ଜୀବନଶୈଳୀ

ସ୍ବାମୀ ବେଡ଼ରୁମରେ ଭୁଲରେ କରନ୍ତୁ ନାହିଁ ଏହି 7 ଟି ଭୁଲ, ସ୍ତ୍ରୀ ଠାରୁ ବଢିଥାଏ ଦୂରତା

ବେଡ଼ରୁମ ଗୋଟେ ଏମିତି ଜାଗା ଅଟେ ଯେଉଁଠି ହଜବ୍ୟାଣ୍ଡ ଓ ୱାଇଫ ସବୁଠୁ ଅଧିକ ସମୟ ବିତାଇ ଥାଆନ୍ତି, ସ୍ଵାମୀ ଦିନସାରା ଅଫିସ କାର୍ଯ୍ୟରେ ବ୍ୟସ୍ତ ରହିଥାନ୍ତି ତେବେ ସ୍ତ୍ରୀ ଘରର କାମ କିମ୍ବା କୌଣସି ଜବ ରେ ବ୍ୟସ୍ତ ରହିଥାଆନ୍ତି । ରାତିରେ ବେଡ଼ରୁମରେ ଦୁହେଁ କିଛି ଭଲ ସମୟ ବିତେଇ ଥାଆନ୍ତି । ସେଥିପାଇଁ ଏହା ଜରୁରୁ ଅଟେ କି ଆପଣଙ୍କର ଏହି ସମୟରେ କରୁଥିବା କିଛି ଭୁଲ ଆପଣଙ୍କୁ ବର୍ବାଦ ନକରି ଦେଉ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଏହି 7 ଟି ମିଷ୍ଟେକ କହିବାକୁ ଯାଉଛୁ ଯାହାକୁ ଆପଣ ନିଜ ବେଡ଼ରୁମରେ କରିବାରୁ ବଞ୍ଚିତ ହେବେ । ଯଦି ଏହି କାମ କରୁଛନ୍ତି ତେବେ ଆପଣଙ୍କ ସମ୍ପର୍କରେ ସମସ୍ୟା ଦେଖା ଦେବ ।

ମୋବାଇଲରେ ସବୁବେଳେ ବ୍ୟସ୍ତ ରହିବା

ଯେତେବେଳେ ରାତିରେ ବେଡ଼ରୁମକୁ ଆସିବେ ତେବେ ମୋବାଇଲ ଫୋନରେ କେବଳ ଲାଗି ରୁହନ୍ତୁ ନାହିଁ, ଏହା କରିବା ଦ୍ଵାରା ଆପଣଙ୍କ ପାର୍ଟନରକୁ ଇଗ୍ନୋର ଭଳି ଫିଲ ହେବ, ଭଲ ଏହା ହେବ କି ଆପଣ ମୋବାଇଲକୁ ସାଇଡରେ ରଖି ଏହି ସମୟ ନିଜ ପାର୍ଟନରଙ୍କ ସହିତ ଅଧିକରୁ ଅଧିକ କଥାବାର୍ତ୍ତା କରିବାରେ କାଟନ୍ତୁ ।

କଥାବାର୍ତ୍ତା ନ ହେଇ ଶୋଇପଡିବା

ଦିନ ସାରାର କାମ କରିବା ପରେ ସ୍ଵାମୀ ଓ ସ୍ତ୍ରୀ ଦୁହେଁ ଥକି ଯାଇଥାନ୍ତି, ଏମିତିରେ କେତେଥର ଥକି ଯାଇଥିବା କାରଣରୁ ସେଜକୁ ଗଲା ମାତ୍ରେ ହିଁ ଶୋଇବା ପାଇଁ ମନ ହୋଇଥାଏ, କିନ୍ତୁ ଶୋଇବା ପୂର୍ବରୁ ଆପଣଙ୍କୁ ନିଜର ପାର୍ଟନରଙ୍କ ସହିତ କିଛି କଥାବାର୍ତ୍ତା ନିଶ୍ଚୟ କରିବା ଦରକାର । ଯଦି ଆପଣ ଏମିତି କରୁ ନାହାନ୍ତି ତେବେ ସାମ୍ନା ବାଲାକୁ ଖରାପ ଲାଗିପାରେ ଓ ଆପଣଙ୍କ ସମ୍ପର୍କରେ ଦୂରତା ସୃଷ୍ଟି ହେଇପାରେ ।

