ବିଚାର

କାହାର ନାମ ଭାବି କୌଣସି ଗୋଟେ ନମ୍ବର ବାଛନ୍ତୁ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- Love Quiz

ନମସ୍କାର ବନ୍ଧୁଗଣ । ଆଶା କରୁଛୁ ଆପଣମାନେ ଖୁବ ଭଲରେ ଥିବେ । ଏପରିରେ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଏପରି କାର୍ଡ ରିଡିଂ ର ବିଷୟ ଯେଉଁଥିରେ କି ଆପଣ ନିମ୍ନୋକ୍ତ ନମ୍ବର ମାନଙ୍କ ମଧ୍ୟରୁ କୌଣସି ଏକ ନମ୍ବର ଟିର ଚୟନ କରି ଜାଣି ପାରିବେ । ତାଙ୍କ ମନରେ ଆପଣଙ୍କ ପାଇଁ କେଉଁ ଭଳି ଭାବନା ମାନ ରହିଛି । ବନ୍ଧୁଗଣ ଏହା ଏକ ସାଧାରଣ ଜେନେରାଲ ରିଡିଂ ଅଟେ ।

ଆମେ ପୂର୍ବରୁ କହି ରଖୁଛୁ, ଯଦି ଏହା ଆପଣ ମାନଙ୍କ ଜୀବନ ସହ ସଂଯୋଗ ନ କରେ ତେବେ ଆପଣ ଏହାକୁ ଏକ ଏଣ୍ଟେର୍ତେଂମେଣ୍ଟ ରୂପରେ ମଧ୍ୟ ନେଇ ପାରନ୍ତି । ବନ୍ଧୁଗଣ ଉପରୋକ୍ତ ନମ୍ବର ମାନଙ୍କ ମଧ୍ୟରୁ ଆପଣ ଯଦି ପ୍ରଥମ ନମ୍ବର ଟିର ଚୟନ କରିଛନ୍ତି, ତେବେ ଜାଣି ରଖନ୍ତୁ, 

ଆପଣ ଯେଉଁ ବ୍ୟକ୍ତିଙ୍କ ପାଇଁ ଚିନ୍ତା କରି ଏହି ନମ୍ବର ଟିକୁ ଚୟନ କରିଛନ୍ତି । ସେହି ବ୍ୟକ୍ତି ଙ୍କୁ ଏପରି ଲାଗୁଛି କି ଆପଣ ନିଜ ଜୀବନରେ ଖୁବ ଅଧିକ ଉଦାଶ ହୋଇ ଅଛନ୍ତି । ତାଙ୍କ ସହ ଆପଣ ଙ୍କର ଖୁବ ଭଲ ସମ୍ପର୍କ ଅଛି । ସେ ସବୁବେଳେ ଭାବନ୍ତି କି ଆପଣ ତାଙ୍କୁ ନିଜ ଜୀବନରେ ଖୁବ ଅଧିକ ମିସ କରିଥାନ୍ତି ।

ବନ୍ଧୁଗଣ ଯେଉଁ ବ୍ୟକ୍ତି ମାନଙ୍କୁ ଚିନ୍ତା କରି ଆପଣ 2 ନମ୍ବର ଟି କୁ ଚୟନ କରିଛନ୍ତି, ସେହି ବ୍ୟକ୍ତି ସବୁବେଳେ ଭାବନ୍ତି କି ଆପଣ ଏକ ବୁଦ୍ଧିମତା ବ୍ୟକ୍ତି ଅଟନ୍ତି । ଆପଣ ଯାହା କହିଥାନ୍ତି ତାହା ସବୁ ସମୟରେ କରି ମଧ୍ୟ ଦେଖାଇ ଥାନ୍ତି । ସେହି ବ୍ୟକ୍ତି ନିଜ ଜୀବନରେ ଆପଣଙ୍କୁ ନେଇ ଖୁବ ଅଧିକ ସକରାତ୍ମକ ହୋଇ ରହିଥାନ୍ତି । 3 ନମ୍ବର ଟିକୁ ଚୟନ କରିଥିବା ବ୍ୟକ୍ତି , ଆପଣ ମାନେ ଯାହାକୁ ଚିନ୍ତା କରି ଏହି କାର୍ଡ ଟିର ଚୟନ କରିଛନ୍ତି, ସେହି ବ୍ୟକ୍ତି ଆପଣଙ୍କ ଉପରେ ଏହି ସମୟରେ ଅଧିକ ବିଶ୍ଵାସ କରି ପାରୁ ନାହାନ୍ତି ।

କାରଣ ସେ ଭାବନ୍ତି କି ସେ ଯେପରି ଆପଣଙ୍କୁ ଭାବୁଥିଲେ, ଆପଣ ସେହି ଭଳି ଜଣେ ବ୍ୟକ୍ତି ହୋଇ ପାରିଲେ ନାହିଁ । ତେଣୁ ଆପଣଙ୍କୁ କିଛି ଆଉ ସମୟ ଦିଆଯାଉ । ଏହା ତାଙ୍କର ମତ ଏହି ସମୟରେ ରହିଅଛି । ଚତୁର୍ଥ ନମ୍ବର ରେ ଅଛି କି ସେହି ବ୍ୟକ୍ତି ଜଣକ ଆପଣ ଙ୍କୁ ଖୁବ ବିଶ୍ବାସ କରନ୍ତି ଓ ଭଲ ମଧ୍ୟ ପାଉଥାନ୍ତି । କିନ୍ତୁ ତାଙ୍କ ମନରେ ଆପଣ ଙ୍କୁ ନେଇ ଏକ ଭାବନା ରହିଅଛି । କି ଆପଣ ତାଙ୍କ ପାଖରେ ନାହାନ୍ତି, ତାଙ୍କ ସହ ନାହାନ୍ତି ଏହା ବେଳେ ବେଳେ ତାଙ୍କ ଜୀବନ ରେ ଦୁଃଖର କାରଣ ମଧ୍ୟ ହୋଇ ଯାଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କର ଆମର ଏହି ପୋଷ୍ଟ ଉପରେ କଣ ମତ ମତ ରହିଛି ତାହା ଆପଣ ଆମକୁ କମେଣ୍ଟ ସାହାର୍ଯ୍ୟ ରେ ଜଣାଇବାକୁ ଭୁଲିବେନି । ଧନ୍ୟବାଦ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button