ମନୋରଞ୍ଜନ

ରାତିରେ ଶୋଇବା ସମୟରେ ଖାଆନ୍ତୁ କେବଳ 2 ପାଖୁଡା ରସୁଣ, 3 ଦିନରେ ହେବ ଏମିତି ଚମତ୍କାର କି ଆପଣ ସ୍ଵପ୍ନରେ ସୁଧା ଭାବି ବି ନଥିବେ- Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ରସୁଣ କୁ ଆମେ ଆମ ଖାଦ୍ୟ ରେ ସ୍ୱାଦ ଆଣିବା ପାଇଁ ବ୍ୟବହାର କରିଥାଉ। କିନ୍ତୁ କଣ ଆପଣ ଜାଣିଛନ୍ତି କି ରସୁଣ ର ଗୋଟିଏ ଦାନା ଆମ ଶରୀର ରେ ଥିବା ପ୍ରାୟତଃ ରୋଗ ରୁ ମୁକ୍ତି ପାଇଁ ପାରିବେ। ଏହା କେବଳ ଆମ ଖାଦ୍ୟ ର ସ୍ୱାଦ କୁ ନୁହେଁ ବରଂ ଆମ ଶରୀର ରେ ମଧ୍ୟ ବହୁତ ଫାଇଦା ଦେଇଥାଏ। ରସୁଣ ଏକ ତାମସିକ ଭୋଜନ ଅଟେ।
ଯଦି ଆପଣ ରସୁଣ ର ଗୋଟିଏ ଦାନା ପ୍ରତିଦିନ ସେବନ କରୁଥିବେ ତେବେ ଏହା ଆପଣଙ୍କ ଶରୀର ପାଇଁ କୌଣସି ଅମୃତ ଠାରୁ ମଧ୍ୟ କମ ନୁହେଁ।

ଆୟୁର୍ବେଦ ରେ କୁହାଯାଏ କି ରସୁଣ ସେବନ କଲେ ଆପଣ ସର୍ଵଦା ଯୁବକ ରହିପାରିବେ। ଏବଂ ତାହା ସହ ଅନେକ ପ୍ରକାର ରୋଗ ଯେପରି କି ଅର୍ସ,କବ୍ଜ ଆଦି ଅସୁବିଧା ଆଦି କୁ ମଧ୍ୟ ଦୂର କରି ଦେଇଥାଏ। ଭୋକ ବଢେଇବା, ମଧୁମେହ, ରକ୍ତ ଚାପ ଆଦି ରୋଗ ରେ ଏହାର ବ୍ୟବହାର ବହୁତ ଅଧିକ କରାଯାଇ ଥାଏ ।

ଯଦି ଆପଣ କିଛି ଖାଇବା କିମ୍ବା ପିଇବା ପୂର୍ବରୁ ଆପଣ ରସୁଣ ର ସେବନ କରନ୍ତି ତେବେ ଆପଣଙ୍କ ଶରୀର କୁ ପ୍ରବଳ ବଳ ମିଳିଥାଏ। ପ୍ରତିଦିନ ସକାଳେ ଯଦି ଆମେ ଏକ ରସୁଣ ଦାନା ର ସେବନ କରିବା ତେବେ ଆମ ଶରୀର ଫୁର୍ତ୍ତି ରହିବ ଏବଂ ଆମ ଶରୀର ରେ ଥିବା ବିଷାକ୍ତ ପଦାର୍ଥ ମଧ୍ୟ ନଷ୍ଟ ହୋଇଯିବ। ଏହାକୁ ସେବନ କଲେ ଆମ ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ।

ଫୁସଫୁସ ରେ ଥିବା ସମସ୍ତ ରୋଗ କୁ ମଧ୍ୟ ଏହା କୁ ସେବନ କଲେ ତାହା ଦୂର ହୋଇଥାଏ।ରସୁଣ କୁ ଉଚିତ ମାତ୍ରା ରେ ଖାଇବା ଆବଶ୍ୟକ। ଅଧିକ ମାତ୍ରାରେ ଖାଇବା ଦ୍ଵାରା ଶରୀରରେ କ୍ଷତି ମଧ୍ୟ ହୋଇଥାଏ କାରଣ ଏହା ଏକ ଔଷଧି ଅଟେ।ତେବେ ଆସନ୍ତୁ ଜାଣିବା ରସୁଣ ସେବନ ଦ୍ୱାରା ଆମକୁ କେଉଁ ସବୁ ଲାଭ ପ୍ରାପ୍ତ ହୋଇଥାଏ।

