ଜୀବନଶୈଳୀ

ଚିଡିଆଘରେ ଚିତା ବାଘକୁ ଚିଡାଉ ଥିଲା ମହିଳା , ସେହି ସମୟରେ ଚିତା କରିଲା ଏଭଳି କାମ କି ସବୁଆଡେ ଖେଳିଗଲା ଚିତ୍କାର

ଲୋକମାନେ ପ୍ରାୟତଃ ଚିଡିଆଖାନା ରେ ଯାଇ ନିଜକୁ ମୋଗଲି ଭାବି ନିଅନ୍ତି ସେ ଭୁଲି ଯାଉଛନ୍ତି କି ସାମନାରେ ଭୟଙ୍କର ପଶୁ ଟିଏ ଅଛି । ଏମିତି ହିଁ କିଛି ମାମଲା ସାମନା କୁ ଆସିଛି ଯେଉଁଠି ଦକ୍ଷିଣ ଆଫ୍ରୀକା ସହରର ପୋର୍ଟ ଏଲିଜାବେଥ ନାମକ ଚିଡିଆଖାନା ରେ ଚିତା ଏକ ବୟସ୍କ ମହିଳା ପର୍ଜ୍ୟଟକ ଉପରେ ଆକ୍ରମଣ କରି ଥିଲା । ସେହି ଆକ୍ରମଣରେ ମହିଳା ପୁରା ପୁରୀ ଆଘାତ ହୋଇ ଯାଇଥିଲା । ସ୍କଟଲୈଂଡ ରେ ରହୁଥିବା ଏହି ମହିଳା ଘଟଣା ସମୟରେ ଚିତା ସହିତ ଫଟୋ ଉଠାଉଥିଲା ।

ଚିତା ସହିତ ଫଟୋ ଉଠାଇବା ପାଇଁ ଭିତରକୁ ପଶିଲେ ମହିଳା

ଏବର୍ଡୀନ ର ୱୟଲେଟ ଡୀ ମେଲୋ ଗତ ସପ୍ତାହରେ ପୋର୍ଟ ଏଲିଜାବେଥ ର କ୍ରୈଗା କାମା ଗେମ ପାର୍କ ରେ ନିଜର ପରିବାର ସହିତ ଛୁଟି ମନେଇବା ପାଇଁ ଯାଇ ଥିଲେ । ପାର୍କରେ ଚିତା ସହ ଫଟୋ ଉଠାଇବା ପାଇଁ ସେ ତାଙ୍କ ବାଡରେ ପଶିଗଲେ ।

ପାର୍କ ର ମ୍ୟାନେଜର କହିଲେ କି ଉତ୍ତଜିତ ହୋଇଥିଲା ଚିତା

ପାର୍କ ର ମ୍ୟାନେଜର କହିଲା କି ସେ ନିଜର ହାତରେ ପାଳି ପୋଷୀ ଏହି ଚିତାଙ୍କୁ ବଡ କରିଛି ଏବଂ ଏହି ଚିତା ପାଳିତ ଅଟେ । ସେ କହିଲେ ‘ ଏହା ସବୁ ବହୁତ ଜଲ୍ଦି ହୋଇଥିଲା । ଚିତା ବହୁତ ଶାନ୍ତ ଥିଲା । କିନ୍ତୁ ଜଣେ ଜଣେ ତାଙ୍କ ସହିତ ଲାଗିବାରୁ ସେମାନେ ଉତ୍ତେଜିତ ହୋଇଗଲେ ।

ଗୋଟିଏ ଗାଇଡ ଗୋଟିଏ ଚିତାକୁ ଭଗାଇଲା ବେଳକୁ ଅନ୍ୟ ଜଣେ କରିଦେଲା ଆକ୍ରମଣ

ଯେତେବେଳ ମୁଁ ମହିଳାକୁ ବାହାର କରିଲି ତାହାର ଭାଇ ତାହା ଆଡକୁ ଦଉଡି ଆସିଲା, ମୁଁ ତାଙ୍କୁ ଅଟକାଇବା ପାଇଁ ଚେଷ୍ଟା କରୁଥିଲି କିନ୍ତୁ ସେତେବେଳେ ମୋତେ ଲାଗିଲା କି କୌଣସି ପଶୁ ମୋ ମୁଣ୍ଡ ଉପରେ ପଚାରୁ ଡେଇଁ ପଡିଛି । ପାର୍କରେ ଥିବା ଏକ ଗାଇଡ ସେହି ଚିତା କୁ ମହିଳାଙ୍କ ଠାରୁ ଭଗାଇଲା କିନ୍ତୁ ତାଙ୍କ ଉପରେ ଅନ୍ୟ ଏକ ଚିତା ଆକ୍ରମଣ କରଥିଲା ।

ବହୁତ ସାମୀ ପରେ ଚିତା ମହିଳା କୁ ଛାଡିଲା

ୱୟଲଟ କହିଲେ କି, ଯେମିତି ମୋର ଭିତରୁ ଆବାଜ ଆସିଲା କି ବିଲକୁଲ ହଲନ୍ତୁ ନାହିଁ । ଏମିତି ଅଭିନୟ କରନ୍ତୁ କି ଆପଣ ମରିଯାଇଛନ୍ତି । ତାଙ୍କ ସ୍ଵାମୀ ଆର୍ଚୀ କହିଲେ , ତାଙ୍କ ପାଖରେ ବାଡି କିମ୍ବା କିଛି ହାତିତ୍ୟାର ନଥିଲା । କେହି ଜଣେ ଏକ ବାଡି ଦେଲା ଯାହା ଦ୍ଵାରା ଗାଇଡ ଚିତାର ମୁଣ୍ଡରେ ମାରିଲା । ତାହା ପରେ ଯାଇ ଚିତା ମୋର ସ୍ତ୍ରୀ କୁ ଛାଡିଲା ।

ମହିଳା କୁ ଆସିଲା ଗଭୀର କ୍ଷତ

ଆର୍ଚୀ ତାଙ୍କର ସ୍ତ୍ରୀ କୁ ଗଭୀର ଆସିଲା । ସେ କହିଲେ ତାଙ୍କ ମୁଣ୍ଡ ଏବଂ ଜଙ୍ଘରେ ଡାଗର ଚିହ୍ନ ଅଛି । ତାଙ୍କ ମୁଣ୍ଡ ରୁ ମଧ୍ୟ ବହୁତ ରକ୍ତ ବୋହି ଯାଇଛି । କିନ୍ତୁ ସବୁଠାରୁ ବେସୀ ଆଘାତ ତାଙ୍କୁ ବାମ ଆଖିରେ ଆସିଛି ଯେଉଁଠି ଚିତାର ପଞ୍ଝା ର ଦାଗ ଅଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button