25 October ସୂର୍ଯ୍ୟପରାଗରେ ଏହି 8ଟି ରାଶି ଭାଗ୍ଯବାନ ଓ 4ଟି ରାଶିରେ ପଡିବ ଅଶୁଭ ପ୍ରଭାବ… ଦେଖନ୍ତୁ ଆପଣଙ୍କ ଭାଗ୍ୟରେ କଣ ଅଛି

ବନ୍ଧୁଗଣ ଚଳିତ ବର୍ଷ ପବିତ୍ର ଦୀପାବଳି ଦିନ ଲାଗିବାକୁ ଯାଉଛି ସୂର୍ଯ୍ୟପରାଗ । ବର୍ଷ ୨୦୨୨ର ଦ୍ଵିତୀୟ ସୂର୍ଯ୍ୟଗ୍ରହଣ ଅକ୍ଟୋବର ୨୫ ରେ ଲାଗିବାକୁ ଯାଉଛି । ଏହାର ପ୍ରଭାବରେ ୪ଟି ରାଶି ହେବେ ମାଲାମାଲ । ଭାରତରେ ଦେଖା ଯାଉଥିବା ଏହା ପ୍ରଥମ ସୂର୍ଯ୍ୟଗ୍ରହଣ ଅଟେ । ଏହାର ଅବଧି ୪ ଘଣ୍ଟା ୩ ମିନିଟ ଯାଏଁ ରହିବ । ଏହି ଗ୍ରହଣ ଦ୍ଵିପହର ୨ଟା ୨୯ ମିନିଟରୁ ସଂଖ୍ୟା ୬ଟା ୩୨ ମିନିଟ ଯାଏଁ ରହିବ । ଏହି ଗ୍ରହଣ ୟୁରୋପ ଦକ୍ଷିଣ ଆଫ୍ରିକାର ଉତ୍ତର ପୂର୍ବ ଏସିୟା, ଦକ୍ଷିଣ ପଶ୍ଚିମ ଓ ଆଣ୍ଟଲାଟିକରେ ଦେଖାଯିବ । କେଉଁ ରାଶି ଭାଗ୍ଯବାନ ଓ କେଉଁ ରାଶି ଉପରେ ଅଶୁଭ ପ୍ରଭାବ ପଡିବ ଆସନ୍ତୁ ଜାଣିବା ବିସ୍ତାର ଭାବେ ।
ବୃଷ ରାଶି : ଆପଣଙ୍କର ଭାଗ୍ୟ ବଦଳିବାକୁ ଯାଉଛି । ଆମ ଲକ୍ଷ୍ମୀଙ୍କ ଅଶେଷ କୃପା ଦୃଷ୍ଟ ଆପଣଙ୍କ ଉପରେ ପଡିବାକୁ ଯାଉଛି । ଫଳରେ ଆପଣଙ୍କର ଆସନ୍ତା ସମୟରେ ଖୁଶିର ଆଗମନ ହେବାକୁ ଯାଉଛି ।
ସିଂହ ରାଶି : ଆପଣଙ୍କ ପାଇଁ ସମୟ ଖାସ ହେବାକୁ ଯାଉଛି । ମାତା ଲକ୍ଷ୍ମୀଙ୍କ କୃପା କାରଣରୁ ସବୁ ସମସ୍ଯା ଦୂର ହେବ । ଯେଉଁ ଲୋକ ମାନେ ଚାକିରି କରୁଛନ୍ତି ସେମାନଙ୍କର ପଦୋନ୍ନତି ହେବାର ଯୋଗ ରହିଛି ।
ଧନୁ ରାଶି : ଆପଣଙ୍କ ଉପରେ ପରାଗର ପ୍ରଭାବ ଖାସ ହେବାକୁ ଯାଉଛି । ଆପଣଙ୍କର ସମୟ ଭଲ ରହିବ । ମହିଳା ମାନେ ହସ ଖୁସିରେ ସମୟ ବ୍ଯତୀତ କରିବେ । ସାମାଜିକ କ୍ଷେତ୍ରରେ ମାନ ସମାନ ବୃଦ୍ଧି ପାଇବ ।
ମକର ରାଶି : ଆପଣଙ୍କ ଉପରେ ପରାଗର ପ୍ରଭାବ ଖାସ ହେବାକୁ ଯାଉଛି । ଆପଣ ମାଲାମାଲ ହେବାକୁ ଯାଉଛନ୍ତି । ମା ଲକ୍ଷ୍ମୀଙ୍କ କୃପା କାରଣରୁ ସନ୍ତାନଙ୍କ ଠାରୁ ଖୁସି ଖବର ମିଳିବ । ପାରିବାରିକ ଜୀବନ ମଧୁରମୟ ରହିବ ।
ମେଷ ରାଶି : ଆପଣଙ୍କୁ ଆଗାମୀ ଭବିଷ୍ୟତରେ ବେପାର ବାଣିଜ୍ୟ କ୍ଷେତ୍ରରେ ବଡ ଧରଣର ଧନ ଲାଭ ହେବ । ଆଗାମୀ ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସବ୍ୟତା ହେବ । ଆପଣଙ୍କର ଭାଗ୍ୟ ଉଦୟ ହେବା କାରଣରୁ ଖୁସି ଖବର ମିଳିବ ।
ମିଥୁନ ରାଶି : ସୂର୍ଯ୍ୟପରାଗର ପ୍ରଭାବରେ ଆପଣଙ୍କୁ ଭାଗ୍ୟ ଚମକିବାକୁ ଯାଉଛି । ମା ଲକ୍ଷ୍ମୀଙ୍କ କୃପା କାରଣରୁ ଆଗାମୀ ସମୟ ଶୁଭ ସାବ୍ୟସ୍ତ ହେବ । ବେପାର ବାଣିଜ୍ୟରେ ବୃଦ୍ଧି ହେବ । ବୁଡି ଯାଇଥିବା ଟଙ୍କା ଫେରି ପାଇବେ ।
କନ୍ୟା ରାଶି : କୌଣସି ଜାଗାରେ ବିନିଯୋଗ କରିଲେ ଲାଭବାନ ହେବେ । କୌଣସି ଅଟକି ଯାଇଥିବା କାର୍ଯ୍ୟ ପୂରଣ ହେବ । ଆପଣଙ୍କୁ ନୂଆ କାମ କରିବାକୁ ନୂଆ ସୁଯୋଗ ପ୍ରାପ୍ତ ହେବ ।
କୁମ୍ଭ ରାଶି : ଯାହା ବି ସମସ୍ଯା ରହିଥିଲା ତାହା ଦୂର ହେବ । ଭାଗ୍ୟ ଅଚାନକ ବଦଳିବାକୁ ଯାଉଛି । ନିଜର ଜୀବନ ସାଥିଙ୍କ ସହ ସମୟ ବ୍ଯତୀତ କରିବେ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଭଲ ରହିବ ।
ଯେଉଁ ରାଶି ଗୁଡିକ ଉପରେ ଅଶୁଭ ପ୍ରଭାବ ପଡିବାକୁ ଯାଉଛି ସେମାନେ ହେଉଛନ୍ତି କର୍କଟ, ତୁଳା, ବିଛା ଓ ମୀନ ରାଶି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।