୧. ବନ୍ଧୁଗଣ ଯେଉଁ ମାନଙ୍କର ଆଣ୍ଠୁ ଗଣ୍ଠି ବିନ୍ଧା ଭଳି ସମସ୍ୟା ରହିଛି, ସେମାନେ ଶୁଦ୍ଧ ଗାଈର କ୍ଷୀର ରେ ରସୁଣ ର ୫ ୬ଟି ପାଖୁଡ଼ା କୁ ଫୁଟାଇ ଦିଅନ୍ତୁ।ସେହି କ୍ଷୀର କୁ ଭଲ ଭାବରେ ଛାଣି ସେହି କ୍ଷୀର କୁ ସକାଳ ସମୟରେ ସେବନ କରିବା ଦ୍ୱାରା ଏହି ସମସ୍ୟା ରୁ ମୁକ୍ତି ମିଳିଥାଏ। କିନ୍ତୁ ମନେ ରଖିବେ ଯେ ଏହାକୁ ଅତିବେଶୀରେ ସପ୍ତାହ କୁ ୨ ଥର ସେବନ କରିବେ। ଏହାର ଅଧିକ ସେବନ ଶରୀର ପାଇଁ ହାନଇକାରକ ହୋଇଥାଏ।

୨. ସକାଳୁ ଖାଲି ପେଟରେ ରସୁଣ ଖାଇବା ଦ୍ଵାରା ଉଭୟ ପୁରୁଷ ଏବଂ ମହିଳା ମାନଙ୍କ ଯୌନଗତ ସମସ୍ୟା ଦୂର ହୋଇଥାଏ। ମହିଳା ମାନଙ୍କ ମାସିକ ଧର୍ମ ସଠିକ ସମୟରେ ହୋଇଥାଏ ଏବଂ ପୁରୁଷ ମାନଙ୍କ ନାଇଟ ଫଲ ସମସ୍ୟା ମଧ୍ୟ ଦୁର ହୋଇଥାଏ।

୩. ଯେଉଁ ବ୍ୟକ୍ତି ମାନଙ୍କ କେଶ ଜନିତ ସମସ୍ୟା ରହୁଛି ସେମାନେ ରସୁଣ ର ସେବନ କରିବା ଦ୍ୱାରା ତାଙ୍କ କେଶ ଘନ ଓ ମୋଟା ହୋଇଥାଏ ଏବଂ କେବେବି କେଶ ଝଡ଼ିବା ଭଳି ସମସ୍ୟା ଦେଖିବାକୁ ମିଳିନଥାଏ।ରସୁଣ କୁ କେଶ ରେ ପେଷ୍ଟ କରି ଆପ୍ଲାଏ କରିବା ଦ୍ୱାରା ବ୍ଲଡ଼ ସରକ୍ୟୁଲେସ ମଧ୍ୟ ସଠିକ ଭାବରେ ହୋଇଥାଏ।ଏହା ସହିତ ଶରୀରରେ ମଧ୍ୟ ରକ୍ତ ସଞ୍ଚାଳନ ସଠିକ ଭାବରେ ହୋଇଥାଏ।

ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ରସୁଣ ଯେତେ ମାତ୍ରାରେ ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ, ସେତେ ମାତ୍ରା ରେ ହାନଇକାରକ ମଧ୍ୟ ହୋଇଥାଏ। ଏହାର ଅଧିକ ମାତ୍ରାରେ ସେବନ ଆମ ଶରୀରରେ ତଆମସିକ ଗୁଣ କୁ ବୃଦ୍ଧି କରିଥାଏ ଏବଂ ଏହା ସହିତ ଏହା ଏକ ଔଷଧି ଅଟେ। ତେଣୁ ଏହାର ଆବଶ୍ୟକ ମାତ୍ରାରେ ହିଁ ସେବନ କରିବା ଉଚିତ ଅଟେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button