ଜୀବନଶୈଳୀ

କୋଟି କୋଟି ଟଙ୍କାର କରଜ ହୋଇଯିବ ଶେଷ,ପାନ ପତ୍ର ରଖି ଦିଅନ୍ତୁ ଏହି ସ୍ଥାନରେ, ତା ସହିତ ବିଭିନ୍ନ କରଜରୁ ପାଇଯିବେ ମୁକ୍ତି

ଭଗବାନ ହନୁମାନ ଏହି କଳି ଯୁଗର ଜାଗୃତ ଦେଵତା ଅଟନ୍ତି। ତେବେ ଆମେ ଯଦି ମଙ୍ଗଳବାର ଦିନ ହନୁମାନଙ୍କ ପୂଜା କରିଥାଇ ଆମକୁ ଶୁଭ ଫଳ ମିଳିଥାଏ। କିନ୍ତୁ କେବେବୀ ଶନିବାର ଦିନ ଭୁଲରେ କରଜ ନିଅନ୍ତୁ ନାହିଁ ଏବଂ କୌଣସି ଲୋନ ପେପରରେ ସାଇନ କରନ୍ତୁ ନାହିଁ। କାରଣ ଏହିଦିନରେ କରଜ ନେଲେ ସୁଜି ହୁଏ ନାହିଁ ଏବଂ କଳା ପେନ ରେ କେବେବି ସାଇନ କରନ୍ତୁ ନାହିଁ। ଯଦି ଆପଣ ଲୋନ ନେବାକୁ ଚଂହୁଁଛନ୍ତି ଆପଣ ସୋମ,ବୁଧ,ଶୁକ୍ର ବାରେ ଲୋନ ନେଇ ପାରିବେ ଏବଂ ଲୋନ ଆଣିବା ସମୟରେ କୁହନ୍ତୁ ଯେ ହେ ଭଗବାନ ଇଏ ତ ଆପଣଙ୍କ ଟଙ୍କା। ଆପଣଙ୍କୁ ଅର୍ପିତ କରୁଛି। ଏବଂ ଯଦି ଆପଣ ଲୋନ ସୁଝି ପାରୁ ନାହାନ୍ତି ତେବେ ଆପଣ ପାନ ପତ୍ର ସହିତ ଏହି କାମ କରନ୍ତୁ ସମାଧାନ ହୋଇଯିବ।

ଯଦି ଆପଣ କରଜରୁ ମୁକ୍ତି ପାଇ ପାରୁ ନାହାଁନ୍ତି ତେବେ ଆପଣ ଆପଣ ଭଲ ପାନ ପତ୍ର ଆଣନ୍ତୁ ଏବଂ ସେଥିରେ ଲବଙ୍ଗ ଏବଂ ଗୁଜୁରାତି ପକାଇ ପାନ ଖିଲ କରି ଦିଅନ୍ତୁ ଏବଂ ଏହାକୁ 3ମାସ ପର୍ଯ୍ୟନ୍ତ ପ୍ରତେକ ମଙ୍ଗଳବାର ଦିନ ହନୁମାନଙ୍କୁ ଦିଅନ୍ତୁ ଆପଣ କରଜରୁ ମୁକ୍ତି ପାଇଯିବେ।

ଯଦି ଆପଣ କରାଜରେ ଅଛନ୍ତି ଏବଂ ଆପଣଙ୍କର୍ ପିଲା ହଉନି କିମ୍ବା ବାହାଘର ହୋଇପାରୁ ନାହିଁ ତେବେ ଅପାଣ ଏକ ଭଲ ପାନ ପତ୍ର ଆଣନ୍ତୁ ଏବଂ ତାର ଡେମ୍ଫ ଛିଡାଇ ଦିଅନ୍ତୁ ଓ ତାର ଖଡାଟା ଅଂଶରେ ଲବଙ୍ଗ ରଖନ୍ତୁ ଏବଂ ଆପଣ ଏହାକୁ ହାତରେ ରଖି କୌଣସି ଗଡ଼ିଆ କିମ୍ବା ନଦୀରେ ଭସାଇ ଦିଅନ୍ତୁ କୁହନ୍ତୁ ଯେ ମୋ ଦୁଃଖ କଷ୍ଟ ଏଥିରେ ଭାସିକି ଚାଲିଯାଉ। ଦେଖିବେ ଦୁଇ ରୁ ତିନି ମାସ ମଧ୍ୟରେ ଅପଣଙ୍କ ସମସ୍ୟାର ସମାଧାନ ହୋଇଯିବ।

ଯଦି ଆପଣ କରଜରୁ ଏପର୍ଯ୍ୟନ୍ତ ମୁକ୍ତି ପାଉ ନାହଁନ୍ତି ତେବେ ଆପଣ ମଙ୍ଗଳବାର ଦିନ ହନୁମାନଙ୍କର୍ ପୂଜା କରନ୍ତୁ କିନ୍ତୁ ସେହିଦିନ ବିନା ପିଆଜ ରସୁଣରେ ଖାଦ୍ୟ ଖାଆନ୍ତୁ ଏବଂ ରାତିରେ ସ୍ଥାନ କରନ୍ତୁ ଏବଂ 11 ଥର ହନୁମାନ ଚାଳିସା ପାଠ କରନ୍ତୁ ଏବଂ ଏକ ସୋରିଷ ତେଲ ଦୀପ ଜଳାନ୍ତୁ ଏବଂ ଯଦି ଏଥିରେ ଏକ ଲବଙ୍ଗ ପକେଇ ଦିଅନ୍ତି ତାହାଲେ ଏହା ଆହୁରି ଭଲ ହୋଇଥାଏ। ଯଦି ଆପଣ 3 ଶନିବାର ଏବଂ 3 ମଙ୍ଗଳ ବାର ଦିନ ଏକ ଶୁଖିଲା ନଡ଼ିଆ ଆଣି ତା ଉପର ଭାଗକୁ କାଟି ତା ଭିତରେ ଚିନି ରଖି ଘୋଡାଇ ଆପଣ ହନୁମାନ ଚାଳିସା ପାଠ କରି ଓସ୍ତା ଗଛ ମୂଳେ ଥୋଇ ଦିନନ୍ତି ତେବେ ଏହା ଆପଣଙ୍କର୍ କଷ୍ଟ ଦୂର ହୋଇଯାଏ ଏବଂ ଯଦି ଆପଣ ଓଁ କପିସାୟ ନମଃ ପାଠ କରନ୍ତି ଅପଣଙ୍କ ଜୀବନରେ କେବେ ଅଶୁଭ ହୁଏ ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button