ଜୀବନଶୈଳୀ

ସକାଳୁ ସକାଳୁ ଜୀରା ପାଣି ପିଇବା ପରେ ଯାହା ହେବ ଜାଣି ପାଦତଳୁ ମାଟି ଖସିଯିବ

ଆଜିକା ସମୟରେ ଲୋକଙ୍କ ସବୁଠାରୁ ବଡ ଅସୁବିଧା ଏହା ଅଟେ ଯେ ତାଙ୍କ ଓଜନ ଏତେ ବଢିଯାଇଥାଏ ଯେ ସେ କିଛି ବି ମନ ଇଛା ଖାଇ ପାରନ୍ତି ନାହିଁ ଆଉ ଜୀବନରେ ବହୁତ ଏମିତି ଜିନିଷ ସେବନ କରିବାକୁ ପଡିଥାଏ ଯାହା ତାଙ୍କୁ ଜମାବି ପସନ୍ଦ ହୋଇ ନଥାଏ । ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ସେବନ କରିବା ପରେ ଆପଣଙ୍କ ଜୀବନ ସବୁ ଦିନ ପାଇଁ ବଦଳିବାକୁ ଯାଉଛି ଆଉ ଆପଣ ନିଜ ଜୀବନରେ ବହୁତ ସ୍ମାର୍ଟ ଓ ସ୍ଲିମ ଦେଖା ଯିବେ ।

ଆପଣ ମାନେ ସମସ୍ତେ ଏହା ଭାବୁଥିବେ ଯେ ତେଲ ଆଉ ମଇଦା ଖାଇବା ଦ୍ଵାରା ଆପଣଙ୍କ ଓଜନ ବଢି ଯାଉଛି ଯଦି ଆପଣ ମଧ୍ୟ ଏହା ବିଚାର କରିଛନ୍ତି ତେବେ ଏହା ସତ ଅଟେ ଆଜି ଆମେ ଆପଣଙ୍କୁ ଏହା ଖାଇବା ପାଇଁ ମନା କରିବୁ ନାହିଁ କିନ୍ତୁ କମ କରିବା ପାଇଁ ଅବଶ୍ୟ କହିବୁ ।

ମଣିଷ ନିଜ ଜୀବନରେ ଆଜିକା ସମୟରେ ବଧେ କେବଳ କାମ ପାଇଁ ବଞ୍ଚିକି ରହିଛି କାହିଁକିନା ଜୀବନରେ ଯେତେ ଯାହା ହେଲେ ମଧ୍ୟ ମଣିଷ କାମ କରିଥାଏ ଆଉ ଏହି କାମ ପାଇଁ ମଣିଷ ବାହାର ଖାଦ୍ୟ ଅଧିକ ମାତ୍ରାରେ ସେବନ କରିଥାଏ । ଜୀବନରେ ଯେତେ କଷ୍ଟ ହେଲେ ମଧ୍ୟ ନିଜ ହାତରେ ରୋଷେଇ କରି ଖାଇବା ଆବଶ୍ୟକ ହୋଇଥାଏ କାହିଁକିନା ବାହାର ଖାଦ୍ୟ ରେ କିଛି ପୋଷଣ ନଥାଏ କିନ୍ତୁ ଯାହା ଆମେ ନିଜେ ରୋଷେଇ କରିଥାଉ ସେଥିରେ ପୋଷଣ ଅଧିକ ମାତ୍ରାରେ ରହିଥାଏ ।

କଣ ଆପଣ ମାନେ ଜାଣିଛନ୍ତି ବାହାର ଖାଦ୍ୟ କେତେ କେତେ ଦିନ ପୁରୁଣା ଛଣା ତେଲରେ ରୋଷେଇ ହୋଇଥାଏ ଯାହା ଖାଇବା ପାଇଁ ସୁଆଦିଆ ଲାଗି ପାରେ କିନ୍ତୁ ସ୍ୱାସ୍ଥ୍ୟ ପାଇଁ ବିଆଇଏସ ହୋଇଥାଏ ଆପଣ ଯଦି ସେହି ଜିନିଷ ଘରେ ବ୍ୟବହାର କରନ୍ତି ତେବେ ଆପଣଙ୍କୁ ଏହି ଭଳି ସମସ୍ଯା ସାମ୍ନା କରିବାକୁ ପଡିନଥାଏ ।

ଆପଣଙ୍କୁ ସକାଳେ ଉଠି ଖାଲି ବାସୀ ପେଟରେ ୧୦ଗ୍ରାମ ଜୀରା ଚୋବେଇ ଖାଇବାର ଅଛି ଏହା ପରେ ଉଷୁମ ପାଣି ସେବନ କରନ୍ତୁ ଦେଖିବେ କିଛି ଦିନ ଭିତରେ ଆପଣଙ୍କୁ ବହୁତ ପ୍ରକାର ଲାଭ ଦେଖିବାକୁ ମିଳିବ ଆଉ ଆପଣ ନିଜ ଜୀବନରେ ବହୁତ କିଛି ହାସଲ କରି ପାରିବେ । ଆପଣଙ୍କୁ ଏହି ଭଳି କେବଳ ଗୋଟେ ମାସ କରିବାର ଅଛି ଦେଖିବେ ଆପଣଙ୍କ ଓଜନ କମିଯିବ ଆଉ ଆପଣଙ୍କୁ ଭିତରୁ ବହୁତ ଶକ୍ତିଶାଳୀ ଅନୁଭବ ହବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button