ବିଚାର

ଲିଙ୍ଗର ଲମ୍ବକୁ ନେଇ ଚିନ୍ତିତ କି? ମୋଟା ପାଇଁ ଏହି ନିୟମ ମାନନ୍ତୁ

କେବଳ ପାଶ୍ଚାତ୍ୟ ଦେଶ ନୁହେଁ ବଦଳୁଥିବା ଦୁନିଆ ଏବଂ ବଦଳୁଥିବା ଅଭ୍ୟାସର ପ୍ରଭାବ ଓଡ଼ିଶାବାସୀ ଏବଂ ଓଡ଼ିଆମାନଙ୍କ କ୍ଷେତ୍ରରେ ପଡ଼ିଛି। ବିଶେଷ କରି ଯୁବା ଏବଂ ପ୍ରାପ୍ତ ବୟସ୍କଙ୍କ କ୍ଷେତ୍ରରେ ଏହା ଅଧିକ ପରିଲିଖିତ ହୋଇଥାଏ । ଯୁବକମାନଙ୍କୁ ନିଜ ବିବାହ ଓ ଭବିଷ୍ୟତ ସାଙ୍ଗକୁ ପରିବାରର ଚିନ୍ତା ସେମାନଙ୍କୁ ଶାରୀରିକ ଓ ମାନସିକ ଭାବେ ଦୁର୍ବଳ, ଅଧିକରୁ ଅଧିକ ଦୁର୍ବଳ କରିବା ପାଇଁ ସକ୍ଷମ

ଯୁବକମାନଙ୍କ ଭଳି ବିବାହିତ ଓ ପ୍ରାପ୍ତ ବୟସ୍କମାନେ ମଧ୍ୟ ସମାନ ସ୍ଥିତିର ସାମ୍ନା କରିଥାନ୍ତି କେତେକ କ୍ଷେତ୍ରରେ ସବୁଠି ଅଧିକା । ଘର, ଅଫିସ, କାମର ଚାପ ଭିତରେ ନିଜ ସ୍ୱାସ୍ଥ୍ୟର ଯତ୍ନ କେହି ନେଇ ପାରନ୍ତି ନାହିଁ । ଦୁର୍ବଳ ମନ ଓ ଦୁର୍ବଲ ଲିଙ୍ଗକୁ ନେଇ ସଂସାର କରୁଥିବା ପ୍ରାପ୍ତ ବୟସ୍କମାନ ନିଜ ସ୍ତ୍ରୀ ସହ କ୍ୱାଲିଟି ଟାଇମ ବାହାର କରିପାରୁନାହାନ୍ତି ।

ଏହା ପଛରେ ରହିଛି ଗୁରୁତର ଲିଙ୍ଗର କ୍ଷମତା ଜନିତ କାରଣ । ଏହାକୁ ଦୂରେଇବାର ଏକମାତ୍ର ଉପାୟ ହେଉଛି ସାଧାରଣ ଜୀବନ ବିତାଇବା ଏବଂ ନିଜ ସ୍ୱାସ୍ଥ୍ୟ ଓ ମନର ଯତ୍ନ ନେବା । ଦେଖିବେ ମନକୁ ସ୍ଥିର କରି ସଂସାରକୁ ଏକ ତପସ୍ୟା ଭାବି ସବୁ କିଛିକୁ ସମାନ୍ତରାଳ ଭାବେ ନେଲେ କହିବାକୁ ଗଲେ ସଂସାର ଗାଡ଼ି ଚଲାଇ ଜାଣିଲ ହସି ଉଠିବ ସୁନାର ସଂସାର । ଆପଣ ଗୋଟିଏ କାହିଁକି ବହୁ ସନ୍ତାନର ପିତାମାତା ହେବାର ସୌଭାଗ୍ୟ ଅର୍ଜନ କରିପାରିବେ

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମେ କେମିତି ନେବା ନିଜ ଲିଙ୍ଗର ଯତ୍ନ । ପ୍ରଥମ କଥା ହେଲା ଯଦି ଆପଣଙ୍କ ଲିଙ୍ଗ ଠିକ୍ ଅଛି ଏବଂ ସ୍ତ୍ରୀକୁ ସମ୍ଭୋଗ ସୁଖ ଦେବାରେ ସମର୍ଥ ତେବେ ପ୍ରତିଦିନ ଶୋରିଷ ତେଲକୁ ଅଳ୍ପ ଗରମ କରି ଆପଣ ଶୋଇଲା ପୂର୍ବରୁ ବ୍ୟବହାର କରନ୍ତୁ । କିଛି ଦିନ ଏମିତି କରନ୍ତୁ ଦେଖିବେ ଏହା ପ୍ରଭାବ ପକାଇବା ଆରମ୍ଭ କରିଦେବ । ସେହିଭଳି ମଦ-ସିଗାରେଟ ଭଳି ବଦଭ୍ୟାସ ରହିଥିଲେ ତାକୁ ଶୀଘ୍ର ଛାଡ଼ି ଦିଅନ୍ତୁ । ଦେଖିବେ ଆପଣଙ୍କ ଅଧା ସମସ୍ୟାର ସମାଧାନ ହୋଇଯିବ ।

ତେଲ ମାଲିସ ସହ ସକାଳୁ ଓ ସଂଧ୍ୟାରେ ଆପଣ ଫ୍ରୁଟ୍ ଜୁସ୍ କିମ୍ବା ଫ୍ରୁଟ୍ ସାଲାଡ ଖାଇପାରିବେ । ଏହା ଆପଣଙ୍କୁ ଭିତରୁ ଶକ୍ତି ଯୋଗାଇବ ତନ, ମନ ଓ ଯୌବନକୁ ଫୂର୍ତ୍ତିଲା ରଖିବ । କେବଳ ସେତିକି ନୁହେଁ ଏହା ଆପଣଙ୍କ ଯୌନ ଶକ୍ତିକୁ ବୃଦ୍ଧି କରିବାରେ ମଧ୍ୟ ସହାୟକ ହେବ । ଧ୍ୟାନ ଦେବେ କାମ ଶକ୍ତି ବୃଦ୍ଧି ପାଇଁ ଆପଣଙ୍କ ଲିଙ୍ଗର ଆକାରରେ ବୃଦ୍ଧି ହେବାର ଆବଶ୍ୟକତା ରହିଛି ଏବଂ ତାସାଙ୍ଗକୁ ଦୀର୍ଘ ସମୟ ଧରି ଆପଣଙ୍କ ଏନର୍ଜିକୁ ସକ୍ରିୟ ରଖିବା ସହ ବିଭିନ୍ନ ଷ୍ଟାଇଲ ବା ବିଭିନ୍ନ ମୁଦ୍ରାରେ ସେକ୍ସ କଲେ ଆପଣଙ୍କୁ ଅଧିକ ସନ୍ତୁଷ୍ଟି ମିଳିବ ବା ଆପଣ  ତାହା କରିବାକୁ ସମର୍ଥ ହେବେ ଏବଂ ପାର୍ଟନରକୁ ଆବଶ୍ୟକତାଠାରୁ ଅଧିକ ସନ୍ତୁଷ୍ଟି ଦେଇପାରିବେ ।

ଧ୍ୟାନ ରଖିବେ କାମନା ଶକ୍ତି ବଢ଼ାଇବା ପାଇଁ ଅଧିକ ମେଡିସିନ୍ ବ୍ୟବହାର କରିବେ ନାହିଁ ଏପରିକି ଅଧିକ ଉତ୍ତେଜକ ମଡିସିନ ବ୍ୟବହାର କଲେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ପୂରା ଇଣ୍ଟରକୋର୍ସ ବା ସମ୍ଭୋଗ ଅବସରକୁ ଅବସାଦରେ ପରିଣତ କରିପାରେ । ତେଣୁ ମେଡିସିନ୍ କିମ୍ବା ତୈଳ ଅବା ଲୋସନ୍ ବ୍ୟବହାର କରୁଥିଲେ ଟିକ ସାବଧାନତା ରକ୍ଷା କରିବେ । ଦେଖିବେ ଏହା ଆପଣଙ୍କୁ ଅଲଗା ଲେବୁଲର ଅର୍ଥାତ ଚରମ ତୃପ୍ତି ପ୍ରଦାନ କରିବାରେ ସହାୟକ ହେବ ।

ଆଉ ହଁ ଆପଣ ଯଦି କାମନା ଓ ବାସନାକୁ ନେଇ ଯଦି କିଛି ଉତ୍ତେଜକ ପାଠ ପଢୁଛନ୍ତି ଏବଂ ନିଜ ଶରୀରରେ ଅଲଗା ସିଂହରଣ ଅନୁଭବ କରୁଛନ୍ତି ତେବେ ନିଶା ଭଳି ଏମିତି ପାଠ ପଢ଼ିବା ଜାରି ରଖନ୍ତୁ କିନ୍ତୁ ମନେ ରଖିବେ ହସ୍ତମୈଥୁନ ଠାରୁ ଦୂରରେ ରହିବେ ଏବଂ ନିଜ ଲିଙ୍ଗର ଯତ୍ନ ନେବେ ।

ଗୋଧାଇବା ବେଳେ ଭଲ ସାବୁନ ଓ ସେମ୍ପୋ ବ୍ୟବହାର କରିବାକୁ ଯେମିତି ନ ଭୁଲନ୍ତି ବିଶେଷ କରି ଲିଙ୍ଗକୁ ସାବୁନରେ ସଫା କଲା ବେଳେ ଭଲ ଭାବେ ସଫା ଓ ନିର୍ମଳ ପାଣିରେ ଧୋଇବେ । ଅତ୍ୟଧିକ ଚାପ ପ୍ରଦାନ କରୁଥିବା ଅନ୍ତ୍ରବସ୍ତ୍ର ବା ଚଡ଼ି ପିନ୍ଧନ୍ତୁନି ଆପଣଙ୍କ ଅଣ୍ଟା ସାଇଜର ଚଡ଼ି ପିନ୍ଧନ୍ତୁ ଯାହା ଆପଣଙ୍କ ଲିଙ୍ଗର ଯତ୍ନ ନେବ । ଆବଶ୍ୟକସ୍ଥଳେ କୌଣସି ଜଣେ ଗୁପ୍ତରୋଗ ବିଶେଷଜ୍ଞଙ୍କ ମତ ନେଇ ପାରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button