ସ୍ୱାସ୍ଥ୍ୟ

ଏସିରୁ ବାହାରି ସିଧା ସୂର୍ଯ୍ୟ କିରଣକୁ ଯିବା ହୋଇପାରେ ଭୟଙ୍କର, ଶରୀର ଉପରେ ପଡିଥାଏ ଏହିସବୁ ବଡ଼ କ୍ଷତି

ବଢୁଛି ଗ୍ରୀଷ୍ମ ପ୍ରବାହ । ଏହା ସହ ବଢ଼ୁଛି ଏସିର ବ୍ୟବହାର । ଘରେ , ଅଫିସରେ , କାର ଭିତରେ ସବୁ ସ୍ଥାନରେ ଏବେ ଏସି । ହେଲେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଏକ ଗୁରୁତ୍ବପୂର୍ଣ୍ଣ କଥା ଯାହା ଆପଣ ଜାଣିବା ନିହାତି ଆବଶ୍ୟକ ଅଟେ ।

ଆପଣ ଏସିରୁ ବାହାରି ହୁଏ ତ କେବେ ନା କେବେ ଖରାର ସାମ୍ନା କରିଥିବେ । ଆପଣଙ୍କୁ ଆପଣଙ୍କ ଦେହ ହାତ ଜଳିଗଲା ପରି ଲାଗିଥିବ ନିଶ୍ଚିତ । କଣ ଆପଣ ଜାଣିଛନ୍ତି କି ଏହା ଦ୍ବାରା ଆପଣଙ୍କ ଶରୀରରେ କିପରି ଖରାପ ପ୍ରଭାବ ପଡିଥାଏ ?

A

ଆଜ୍ଞା ହଁ, ଆମେ ଯେତେବେଳେ ଏସିରୁ ବାହାରି ଖରାକୁ ଯାଇଥାଏ ଏହା ଆମ ଶରୀର ଉପରେ ନକାରାତ୍ମକ ପ୍ରଭାବ ପାକାଇଥାଏ । ଯେପରିକି,

ଚର୍ମ : 

ଏହା ଚର୍ମ ଉପରେ ଏକ ନକାରାତ୍ମକ ପ୍ରଭାବ ପାକାଇଥାଏ । ଏହା ଚର୍ମକୁ ଶୁଖିଲା କରିଦିଏ ।

ରକ୍ତବିନ୍ଦୁ ଏବଂ ମାଇଗ୍ରେନ :

ତାପମାତ୍ରାରେ ହଠାତ ପରିବର୍ତ୍ତନ ସ୍ନାୟୁ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ ।

ଶ୍ୱାସକ୍ରିୟାରେ ସମସ୍ୟା :

ହଠାତ ତାପମାତ୍ରାରେ ପରିବର୍ତ୍ତନ ଶ୍ଵାସ , କାଶ ଏବଂ ଶ୍ୱାସ ଯୁକ୍ତ ସମସ୍ୟା ସୃଷ୍ଟି କରିପାରେ ।

ମସ୍ତିଷ୍କ ସମସ୍ୟା :

ହଠାତ ମୁଣ୍ଡ ବୁଲାଇବା , ବାନ୍ତି ଲାଗିବା ଭଳି ବିଭିନ୍ନ ସମସ୍ୟା ସୃଷ୍ଟି ହୋଇପାରେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button