ଜାପାନ School ର 10ଟି ଅଜବ ନିୟମ, ଯାହା ବିଷୟରେ ଜାଣିଲେ ଆପଣଙ୍କ ମୁଣ୍ଡ ଘୁରେଇଦେବ….ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଆପଣମାନେ ଜାଣିଥିବେ ଜାପାନ ଦେଶ ଟେକ୍ନୋଲୋଜି ମାମଲାରେ ବୋହୁତ ଆଗରେ ରହିଛି କିନ୍ତୁ କଣ ଆପଣମାନେ ଜାଣିଛନ୍ତି ଏହି ଦେଶରେ ବୋହୁତ ଅଜବ ପ୍ରକାରର ନିୟମ ରହିଛି କିଛି ନିୟମ ତ ଏପରି ଅଟେ ଯାହା ବିଷୟରେ ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ ଏଠାରେ ସ୍କୁଲ୍ ର ସଫେଇ କାର୍ଯ୍ୟ ସହିତ ଛାତ୍ରଛାତ୍ରୀ ମାନେ କେଉଁପରି ଅଣ୍ଡର ଗାରମେଣ୍ଟ ପିନ୍ଧିବେ ଏହା ମଧ୍ୟ ସ୍କୁଲ୍ ନିର୍ଦ୍ଧାରିତ କରିଥାଏ।
ଚୁଟି ବାନ୍ଧିବା ଆବଶ୍ୟକ ଜାପାନର ଯେଉଁ ଝିଅର ଚୁଟି କାନ୍ଧ ପାଖକୁ ଆସିଥାଏ ସେ ନିଜ ଚୁଟିକୁ ବାନ୍ଧିକି ହିଁ ସ୍କୁଲ୍ ଆସିଥାଏ ଆଉ ଯାହା ଫଳରେ ସେମାନେ କେବଳ ନିଜ ପାଠ ପଢ଼ାରେ ଧ୍ୟାନ ଦେଇଥାନ୍ତି ଆଉ ବୋହୁତ କମ ବୟସରୁ ହିଁ ସଫଳତା ହାସଲ କରି ପାରିଥାନ୍ତି।
ଜାପାନରେ ନିୟମ ରହିଛି କି ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ଅଣ୍ଡର ଗାରମେଣ୍ଟ ଧଳା ରଙ୍ଗର ହୋଇଥିବା ଆବଶ୍ୟକ ଆଉ ଏହାର ଚେକିଂ ମଧ୍ୟ କରାଯାଇଥାଏ ଏହି ନିୟମ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ କିନ୍ତୁ ଏହି ନିୟମ ଜାପାନ ଦେଶର ସ୍କୁଲ୍ ମାନଙ୍କରେ ଦେଖିବାକୁ ମିଳେ।
ଛୋଟ ସ୍କର୍ଟ୍ ପିନ୍ଧି ସ୍କୁଲ୍ କୁ ଆସିବାକୁ ବାରଣ କରାଯାଇଛି ଏଠାକାର ଛାତ୍ରୀମାନେ ସମସ୍ତେ ସ୍କର୍ଟ୍ ପିନ୍ଧି ସ୍କୁଲ୍ କୁ ଆସନ୍ତି କିନ୍ତୁ କେହିବି ନିଜ ଆଣ୍ଠୁ ଉପରକୁ ପଡ଼ୁଥିବା ସ୍କର୍ଟ୍ ପିନ୍ଧି ସ୍କୁଲ୍ କୁ ଆସି ପାରିବେ ନାହିଁ ଯଦି ଜଣେ ଛାତ୍ରୀର ଆଣ୍ଠୁ ଦେଖା ଯାଉଥାଏ ତେବେ ତା ଉପରେ ସ୍କୁଲ୍ କତୃପକ୍ଷଙ୍କ ଦ୍ଵାରା କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଜାପାନର ସ୍କୁଲ୍ ଗୁଡିକରେ ପିଲାମାନଙ୍କୁ କହିବାକୁ ଦିଆଯାଇଥାଏ ଆଉ ଏହି ଖାଦ୍ୟ ଖାଇବାକୁ ସେମାନେ ବାଧ୍ୟ ହୋଇଥାନ୍ତି ଯେପର୍ଯ୍ୟନ୍ତ ପିଲାଟି ନିଜର ସବୁ ଖାଦ୍ୟ ନ ଖାଇଛି ସେପର୍ଯ୍ୟନ୍ତ ତାକୁ କ୍ଲାସରେ ବସିବାକୁ ଅନୁମତି ଦିଆଯାଇନଥାଏ।
ଜାପାନ ସ୍କୁଲ୍ ର ଛାତ୍ରଛାତ୍ରୀମାନେ କାନରେ କାନଫୁଲ ପିନ୍ଧି ପାରିବେ ନାହିଁ ଏହା ମଧ୍ୟ ଜାପାନର ଏକ ନିୟମ ଅଟେ ଜାପାନର ଲୋକମାନେ ମାନନ୍ତି ଯେଉଁ ଛାତ୍ରଛାତ୍ରୀ କାନଫୁଲ ପିନ୍ଧନ୍ତି ସେ ଷ୍ଟାଇଲ ଦେଖାଇବାକୁ ପିନ୍ଧନ୍ତି ତାଙ୍କର ପାଠପଢ଼ାରେ ମନ ଲାଗିଥାଏ ସେଥିପାଇଁ ଏହି ନିୟମ ଜାପାନର ସ୍କୁଲ୍ ରେ ଲାଗୁ କରାଯାଇଛି।
ଜାପାନର ପିଲାମାନେ ସ୍କୁଲ ସମୟରେ ଭଲପାଇ ପାରିବେ ନାହିଁ ଆଉ ଏହି ନିୟମ କେବଳ ସ୍କୁଲ୍ ଛାତ୍ରଛାତ୍ରୀ ମାନଙ୍କ ଉପରେ ଲାଗି କରାଯାଇ ନାହିଁ ଏହି ନିୟମ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ଉପରେ ମଧ୍ୟ ଲାଗୁ କରାଯାଇଛି।
ଜାପାନର ଛାତ୍ରଛାତ୍ରୀ ମାନଙ୍କୁ ନିଜ ସ୍କୁଲ୍ ର ସଫେଇ ନିଜକୁ ହିଁ କରିବାକୁ ପଡ଼ିଥାଏ କୁହାଯାଇଥାଏ ଛାତ୍ରଛାତ୍ରୀମାନେ ସ୍କୁଲ୍ ର କାମ କରିଲେ ସ୍କୁଲ୍ କୁ ନିଜର ବୋଲି ଭାବିବେ ଆଉ ମନ ଲାଗି ପାଠ ପଢିବେ।