ସ୍ୱାସ୍ଥ୍ୟ

କୋଲେଷ୍ଟେରୋଲ ନିୟନ୍ତ୍ରଣ ପାଇଁ କେତେ ତେଲ ଖାଇବେ? ଜଣାନ୍ତୁ ସମ୍ପୃଣ ଚିକିତ୍ସା

ବନ୍ଧୁଗଣ ଆପଣ ଜାଣିଥିବେ ନିଶ୍ଚିତ ଯେ ବର୍ତମାନ ଅଧିକାଂଶ ବ୍ୟକ୍ତି ନିଜ ନିଜର ଓଜନ ବଢିବାକୁ ନିଏ ବହୁତ ଚିନ୍ତାରେ ରହୁଛନ୍ତି, ନିଜର ଶରୀରର ଓଜନ ବଢିବା ସଙ୍ଗେ ସଙ୍ଗେ ଶରୀର ଅନେକ ପ୍ରକାର ପ୍ରୋବ୍ଲେମ ମଧ୍ୟ ଦେଖା ଦେଇଥାଏ |ମୁଁ ଆଜି ଆପଣକୁ ନିଜ ଶରୀର କଲେଷ୍ଟ୍ରୋଲ ବଢିଲେ କଣ ଅସୁବିଧା ହେବା ସହିତ ଆପଣ ପ୍ରତ୍ୟେକ ଦିନ କେତେ ତେଲ ଖାଇବା ଦ୍ୱରା ନିଜର କଲେଷ୍ଟ୍ରୋଲ ନିୟନ୍ତ୍ରଣରେ ରହିବ ସେ ବିଷୟରେ ସମସ୍ତ କଥା ଜଣେଇବି ତେବେ ଆସନ୍ତୁ ଦର୍ଶକ ବନ୍ଧୁ ପ୍ରତ୍ୟେକ ଦିନ କେତେ ତେଲ ଆମ ଶରୀର ପାଇଁ ଉପଯୋଗୀ ସେ ବିଷୟରେ ସମସ୍ତ କଥା ଜାଣିବା |

ଆମ ଶରୀର ପାଇଁ ଯେତିକି ପରିମାଣରେ ଭିଟାମିନ ସହିତ ମିନେରାଲ ଆବଶ୍ୟକ ତାହା ପ୍ରତ୍ୟେକ ଦିନ ଖାଇବା ନିହାତି ଆବଶ୍ୟକ, ଯଦି ମଣିଷ କମ ପରିମାଣରେ ଖାଦ୍ୟ ଖାଏ ତେବେ ତାହା ଆପଣଙ୍କ ଶରୀର ପାଇଁ ବହୁତ କ୍ଷତି କାରକ ହୋଇଥାଏ |ଆପଣ ଯଦି ଶରୀର ଆବଶ୍ୟକ ଠାରୁ ଅଧିକ ଭିଟାମିନ କିମ୍ବା ମିନେରାଲ ଗ୍ରହଣ କରିଥାନ୍ତି ତେବେ ଆପଣଙ୍କ ଶରୀରରେ ତାହା ଚର୍ବି ଆକାରରେ ଜମା ହୋଇଥାଏ |

ଆପଣ ନିଜ ଶରୀରର ଆବଶ୍ୟକତା ଠାରୁ ଅଧିକ ପରିମାଣରେ ଅଏଲି ଜାତୀୟ ଖାଦ୍ୟ ଅଧିକ ପରିମାଣରେ ଖାଇଥାନ୍ତି ତେବେ ଆପଣଙ୍କ ଶରୀରରେ ତାହା କଲେଷ୍ଟ୍ରୋଲ ଆକାରରେ ଜମା ହୋଇଯାଏ |ଯଦି ଆପଣଙ୍କ ଶରୀରରେ ଅଧିକ ପରିମାଣରେ କଲେଷ୍ଟ୍ରୋଲ ଜମା ହୋଇଯାଏ ତେବେ ଆପଣଙ୍କ ଓଜନ ବଢିବା ସହିତ ଅନେକ ପ୍ରକାର ସମସ୍ୟା ମଧ୍ୟ ଦେଖା ଦେଇଥାଏ |ଜଣେ ହେଲଦି ମଣିଷ ମାସରେ ଅତି ବେଶିରେ 500ଗ୍ରାମ ତେଲ ଖାଇବା ଆବଶ୍ୟକ ତାହା ସହିତ ସେ କମ ପରିମାଣରେ କଲେଷ୍ଟ୍ରୋଲ ଜାତୀୟ ଖାଦ୍ୟ ଖାଇବା ପାଇଁ ଚେଷ୍ଟା କରନ୍ତୁ |

ଆପଣ ପ୍ରତ୍ୟେକ ଦିନ କମ ପରିମାଣରେ ମାଛ ମାଂସ ଖାଇବା ସହିତ ନିଜର ଜୀବନ ଶୈଳୀଙ୍କୁ ମଧ୍ୟ ପରିବର୍ତନ କରନ୍ତୁ |ପ୍ରତ୍ୟେକ ଦିନ ସକାଳ ଏକସାରସାଇଜ କରିବା ପାଇଁ ଚେଷ୍ଟା କରନ୍ତୁ ତାହା ସହିତ ଆପଣ ପ୍ରତ୍ୟେକ ଦିନ ସଫିସିଏଣ୍ଟ ପାଣି ପିଇବା ସହିତ କଲେଷ୍ଟ୍ରୋଲ ଜାତୀୟ ଖାଦ୍ୟ ଖାଇବା କମ କରନ୍ତୁ |ଜଙ୍କ ଫୁଡ କିମ୍ବା ଫାଷ୍ଟ ଫୁଡ ଠାରୁ ସମ୍ପୂର୍ଣ ଦୁରେଇ ରୁହନ୍ତୁ ତାହା ସହିତ ଆପଣ କଲେଷ୍ଟ୍ରୋଲ କମ ଥିବା ଖାଦ୍ୟ ଖାଇବା ପାଇଁ ଚେଷ୍ଟା କରନ୍ତୁ |ଏହା ସହିତ ଆପଣଙ୍କ ଓଜନ ସ୍ଲିମ ରହିବା ସହିତ ଆପଣ ରୋଗରେ ମଧ୍ୟ କମ ପୀଡିତ ହେବେ, କଲେଷ୍ଟ୍ରୋଲ ବଢିଲେ ଆପଣଙ୍କ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ମଧ୍ୟ କମ ହୋଇଯିବ |ଏହିପରି ଆପଣ ସମସ୍ତ କଥା ମାନି ଚଳିଲେ ଆପଣ ସମ୍ପୂର୍ଣ ସୁସ୍ଥ ରହିବେ | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button