ଦେଶ ବିଦେଶ

ଦେଖନ୍ତୁ ଭିଡିଓ: ନାହିଁ ଟିକେ ବି ଲାଜ ସରମ, ବସ୍ ରେ ସମସ୍ତଙ୍କ ସାମ୍ନାରେ ବିକିନି ପିନ୍ଧି ଦେଖେଇଲେ ସବୁକିଛି, ଲୋକେ ଆଖି ବନ୍ଦ କରିଦେଲେ

ଭାଇରାଲ୍ ହେଉଛି ଭିଡିଓ ! ବସ୍ ଭିତରେ ଏପରି କିଛି ଅଶ୍ଳିଳ କାର୍ଯ୍ୟ କରୁଥିଲେ ମହିଳା ! ସୋସିଆଲ ମିଡିଆରେ ଅନେକ ସମୟରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ । ସେଥି ମଧ୍ୟରୁ କିଛି ଅଜବ ଥାଏ ତ ଆଉ କିଛି ପାଗଳାମି । ଦିଲ୍ଲୀର ମେଟ୍ରୋ ସିଟିଭଳି ସ୍ଥାନରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ମହିଳା ଜଣଙ୍କ ବିକିନି ପିନ୍ଧି ଦିଲ୍ଲୀର ଶିସିଡି ବସ୍ ରେ ଯାତ୍ରା କରୁଥିଲେ , ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

ଦିଲ୍ଲୀର ମେଟ୍ରୋ ଷ୍ଟେସନ ପରେ ଅଧିକାଂଶ ଲୋକେ ଶିସିଡି ବସ୍ ଉପରେ ନିର୍ଭର କରିଥାନ୍ତି । ଏଥିରେ ମହିଳା ମାନଙ୍କ ପାଇଁ ଯାତାୟତ ସମ୍ପୂର୍ଣ୍ଣ ମାଗଣା ହୋଇଥାଏ । କାରଣ ଅଧିକ ସଂଖ୍ୟକ କଲେଜ୍ ଛାତ୍ର ଛାତ୍ରୀ ଏଥିରେ ଯିବା ଆସିବା କରିଥାଆନ୍ତି ।

କିନ୍ତୁ ନିକଟରେ ଏକ ମହିଳା ଏକ ବିକିନୀ ପିନ୍ଧି ଏହି ଶିସିଡି ବସ୍ ରେ ଚଢ଼ିଥିଲେ । ଯାହା ଦେଖି ଲୋକ ମାନଙ୍କ ମଧ୍ୟରେ ଏକ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । କେବଳ ସେତିକି ନୁହେଁ ଆଜ୍ଞା , ଆପଣ ଭିଡିଓ ଦେଖିଲେ ଜାଣି ପାରିବେ ଯେ, କିପରି ମହିଳା ଜଣଙ୍କ ବସ୍ ରେ ଚଢିବା ପରେ ଆଉ ଏକ ମହିଳା ତାଙ୍କୁ କିଛି କହିବାରୁ ଓଲଟା ସେ ମହିଳା ଜଣଙ୍କ ସହ ସେ ଯୁକ୍ତି ତର୍କ କରିଥିଲେ ଏବଂ ସାମ୍ନାରେ ବସିଥିବା ଜଣେ ପୁରୁଷଙ୍କୁ ଅଶ୍ଳିଳ ଇଙ୍ଗିତ କରିଥିଲେ ।

ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଦେଖିବା ପରେ ୟୁଜର୍ସ ମାନେ ବିଭିନ୍ନ ପ୍ରକାରର ମତ ଦେଇଛନ୍ତି କାରଣ ଭାରତ ଭଳି ଏକ ସ୍ଥାନରେ ଯେଉଁଠାରେ ବିଶେଷ କରି ପରମ୍ପରା ଓ ସଂସ୍କୃତିକୁ ବିଶେଷ ପ୍ରାଧାନ୍ୟତା ଦିଆ ଯାଇଥାଏ ସେଠାରେ ଅନେକ ସମୟରେ ଲୋକ ମାନେ ପବ୍ଲିକ ପ୍ଲେସରେ ଏପରି କିଛି କାର୍ଯ୍ୟ କରୁ ଥିବାର ଦେଖିବାକୁ ମିଳିଥାଏ ଯାହା ଗ୍ରହଣ ଯୋଗ୍ୟ ହୋଇ ନ ଥାଏ ।

ଏହି ଘଟଣା ପରେ ଅନେକ ୟୁଜର୍ସ ବିଭିନ୍ନ ପ୍ରକାରର କମେଣ୍ଟ ଦେଇଛନ୍ତି । କେହି କେହି ଏ ନେଇ ପ୍ରଶାସନକୁ ମଧ୍ୟ ପ୍ରଶ୍ନ ପଚାରି କହିଛନ୍ତି ଯେ ଏହି ଭଳି ଅବ୍ୟବସ୍ଥା ପାଇଁ କିଛି ନିୟମ ରହିଛି ନା ନାହିଁ । ଯଦି ଏପରି କାର୍ଯ୍ୟ କରିବାର ଲୋକ ମାନେ ଦେଖିବାକୁ ମିଳନ୍ତି ତେବେ ଏକ ପ୍ରକାରର ବିଶୃଙ୍ଖଳିତ ପରିସ୍ଥିତି ଦେଖିବାକୁ ମିଳିବ ଯାହା ନିତି ଦିନ ଜୀବନରେ ଅନ୍ୟ ମାନଙ୍କୁ ମଧ୍ୟ ପ୍ରଭାବିତ କରିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button