ଯଦି ଆପଣ କଞ୍ଚା ପିଆଜ ଖାଆନ୍ତି, ତେବେ ନିଶ୍ଚିତ ଭାବରେ ଏହି ପୋଷ୍ଟ ଦେଖନ୍ତୁ… ଏହାର ଲାଭ ଜାଣି ଉଡ଼ିଯିବ ହୋସ

ଆପଣମାନଙ୍କ ସମସ୍ତଙ୍କ ଘରେ ପିଆଜ ବ୍ୟବହାର ହୋଇଥାଏ ଏହା ଏମିତି ଗୋଟେ ପାରିବା ଯାହା ମାଂସାହାର ଏବଂ ସାଦା ଦୁହିଙ୍କରେ ବ୍ୟବହାର କରା ଯାଇଥାଏ । ପିଆଜରେ ବହୁତ ପୋଶତିକ ତତ୍ଵ ହୋଇଥାଏ ଯାହା ଆମ ଶରୀରକୁ ବହୁତ ପ୍ରକାର ରୋଗ ଠାରୁ ବଞ୍ଚାଇ ରଖିଥାଏ, ପିଆଜ ସମସ୍ତଙ୍କ ଘରେ ସାମାନ୍ଯ ଅଟେ, ପିଆଜରେ ବହୁତ ପ୍ରକାର ପୋଶତିକ ଖାଦ୍ଯ ହୋଇଥାଏ ବହୁତ ଲୋକ ଆଜିକା ସମୟରେ ଅଛନ୍ତି ଯିଏ ପିଆଜ ଖାଇବା ପସନ୍ଦ କରନ୍ତି ନାହିଁ, କିନ୍ତୁ ବହୁତ ଲୋକଙ୍କ କହିବା ଅନୁଯାଇ କୌଣସି ପ୍ରକାର ଖାଦ୍ୟରେ ପିଆଜ ପକେଇଲେ ଏହାର ସ୍ଵାଦ ବଢିଥାଏ ।

୧. ଗଠିଆ ଦୂର କରିଥାଏ ପିଆଜ :
ଶରୀରରେ କୌଣସି ପ୍ରକାର ଗଠନ ବା ଆଁଠୁ ଗଣ୍ଠି ଦରଜ ଜାଗାରେ ସୋରିଷ ତେଲ ଏବଂ ପିଆଜ ରସ ପ୍ରତିଦିନ ଲଗାନ୍ତୁ କିଛି ମାସ ପରେ ଆପଣଙ୍କୁ ଆରାମ ଲାଗିବ, ସମସ୍ତେ ବହୁତ ପ୍ରକାର ଔଷଧ ଏହି ଅସୁବିଧା ପାଇଁ ଖାନ୍ତି କିନ୍ତୁ କେହି ଏହି କଥା ଜାଣି ନାହାନ୍ତି ଯେ ତାଙ୍କ ସମସ୍ଯା ଉପଚାର ତାଙ୍କ ଘରେ ହୋଇଥାଏ ।

୨. ଚୁଟି ଝଡିବା :
ଆଜିକା ସମୟରେ ପ୍ରାୟତଃ ସମସ୍ତଙ୍କ ଚୁଟି ଝାଡୁଛି କିନ୍ତୁ ସମସ୍ତେ ବାହାର ଉପଚାର ଖୋଜିବାରେ ଲାଗି ରହିଛନ୍ତି, କାହାକୁ ଘରୋଇ ଉପଚାର ମନେ ନାହିଁ ସମସ୍ତେ ବାହାର ଉପଚାର ଖୋଜିବାରେ ଲାଗିଛନ୍ତି, ତେବେ ଆଜି ଆମେ ଆପଣଙ୍କୁ କିଛି ପିଆଜ ଉପାୟ କହିବାକୁ ଯାଉଛୁ ଯାହା ନା କେବଳ ଆପଣଙ୍କ ଚୁଟି ଝାଡିବାରୁ ଅଟକେଇବ ଏହା ଛଡା ନୂଆ ଚୁଟି ଆଣିବାରେ ମଧ୍ୟ ସାହାଜ୍ଯ କରିବ । ସବୁ ଦିନ କଞ୍ଚା ପିଆଜ ରସ ନିଜ ମୁଣ୍ଡରେ ଲଗାନ୍ତୁ ଏବଂ ୧୫ ମିନିଟ ପାଇଁ ଏହାକୁ ଛାଡି ଦିଅନ୍ତୁ ଏହା ପରେ ଚୁଟି ଧୋଇ ନିଅନ୍ତୁ ଦେଖିବେ ଆପଣଙ୍କୁ ଚୁଟି ଗହବା ହୋଇବ ଏବଂ ଲମ୍ବା ମଧ୍ୟ ହବ ଏବଂ ବହୁତ ସୁନ୍ଦର ଦେଖା ଯିବ ।

୩. ଷ୍ଟୋନ ସମସ୍ଯା :
ତେବେ ଆଜି ଆମେ ଆପଣଙ୍କୁ ଷ୍ଟୋନ ସମସ୍ଯା ବିଷୟରେ କହିବୁ କିଡନି ଷ୍ଟୋନ ଆଜିକା ସମୟରେ ସାମାନ୍ଯ କଥା ଅଟେ, କୌଣସି ପ୍ରକାର ଷ୍ଟୋନ ସମସ୍ଯା ପାଇଁ ପିଆଜ ବହୁତ ସାହାଜ୍ଯକାରୀ ହୋଇଥାଏ, ପିଆଜ ରସ ସବୁଦିନ ସେବନ କଲେ ଷ୍ଟୋନ ସମସ୍ଯା ଦୂର ହୋଇଥାଏ । ପିଆଜ ରସ ସେବନ ଦ୍ଵାରା ଷ୍ଟୋନ ଛୋଟ ହବାକୁ ଲାଗିଥାଏ ଏବଂ କିଛି ଛୋଟ ହେଲା ପରେ ଆପେ ପରିଶ୍ରା ରାସ୍ତାରୁ ବାହାରି ଯାଇଥାଏ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

କେବଳ ଏତିକି ନୁହେଁ ଏହାର ଆହୁରି ମଧ୍ୟ ଅନେକ ଫାଇଦା ଅଛି, ଯେମିତି କି କୋଲେଷ୍ଟ୍ରୋଲ କମ କରେ, ମୁହଁରେ ଲଗାଇଲେ ଏହା ମୁହଁର କଳାପଣ ବା ଦାଗ ଦୂର କରେ, ଆଖିରେ ମୋତିଆବିନ୍ଦୁ ଥିଲେ ଏହାକୁ ଆଖିରେ କାଜଲ ଭଳି ଲଗାଇଲେ ସେଥିରୁ ମଧ୍ୟ ଉପସମ ମିଳେ । ଏହା ବ୍ୟତିତ ମହିଳା ମାନଙ୍କ ମାସିକ ଧର୍ମ ସମୟରେ ସେବନ ଦ୍ଵାରା କାଶତ୍ରୁ ଲାଭମିଲେ, ଗଞ୍ଜାପଣ ଦୂର କରେ, କେଶ ପାଚୁଥିଲେ ଏହାର ରସ ଲଗାଇଲେ ଏହା ନ୍ଯାଚୁରାଲ କଲର କରେ । ଆହୁରି ଅନେକ ରୋଗର ଏହା ରାମବାଣ ଭାବେ କାମ କରେ ।
ବିଦ୍ର- ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ ।