ବିଚାର

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ଜୟ ଜୟ ଗିରିବରରାଜ କିସୋରୀ ।
ଜୟ ମହେସ ମୁଖ ଚଂଦ ଚକୋରୀ ॥
ଜୟ ଗଜବଦନ ଷଡାନନ ମାତା ।
ଜଗତ ଜବନି ଦାମିନି ଦୁତି ଗାତା ॥

ଭାବାର୍ଥ :- ଶ୍ରେଷ୍ଠ ପର୍ବତ ମାନଙ୍କ ରାଜା ହିମାଚଳଙ୍କ କନ୍ୟା ହେ ମାତା ପାର୍ବତୀ ! ଆପଣଙ୍କର ଜୟ ହେଉ, ଜୟ ହେଉ, ମହାଦେବଙ୍କ ମୁଖ ରୂପ ଚନ୍ଦ୍ରମାକୁ ସଦା ସର୍ବଦା ଅପଲକ ନୟନରେ ଦେଖୁଥିବା ଚକୋରୀ ରୂପ, ହେ ମାତା ଗୌରୀ! ଆପଣଙ୍କର ଜୟ ହେଉ, ହାତୀର ମୁହଁ ଧରିଥିବା ଶ୍ରୀଗଣେଶଙ୍କ ଆଉ ଷଡମୁଖ ଧାରଣ କରିଥିବା କାର୍ତ୍ତିକେୟସ୍ବାମୀଙ୍କ ମାତା ପାର୍ବତୀ ! ହେ ଜଗଜ୍ଜନନୀ ! ହେ ବିଦ୍ୟୁତ୍ ଆଭା ଯୁକ୍ତ ରୂପ ସମ୍ପର୍ଣ୍ଣା ହେ ମାତା, ଆପଣଙ୍କର ଜୟ ହେଉ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button