ଦେଶ ବିଦେଶ

ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂମିକମ୍ପ

ଜାଭା:  ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂମିକମ୍ପ। ଏଥିରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଛନ୍ତି।  ସୋମବାର ଦିନ ଇଣ୍ଡୋନେସିଆର ଜାଭା ଦ୍ବୀପରେ ଏକ ବଡଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ଭୂକମ୍ପରେ କୋଠା ସବୁ ଦୋହଲିବା ସହ ଭୁଶୁଡି ପଡିଛି। ଅନେକ ସ୍ଥାନରେ ଭୂମି ଧସେଇ ପସିଛି। କୋଠା ଭୁଶୁଡିବାରୁ ଉଦ୍ଧାର ମୃତଦେହ ମଧ୍ୟରୁ ଅଧିକାଂଶଙ୍କ ହାଡ  ସବୁ ଖଣ୍ଡଖଣ୍ଡ ହୋଇଯାଇଥିବା ସେଠାକାର ଗଣମାଧ୍ୟମରୁ ଜଣାପଡିଛି। ଏହି ଭୂକମ୍ପର ତୀବ୍ରତା ୫.୬ ମାଗନିଚ୍ୟୁଟ ଥିବା ଜଣାପଡିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button