ଭଉଣୀମାନେ ଯାଉଥିଲେ ଭାଇର ଶବକୁ ଆଣିବା ପାଇଁ କିନ୍ତୁ ହେଲା କିଛି ଏମିତି କି ସେମାନ ସମସ୍ତଙ୍କର ମଧ୍ୟ ହୋଇଗଲା ମୃତ୍ୟୁ

ଜୀବନର କୌଣସି ଭରସା ନାହିଁ । କେତେବେଳେ କଣ ହୋଇଯିବ କହି ହବନୀ । ଏହା ସତ କଥା ଯେ ଏହି ପୃଥିବୀରେ ଯଉ ମଣିଷ ଜନ୍ମ ଗ୍ରହଣ କରିଛି ତାହାର ମୂତ୍ୟୁ ଶୁନିଶ୍ଚିତ । କିନ୍ତୁ ଯେତେବେଳେ ଏହି ମୂତ୍ୟୁ ଦୁର୍ଘଟଣା ଅସମୟ ଭାବରେ ହେଲେ ବ୍ୟକ୍ତି କୁ ପୁରାପୁରୀ ଭାଙ୍ଗି ଦେଇଥାଏ । କିନ୍ତୁ ଯାହା ହେବାକୁ ଥାଏ ତାହାକୁ କେହି ଅଟକାଇ ପାରିବେ ନାହିଁ । ଯାହା ହବାର ଥିବ ତାହା ହିଁ ହୋଇଥାଏ ।
ଡିବି ରୋଡ ରେ ରାହୁଥିବା ସନ୍ତୋଷ ଜାୟସୱାଲ ର ୯ ବର୍ଷର ପୁଅ ଚିରାଗ ତିନି ଦିନରୁ ହଯି ଯାଇଥିଲା । ଏଥିପାଇଁ ଘର ଲୋକ ବୋହୁତ ଚିନ୍ତା ରେ ଥିଲେ । ଘରଲୋକ ଜାଣି ପାରୁନଥିଲେ କଣ ସବୁ ହୋଇଗଲା । ଗୁରୁବାର ଦିନ କିଛି ଲୋକ ଦେଖିଲେ ଯେ ପୁଅ ର ଶବ ରେଳ ଲାଇନ ପାଖରେ ଗାତରେ ପଡିଥିଲା । ଏହାକୁ ଦେଖି ଲୋକ ଆଶ୍ଚର୍ଯ୍ୟ ରେ ପଡିଗଲେ ।
ସୂଚନା ମିଳିବା ପରେ ଚିରାଗ ର ଦୁଇ ଭଉଣୀ ନିଧି ଏବଂ କୋମଲ ନିଜ ଦାଦା ଝିଅ ସହିତ ଘଟଣା ସ୍ତଳରେ ପହଞ୍ଚିଲେ । ଘଟଣା ସ୍ଥଳରେ ହିଁ ହାଇ ଭୋଲଟେଜ ତାର ଝୁଲି କି ଥିଲା , ଯାହା ତିନି ଭଉଣୀ ଜାଣି ନ ଥିଲେ । ତିନିଜଣ ବିଜୁଳି ର ଝଟକା ରେ ଆସିଗଲେ । ଯେମିତି ଲୋକମାନଙ୍କୁ ସୂଚନା ମିଳିଲା ଲୋକମାନେ ଘଟଣା ସ୍ଥଳକୁ ଶହ ଶହ ସଂଖ୍ୟା ରେ ପହଞ୍ଚି ହଙ୍ଗାମା କରିବା ଆରମ୍ଭ କଲେ ।
ଯେତେବେଳେ ପୋଲିସ ଜାଗା ଉପରେ ପହଞ୍ଚିଲେ ଲୋକମାନେ ପୁଲିସ ଗାଡି ଭାଙ୍ଗି ଦେଲେ । ହଙ୍ଗାମା କରୁଥିବା ଲୋକଙ୍କ ଉପରେ ପୋଲିସ ଲାଠି ଚାର୍ଜ ମଧ୍ୟ କରିବାକୁ ପଡିଲା ।