ରାଜନୀତି

ଜରିନ୍ ମୁସ୍ତାକ୍ ବାରବାଟୀ କଟକ ମହିଳା ବିଜେଡି ସଭାନେତ୍ରୀ

କଟକ,12/09: ଦୀର୍ଘଦିନ ଧରି ବିଜୁ ଜନତା ଦଳରେ ରହି ଜଣେ ଦକ୍ଷ ଓ ସକ୍ରୀୟ କର୍ମୀଭାବରେ ନିଜର ପରାକାଷ୍ଠା ପ୍ରତିପାଦନ କରିପାରିଥିବା ଯୋଗୁଁ କଟକ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟଙ୍କ ଅନୁମୋଦନ କ୍ରମେ ଜରିନ୍ ମୁସ୍ତାକ୍‌ଙ୍କୁ ବାରବାଟି କଟକ ମହିଳା ବିଜୁ ଜନତା ଦଳର ସଭାନେତ୍ରୀ ଭାବେ ମନୋନୀତ କରାଯାଇଛିି । ଏହିି ଅବସରରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ, ଚୌଦ୍ୱାର କଟକର ପୂର୍ବତନ ବିଧାୟକ ଡଃ ପ୍ରଭାତ ରଂଜନ ବିଶ୍ୱାଳ, ମେୟର ସୁବାସ ସିଂହ, କଟକ ନଗର ମହିଳା ସଭାନେତ୍ରୀ ପୂର୍ଣ୍ଣିମା ସିଂହଙ୍କ ସମେତ ଦଳୀୟ ସମସ୍ତ ନେତୃମଣ୍ଡଳୀଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button