ରାତିରେ ସାଙ୍ଗଙ୍କ ସହିତ କଥା ହେବା

ରାତିରେ ଯେତେବେଳେ ଆପଣ ଦୁଇ ଜଣ ବେଡ଼ରୁମରେ ଥିବେ ସେତେବେଳେ ମୋବାଇଲରେ ନିଜ ସାଙ୍ଗଙ୍କ ସହିତ କଥାବାର୍ତ୍ତା ବା ଚାଟ କରନ୍ତୁ ନାହିଁ, ଦିନସାରାର ପରିଶ୍ରମ ପରେ ଯେତେବେଳେ ଦୁଇ ଜଣଙ୍କୁ ଏକୁଟିଆ ସମୟ ମିଳିଛି, ଏମିତିରେ ଏହାର ଉପଯୋଗ କରନ୍ତୁ ଓ ଦୁହେଁ ଦୁହିଁଙ୍କ ସହ କଥାବାର୍ତ୍ତା ହୁଅନ୍ତୁ । ଆପଣଙ୍କର ଯେତେ ବି ମଡର୍ଣ୍ଣ ଚିନ୍ତାଧାରା ହେଉ ନା କାହିଁକି କିନ୍ତୁ ଏହି ଜିନିଷ ଆପଣଙ୍କ ପାର୍ଟନରକୁ ଖରାପ ଲାଗିପାରେ ।

ଅସଜଡା ରୁମ

ଏହି କଥା ଆପଣଙ୍କୁ ଅଧିକ ସିରିୟସ ନ ଲାଗି ପାଲେ କିନ୍ତୁ ସମ୍ପର୍କ ଉପରେ ଏହାର ମଧ୍ୟ ଗଭୀର ପ୍ରଭାବ ପଡ଼ିପାରେ . ଯଦି ଆପଣଙ୍କ ବେଡ଼ରୁମ ଅପରିଷ୍କାର ରହିବ ତେବେ ରୋମାନ୍ସର ମାହୋଲ ବି ହେବ ନାହିଁ, ଏହା ବ୍ୟତୀତ ଗୋଟେ ପ୍ରକାରର ନେଗେଟିଭ ଉର୍ଜା ଅନୁଭବ ହେବ ଓ ଲଢେଇ ଝଗଡ଼ା ବଢିପାରେ, ସେଥିପାଇଁ ଶୋଇବା ପୁର୍ବରୁ ବେଡ଼ରୁମ ସଫା ରଖିବା ଦରକାର ।

କାମ ଅର୍ଡର କରିବା

ଯେମିତି ଆପଣ ଅଫିସ ୱାର୍କ ପରେ ଥକି ଯାଆନ୍ତି ସେହିପରି ମହିଳାମାନେ ଦିନ ସାରା ଘରର କାମ କରିବା ପରେ କ୍ଳାନ୍ତ ଅନୁଭବ କରନ୍ତି । ସେଥିପାଇଁ ଛୋଟ ଛୋଟ କାମ ଯେମିତି ପାଣି ଆଣି ଦିଅ, କପଡା ଆଲମାରିରେ ରଖି ଦିଅ ଇତ୍ୟାଦି ଅର୍ଡର ଦିଅନ୍ତୁ ନାହିଁ, ସାମ୍ନା ବାଲାଙ୍କ ଥକାପଣ କୁ ଅନୁଭବ କରନ୍ତୁ ।

ରୋମାନ୍ସର ପ୍ରେସର

ରୋମାନ୍ସ କରିବା ଭଲ କଥା ହେଇଥାଏ କିନ୍ତୁ ଯଦି ସାମ୍ନା ବାଲାର ମନ ନଥିବ ତେବେ ପ୍ରେସର ଦେବା କଥା ନୁହେଁ । କେବେ କେବେ ମୁଡ଼ ଅଫ ରହିଥାଏ ଏମିତିରେ ରୋମାନ୍ସ ବଦଳରେ କଥାବାର୍ତ୍ତା ମଧ୍ୟ କରାଯାଇ ପାରିବ, ଆପଣ ସାମ୍ନା ବାଲାଙ୍କ ଫିଲିଙ୍ଗକୁ ଧ୍ୟାନ ଦେଇ ଶୁଣନ୍ତୁ ଓ ତାକୁ ବୁଝିବାକୁ ଚେଷ୍ଟା କରନ୍ତୁ, ତାଙ୍କର ଇଛା ଅନୁସାରେ କାମ କରନ୍ତୁ ।

ରାଗିବା

ରାଗ ସବୁଠୁ ଖରାପ ଜିନିଷ ହୋଇଥାଏ, ରାଗରେ ମଣିଷ କିଛିବି ଓଲଟା ସିଧା କହି ଦେଇ ଥାଆନ୍ତି । ଏହି ଜିନିଷ ଆପଣଙ୍କ ସମ୍ପର୍କ କମଜୋର କରିପାରିବ, ସେଥିପାଇଁ ରାତିରେ ବେଡ଼ ରୁମକୁ ଆସିବା ପରେ ରାଗକୁ ନିଜ ଆଖ ପାଖରେ ରହିବାକୁ ଦିଅନ୍ତୁ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button