ଜୀବନଶୈଳୀ

ଓଜନ ହ୍ରାସ ରେ ରାମବାଣ ଅଟେ କନ୍ଦମୂଳ ଜାଣନ୍ତୁ ଖାଇବାର ସଠିକ ତରିକା

ଆଳୁ ଭାଇ କନ୍ଦମୂଳ ଅଟେ, ତେବେ ଲୋକଙ୍କୁ ଓଜନ କମେଇବା ପାଇଁ ଆଳୁ ଖାଇବା ପାଇଁ ମନା କରା ଯାଇଥାଏ କିନ୍ତୁ ଆଳୁ ଭାଇ ହେଲେ ମଧ୍ୟ ଓଜନ କମ କରିବା ପାଇଁ ଲୋକଙ୍କୁ କନ୍ଦମୂଳ ଖାଇବା ପାଇଁ କୁହା ଯାଇଥାଏ । କନ୍ଦମୂଳ ଆପଣଙ୍କ ରକ୍ତ ରେ ସୁଗାର ମାତ୍ରା ରେଗୁଲେଟ କରିଥାଏ ଓ ଆପଣଙ୍କ ଓଜନ କମ କରିଥାଏ ।

କନ୍ଦମୂଳରେ କେବଳ ଫାଇବାର ନୁହ କେତେ ତତ୍ଵ ଥାଏ ଯାହା ଅଲଗା ଅଲଗା ପ୍ରକାର ରେ ଆପଣଙ୍କ ଓଜନ କମ କରିବାରେ ସାହାଜ୍ଯ କରିଥାଏ । ଆପଣମାନେ ବହୁତ ପ୍ରକାର କାମ ଓଜନ କମେଇବା ପାଇଁ କରନ୍ତି ତେବେ ଆସନ୍ତୁ ଜାଣିବା କନ୍ଦମୂଳ କେମିତି ଓଜନ କମ କରିବା ପାଇଁ ଲାଭକାରୀ ଅଟେ ।

ଯଦି ଆପଣଙ୍କ ଫୁଡରେ ହାଇ ଗ୍ଲାଏକେମିକ ଇନଡେକ୍ସ ହୁଏ ତେବେ ଆପଣଙ୍କୁ ହାଇ ବ୍ଲୋଡ ଶୁଗର ସମସ୍ୟା ହୋଇ ପାରେ । କିନ୍ତୁ କନ୍ଦମୂଳରେ ଲୋ ଗ୍ଲାଏକେମିକ ଇନଡେସ୍କ ହୋଇଥାଏ, ଏହା ଦ୍ଵାରା ଆପଣଙ୍କୁ ଡାଇବେଟିଜ ହବାର ଡର ମଧ୍ୟ ନଥାଏ, ଆପଣ ଚାହିଁଲେ ଏହାକୁ ଅଧିକ ମାତ୍ରା ରେ ମଧ୍ୟ ସେବନ କରି ପାରିବେ । କନ୍ଦମୂଳ ଆପଣଙ୍କ ଶରୀରକୁ ଇନଫ୍ଲାମେସନ ଠାରୁ ବଞ୍ଚାଇ ଥାଏ, ଏହା ଦ୍ଵାରା ଆପଣଙ୍କ ଶରୀର ଓଜନ କମ ହୋଇଥାଏ ।

କନ୍ଦମୂଳ କେବଳ ଆପଣଙ୍କ ଓଜନ କମ କରି ନଥାଏ ଏହା ସହ ତ୍ଵଚା ଫ୍ରେଶ ରଖିବାରେ ମଧ୍ୟ ସାହାଜ୍ଯ କରିଥାଏ । ଯଦି ଆପଣ ପ୍ରତିଦିନ କନ୍ଦମୂଳ ସେବନ କରୁଛନ୍ତି ତେବେ ଆପଣଙ୍କୁ କେବେ ଡିହାଇଡ୍ରେସନ ସମସ୍ୟା ହବ ନାହିଁ, କାହିଁକିନା ଏଥିରେ ଭରପୁର ମାତ୍ରା ରେ ପାଣି ହୋଇଥାଏ । ଏହା ଆପଣଙ୍କ ମେଟାଅଲିଜମ ରେଟ ଇଙ୍କ୍ରିଯ କରିଥାଏ, ଏହା ସହ କନ୍ଦମୂଳ ଆପଣଙ୍କ ଶରୀର ପିଏଚ ଲେବଲ ବେଲେନ୍ସ କରିବାରେ ସାହାଜ୍ଯ କରିଥାଏ ଓ ଶରୀର ଭିତରେ ଖରାପ ଜିନିଷ ବାହାର କରିଥାଏ ।

କନ୍ଦମୂଳ କାର୍ବୋହାଇଡ୍ରେତ ପାଇଁ ଉତମ ସ୍ରୋତ ହୋଇଥାଏ, ଯଦି ଆପଣଙ୍କୁ ଓଜନ କମ କରିବାର ଅଛି ତେବେ ଆପଣଙ୍କୁ କେବେ ଏହା ସେବନରୁ ମନା କରିବା ଉଚିତ ନୁହ । ଏନର୍ଜି ପ୍ରାପ୍ତ କରିବା ଦ୍ଵାରା ଆପଣ ଅଧିକ ଚଳା ବୁଲା କରି ପାରିବେ ବା ସିଢି ରେ ଯିବା ଆସିବା କରି ପାରନ୍ତି । ଏହି ପୋଷାକ ତତ୍ଵ ପାଇଁ ଆମେ ଏହି କଥାରୁ ମନା କରି ପାରିବୁ ନାହିଁ ଯେ ଏହା ଆମ ସ୍ୱାସ୍ଥ୍ୟ ପାଇଁ କେତେ ଲାଭକାରୀ ଅଟେ, ଏହି କାରଣ ପାଇଁ ଓପାସ ସମୟରେ ଲୋକ ଏହାକୁ ଉପଯୋଗ କରନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button