାଏ।ତମ୍ବା ପାତ୍ରରେ ଥିବା ପାଣିକୁ ବାସୀ ମୁହଁରେ ପିଇଲେ ବହୁତ ଉପକାରୀ ସିଦ୍ଧ ହୋଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button