ସ୍ୱାସ୍ଥ୍ୟ

ଅଣ୍ଡା ସହ ଏହି ଜିନିଷ ଜମା ଖାଆନ୍ତୁ ନାହିଁ, ପଡିପାରନ୍ତି ମୃତ୍ୟୁ ମୁଖରେ, ଆଜି ଠାରୁ ହିଁ ଖାଇବା ବନ୍ଦ କରନ୍ତୁ

କଣ ଆପଣ ନିଜର ଉତ୍ତମ ସ୍ବାସ୍ଥ୍ୟ ପାଇବା ପାଇଁ ପ୍ରତିଦିନ ଅଣ୍ଡା ଖାଉଛନ୍ତି। ଯଦି ହଁ ତେବେ କଣ ଆପଣ ଜାଣନ୍ତି କେଉଁ ଜିନିଷ ସହ ଅଣ୍ଡା ଖାଇବା ଆପଣଙ୍କ ପାଇଁ ଲାଭ ଦାୟକ ଓ କେଉଁ ଜିନିଷ ସହ ଅଣ୍ଡା ଖାଇବା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ ବୋଲି। ଯଦି ଆପଣ ବି ଅଣ୍ଡା ଖାଇବା ପସନ୍ଦ କରନ୍ତି ଏବଂ ଏ କଥା ଜାଣି ନାହାନ୍ତି ତେବେ ଜାଣି ନିଅନ୍ତୁ ନଚେତ୍ ଆପଣଙ୍କ ଠାରେ ସ୍ୱାସ୍ଥ୍ୟର ସମସ୍ୟା ଦେଖା ଦେଇପାରେ।

ତେବେ ଆସନ୍ତୁ ଜାଣିବା ଅଣ୍ଡାକୁ କେଉଁ ଖାଦ୍ୟ ସହ ଖାଇଲେ ଏହା ଶରୀର ପ୍ରତି କ୍ଷତିକାରକ ହୋଇଥାଏ।

ଲେମ୍ବୁ : ସିଝା ଅଣ୍ଡା ସହିତ ଲେମ୍ବୁ ଖାଇବା ଆଦୌ ଉଚିତ୍ ନୁହେଁ। ଏହା ଦ୍ବାରା ଆପଣଙ୍କୁ ହୃଦଘାତ ହେବାର ସମ୍ଭାବନା ବଢିଥାଏ। ଯଦି ଆପଣଙ୍କର ଏଭଳି ଅଭ୍ୟାସ ରହିଥାଏ ତେବେ ଏହାକୁ ତୁରନ୍ତ ଛାଡ଼ନ୍ତୁ ନଚେତ୍ ଏପରି ଅଭ୍ୟାସ ଆପଣଙ୍କୁ ମୃତ୍ୟୁ ମୁଖକୁ ଟାଣି ନେବ।

ମାଛ ମାଂସ : ଆପଣ ଅଣ୍ଡା ସହିତ କିମ୍ବା ଅଣ୍ଡା ଖାଇବାର କିଛି ସମୟ ପରେ ମାଛ ମାଂସ ଖାଆନ୍ତୁ ନାହିଁ। ଏହା ଆପଣଙ୍କ ଶରୀର ଓ ତ୍ଵଚାକୁ ଖରାପ୍ କରି ପାରେ। ଏହା ଆପଣଙ୍କ ଶରୀର ରେ ଆଲାର୍ଜି ମଧ୍ୟ ସୃଷ୍ଟି କରିପାରେ।

Related Articles

Leave a Reply

Your email address will not be published. Required fields are marked *

Back to top button