Uncategorized

ଏହି 3ଟି ଘର ର ମାଲିକ ମାନେ ନିଜ ଜିବନ ବି ଦେବା ପାଇଁ ପଛେଇ ନଥିଲା, ନିଜର ସଂମ୍ପତି ପାଇଁ ସରକାରଙ୍କ ସହ ବି ଭିଡି ଗଲେ।

ଆଜିକା କ୍ଷେତ୍ରରେ ପ୍ରାୟତଃ ସମସ୍ତଙ୍କ ର ଜାଗା ବାଡି ରହିଛି ଏମିତି ରେ କିଛି ଲୋକ ଙ୍କର ଏମିତି ସ୍ଥାନ ରେ ଜାଗା ବାଡି ରହିଛି କି ଏବେ ସେମାନଙ୍କ ଜମି ବା ବାଡି କୁ ସରକାରଙ୍କ ନଜର ଲାଗିଛି । ଏମିତି ରେ ଯେପରି ଭାବେ ଗୋଟିଏ ମଣିଷ ସବୁ ବେଳେ ଭାବିଥାଏ କି ସେ ନିଜ ଡିବନ ରେ କିଛି କରି ଦେଖେଇ ବ ବା ଏମିତି ରେ ସେ ଚାହିଁ ଥାଏ କି ନିଜର ଗୋଟିଏ ସ୍ବପ୍ନ ର ଘର ଟେ ତିଆରି କରିବ ବୋଲି ଏମିତି୍ ବେଳେ ଯଦି କୈଣସି ସରକାରୀ ରାସ୍ତା ବା ରେଳ ଲାଇନ୍ ଆମ ସଂମ୍ପତି ଉପର ଦେଇ ଜିବାକୁ ଥିଲେ ଆପଣଙ୍କୁ ସରକାର ସେହି ସ୍ଥାନ ବଦଳ ରେ କିଛି ଟଙ୍କା ଦେଇ ଥାନ୍ତି ଓ ସେଠାରୁ ଆମକୁ ଉଠେଇ ଦେଇ ଥାନ୍ତି ।

ଏପରି ବେଳେ ଆଜ୍ଞା କିଛି ଲୋକ ମାନେ ଦୁନିଆଁ ରେ ଏମିତି ବି ରହିଛନ୍ତି ଯେଉଁମାନେ କି ନିଜର ସଂମ୍ପତି ପାଇଁ ବହୁତ କଷ୍ଟ କରିଛନ୍ତି । ଏପରି ଭାବେ ସେମାନେ ନିଜର ଜନ୍ମ ଗତ ଭିଟା ବାଡି କୁ କେବେ ବି ଦେବାୈ ପାଇଁ ଚାହାନ୍ତି ନାହିଁ । ଏପରି ବେଳେ ତେବେ ଆସନ୍ତୁ ଦୁନିଆଁ ର କିଛି ଏମିତି ଘରର ମାଲିକ ବିଷୟ ରେ ଆମେ ଜାଣିବା କି ସେମାନେ ନିଜର ସଂମ୍ପତି ପାଇଁ ସରକାରଙ୍କ ସହ ବି ଭିଡି ଗଲେ।

 

1. ନାଗଲାଣ୍ଡ ରେ ଏମିତି କିଛି ହୋଇ ଥିଲା କି ଆପଣ ଭାବିଲେ ବି ବିସ୍ବାଶ କରି ପାରିବେ ନାହିଁ । ଏହି କିଛି ଦିନ ତଳେ ଗୋଟିଏ ସରକାରୀ ହାଇୱେ ତିଆରି ହୋଇ ଜାଉଥିବା ବେଳେ ଗୋଟିଏ ଲୋକ ଙ୍କ ଘର ସାମ୍ନା କୁ ଆସିଥିଲା କିନ୍ତୁ ଏପରି ବେଲେ ସରକାର ସେହି ଲୋକ ଙ୍କୁ ବହୁତ ପଇସା ଓ ଜାଗା ବି ଦେବେ ବୋଲି କହିଥିଲେ କିନ୍ତୁ ସେ ଏହି ସ୍ଥାନ ରେ ହିଁ ରହିବ ବୋଲି କହିଥିଲେ । ଜାହା ଫଳ ରେ ସରକାର ଙ୍କୁ ଘର ର ସାଇଟ୍ ଦେଇ ରାସ୍ତା ବାହାର କରିବା ପାଇଁ ପଡି ଥିଲା ।

 

2. ଅଷ୍ଟେଲିଆ ରେ ଏହି ଏମିତି ହାଇୱେ କାର୍ଯ୍ଯ ରେ ସାମାନା ରେ ପଡୁ ଥିବା ଗୋଟିଏ ବିଲଡିଂ କୁ ଭାଙ୍ଗିବା ପାଇଁ କୁହାଯାଇ ଥିଲା କିନ୍ତୁ ବିଲଡିଂ ରେ ଥିବୀା ଲୋକ କେବେ ବି ଏହି ସ୍ଥାନ ଛାଡିବେ ନାହିଁ ବୋଲି କହି ଥିଲେ ।

 

3. ତଳେ ଫୋଟ ରେ ଆପଣ ଦେଖି ପାରୁ ଥିବେ କି ଉପରେ ରହିଛି ହାଇୱେ କିନ୍ତୁ ତଳେ ରହିଛି ବିଲଡିଂ ଏପରି ବେଳେ ଏଙି ଘଟଣା ଟି ସାଉଥ କୋରିଆ ର ଅଟେ ଏମିତି ରେ ରାସ୍ତା ତିଆରି ବେଳେ ଏହି ଘରର ଲୋକ ସେଠାରୁ ଉଠିବା ପାଇଁ ମନା କରି ଥିଲେ ପରେ ସେମାନଙ୍ଖୁ ଉଠାଇବା ପାଇଁ ବହୁତ ମକର୍ଦମା ରୁଜୁ ହୋଇ ଥିଲା । କିନ୍ତୁ ଏପରି ବେଳେ ଘରର ଲୋକ କହିଥିଲେ କି ସେମାନେ ଏହି ଘର ଛାଡି ଯିବେ ନାହିଁ ନଚେତ୍ ସେମାନେ ଜିବନ ହାରି ଦେବେ ।

Related Articles

Leave a Reply

Your email address will not be published. Required fields are marked *

Back to top button