ଦେଶ ବିଦେଶ

ସରକାର ବିକିବେ ଅଟା – Utkal Mail


ନୂଆଦିଲ୍ଲୀ: ଭାରତ ଡାଲି ପରେ କେନ୍ଦ୍ର ସରକାର ଭାରତ ଅଟା ଯୋଗାଇବାର ନିଷ୍ପତ୍ତି ନେଇଛନ୍ତି । ଏହିକ୍ରମେ ଆଜିଠୁ କିଲୋ ପ୍ରତି ୨୭ ଟଙ୍କା ୫୦ ଟଙ୍କା ଦରରେ ସରକାର ଅଟା ବିକ୍ରି କରିବେ । ଭାରତ ବ୍ରାଣ୍ଡ ନାଁରେ ଅଟା ବିକ୍ରି କରିବା ପାଇଁ କେନ୍ଦ୍ରୀୟ ଖାଦ୍ୟ ଓ ଉପଭୋକ୍ତା ମନ୍ତ୍ରୀ ପିୟୁଷ ଗୋୟେଲ ୧୦୦ଟି ମୋବାଇଲ ଭ୍ୟାନକୁ ରାଜଧାନୀର କର୍ତ୍ତବ୍ୟ ପଥରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ମୋବାଇଲ ଭ୍ୟାନ ବ୍ୟତୀତ ଭାରତ ଅଟା କେନ୍ଦ୍ରୀୟ ଭଣ୍ଡାର, ସରକାରୀ ଏଜେନ୍ସି ଓ ଏନସିସିଏଫରେ ମଧ୍ୟ ଅଟା ଉପଲବ୍ଧ ହେବ ।


utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button