ଓଡିଶା

ଦାରିଦ୍ର୍ୟର କରୁଣ କାହାଣି, ଭାଇର ଶୁଦ୍ଧି ପାଇଁ ଗାଁ ଗାଁରେ ଭିକ ମାଗିଲେ ଭଉଣୀ

ନୀଳଗିରି,୧୧/୯ : ତିନି ଜଣ କୁନି କୁନି ପିଲା ସହ ନିଜ ପେଟକୁ ଦାନା ଯୋଗାଡ଼ କରିବାକୁ ସକ୍ଷମ ନାହିଁ । ଦାରିଦ୍ର୍ୟତା ସହ ଲଢେଇ କରି ଚାଲିଥିବା ଜଣେ ମହିଳା ଜୀବନ ସହିତ ଜୁଝୁଥିବା ବେଳେ ଏହି ଭଳି ସମୟରେ ଭାଇର ଅକାଳ ଵିୟୋଗ ହେଲା। ଶେଷରେ ଶବକୁ ଅନ୍ତିମ ସଂସ୍କାର ନ କରି ପାରି ପୋତି ଦେବା ଭଳି ଘଟଣା ଘଟିଛି । ଆଉ ଶୁଦ୍ଧି କ୍ରିୟା ପାଇଁ ଗାଁ ଗାଁରେ କାନ୍ଦି କାନ୍ଦି ଭିକ ମାଗିବା ଭଳି ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଧୋବଶିଳା ପଞ୍ଚାୟତ ଉଡାପଦା ଗାଁରେ ଘଟିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button