ଜୀବନଶୈଳୀ

ମହିଳା ମାନେ ନିଜ ରୋଷେଇ ଘରେ ଭୁଲରେ ବି କରିବେ ନାହିଁ ଏମିତି କାମ, ରାଗି ଯାଆନ୍ତି ମା’ ଲକ୍ଷ୍ମୀ, ହେଇଯିବେ କଙ୍ଗାଳ

। ସୂଚନା ଅନୁସାରେ ନାରୀ ମାନେ ଘର ପାଇଁ ଲକ୍ଷ୍ମୀ ସଦୃଶ ହୋଇଥାନ୍ତି । ନାରୀ ମାନଙ୍କର କାର୍ଯ୍ୟ କଳାପ ଯୋଗୁ ଘରର ଉନ୍ନତି ହେଉଥିବା ସମୟରେ ସେହି ନାରୀ ମାନଙ୍କର କିଛି ଖରାପ ଅଭ୍ୟସ କାରଣରୁ ଘରର ସୁଖ ସମୃଦ୍ଧି ସବୁ ନଷ୍ଟ ହୋଇଯାଇଥାଏ । ଯେଉଁ ଜାଗାରେ ମା ଲକ୍ଷ୍ମୀଙ୍କର ପସନ୍ଦ ମୁତବକ କାର୍ଯ୍ୟ ହେଉନଥିବ । ସେହି ଘରେ ମା ଲକ୍ଷ୍ମୀ ରହିବାକୁ ପସନ୍ଦ କରିନଥାନ୍ତି ।

 

ମା ଲକ୍ଷ୍ମୀ ଯେଉଁ ଘର ତ୍ୟାଗ କରିଥାନ୍ତି । ସେହି ଘର ଅଲକ୍ଷ୍ମୀ ବାସ କରିଥାନ୍ତି । ନାରୀଙ୍କର କେତେକ କାମ ଶାସ୍ତ୍ରରେ ବର୍ଜିତ କରାଯାଇଛି ତାହା ଜାଣିବାକୁ ପାଇବେ । କେତେକ ନାରୀ ଅଛନ୍ତି ଯେଉଁ ମାନେ ସନ୍ଧ୍ୟା ସମୟରେ ଚୁଟି କୁଣ୍ଡାଇ ଥାନ୍ତି । ଏହା ସହିତ ସନ୍ଧ୍ୟା ସମୟରେ କେଶ ମୁକୁଳା କରି ଘରର ସମସ୍ତ ସ୍ଥାନରେ ବୁଲିଥାନ୍ତି । ସନ୍ଧ୍ୟା ସମୟରେ ମହିଳା ମାନେ କେବେ ମଧ୍ୟ ଚୁଟି ମୁକୁଳା କରିବା କିମ୍ବା କୁଣ୍ଡାଇବା ଉଚିତ ନୁହେଁ ।

ମାନଙ୍କ ଉପରେ ମା ଲକ୍ଷ୍ମୀ ଅସନ୍ତୁଷ୍ଟ ରହିଥାନ୍ତି । ଯାହାର ପରିଣାମ ଘରର ସବୁ ବ୍ୟକ୍ତିକୁ ଭୋଗିବାକୁ ପଡିଥାଏ । ଘରର ମୁଖ୍ୟ ଦ୍ଵାରା ଉପରେ କେହି ବସିବା କିମ୍ବା ଖାଇବା ଉଚିତ ନୁହେଁ । ନଚେତ ମା ଲକ୍ଷ୍ମୀ ଆସୁଥିଲେ ମଧ୍ୟ ଘରର ମୁଖ୍ୟ ଅବରୋଧ ହୋଇଥିବା କାରଣରୁ ଫେରି ଚାଲିଯାଇଥାନ୍ତି ।

 

ଯେଉଁ ମହିଳା ସକାଳେ ସୂର୍ଯ୍ୟ ଉଦୟ ହେବା ପରେ ମଧ୍ୟ ବିଛଣା ତ୍ୟାଗ କରିନଥାଏ । ସେହି ମହିଳାଙ୍କ ମା ଲକ୍ଷ୍ମୀ କ୍ରୋଧ ପ୍ରକାଶ କରିଥାନ୍ତି । ସେଥିପାଇଁ ପ୍ରାତଃ କାଳରେ ଉଠି ନିଜର ନିତ୍ୟ କର୍ମ ସାରି ଭଗବାନଙ୍କର ପୂଜା ଅର୍ଚନା କରିବା ଦ୍ଵାରା ହିଁ ଘରର ମଙ୍ଗଳ ହୋଇଥାଏ । ରୋଷେଇ ଘର ରାତି ସମୟରେ କେବେ ମଧ୍ୟ ଅଇଁଠା ବାସନ ପକାଇ ରଖିବା ଉଚିତ ହୋଇନଥାଏ ।

ମା ଲକ୍ଷ୍ମୀ ଏପରି କାର୍ଯ୍ୟ ଜମାରୁ ପସନ୍ଦ କରିଅନାଥାନ୍ତି । ଯେଉଁ କାରଣରୁ ସେପରି ଘର ମା ଲକ୍ଷ୍ମୀ ତ୍ୟାଗ କରିଥାନ୍ତି । କେତେକ ମହିଳା ଅଧିକ କଟୁ ବଚନ ବୋଳିଥାନ୍ତି । ଘର ପରିବାରରେ ସବୁବେଳେ କୌଣସି ନା କୌଣସି କାରଣରୁ ଏପରି ମହିଳା ଝଗଡା ଲଗାଇ ଦେଇଥାନ୍ତି । ଯାହା ଘରେ ସବୁବେଳେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ କଳହ ଲାଗିରହିଥାଏ । ସେହି ଘରେ ଲକ୍ଷ୍ମୀଙ୍କ ବଦଳରେ ଅଲକ୍ଷ୍ମୀ ବାସ କରିଥାନ୍ତି ।

 

ଯାହା ଦ୍ଵାରା ସେହି ଘରେ ସକରାତ୍ମକ ପରିବେଶ ନଷ୍ଟ ହୋଇ ନକରାତ୍ମକ ମାହୋଲ ଘରେ ସୃଷ୍ଟି ହୋଇଥାଏ । ଯେଉଁ ଘରେ ଘରକୁ ଆସୁଥିବା ଭିକାରୀଙ୍କର ଅପମାନ କରି ଫେରାଇ ଦିଆଯାଇଥାଏ । ସେପରି ଘରେ ଲକ୍ଷ୍ମୀ ମଧ୍ୟ ରହିବାକୁ ଭଲ ପାଇନଥାନ୍ତି । ଘରକୁ ଆସୁଥିବା ଗାଈ ମାନଙ୍କୁ ରୁଟି ଖାଇବାକୁ ନଦେଇ ବିଦା କରିଦେବା ଦ୍ଵାରା ଘରେ ସୁଖ ସମୃଦ୍ଧି କମିଯାଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button