ଆପଲକୁ ତଳକୁ ପକାଇଲେ ମାଇକ୍ରୋସଫ୍ଟ କମ୍ପାନୀ
ଆପଲକୁ ପଛକୁ ଛାଡିଲେ ମାଇକ୍ରୋସଫ୍ଟ ଦୁନିଆର ସବୁଠୁବଡ କମ୍ଫାନୀ ai କମ୍ଫାନୀ କୁ ଖୁସି କଲା । world’s most valuable company ୨୦୨୧ମସିହା ପରେ ଏହା ପ୍ରଥମ ଥର ପାଇଁ ଆପଲ୍ ଭ୍ୟାଲୁ ମାଇକ୍ରୋସଫ୍ଟ କମ୍ ହେଲା । ଆପଲର ସେୟାର କମ୍ ହେବା ପରେ ନୂଆଦିଲ୍ଲୀ ଟେକ୍ ଜଏଣ୍ଟ ମାଇକ୍ରୋସଫ୍ଟ ଆପଲକୁ ପଛକୁ ରଖି ଦୁନିଆର ସବୁଠୁବଡ ମୂଲ୍ୟବାନ କମ୍ପାନୀ ହୋଇଛପାରିଛି ।
୨୦୨୪ ଜାନୁୟାରୀ ଗୁରୁବାର ଦିନ ମାଇକ୍ରୋସଫ୍ଟ ବଜାରରେ ଆପଲ ଅନୁସାରେ ଅଧିକ ହୋଇଗଲା । ଜାନୁୟାରୀରେ ବାଣିଜ୍ୟ ସମୟରେ ୧.୬ ପ୍ରତିଶତ ବୃଦ୍ଧି ଘଟିଥିଲା ।

ଏ ଆଧାରରେ ଏହାର ବଜାର ମୂଲ୍ୟ ୨.୮୭୫ ଲକ୍ଷ କୋଟି ଓ ଡଲାରେ ବୃଦ୍ଧି ପାଇଲାଣି । ସେୟାର ୦.୯ ପ୍ରତିଶତ ହ୍ରାସ ପାଇଛି ଏବଂ କମ୍ପାନୀର ପୁଜୀକରଣ ୨.୮୭୧ ଲକ୍ଷ କୋଟି ଓ ଡଲାରେ ପହଞ୍ଚôଗଲା ।ଏବେ ଚିନ୍ତାର ବିଷୟ ୨୦୨୪ ଆରମ୍ଭରୁ ଆପଲ ସେୟାର ଗୁଡିକ ଦୁବଳ ହୋଇଗଲା । ମାଇକ୍ରୋସଫ୍ଟ ଏହା ଜେନେଟିକ ଆଟିଫିସିଆଲ୍ ଇଣ୍ଟେସିଜେନ୍ସ ai ଏବେ ସବୁ କମ୍ପାନୀ ମାନଙ୍କଠାରୁ ଆଗରେ ରହିଛି । ୨୦୨୪ ଗୁରୁବାର ରେ ଆପଲର ସେୟାରରେ ୩.୩ ପ୍ରତିଶତ ତଳକୁ ଖସିଛି । ତେବେ ମାଇକ୍ରୋସଫ୍ଟ ୧.୮ର ଫାଇଦା ଦେଖିବାକୁ ମିଳିଛି ।