ଦେଶ ବିଦେଶ

ଏହି ଝିଅକୁ ବାହା ହେଲେ ଯୌତୁକରେ ମିଳିବ ସୁନାର କାର୍ ଓ ଏକ ହଜାର କୋଟି ଟଙ୍କା କିନ୍ତୁ ସର୍ତ୍ତା ହେଲା କି…

ଯେତେବେଳେ କୌଣସି ଝିଅ ଗୋଟିଏ ପୁଅକୁ ବାହା ହେବାକୁ ମନସ୍ଥ କରେ ତାହାର ସବୁବେଳେ ଚେଷ୍ଟା ଏହା ରୁହେ ଯେ ତାକୁ ଗୋଟେ ଭଲ ଜୀବନସଥୀ ମିଳୁ । ସବୁ ଝିଅ ଭଲ ଜୀବନସଥୀ ପାଇବା ପାଇଁ ବାହା ହେବା ଆଗରୁ ତାଙ୍କ ମନ ଭିତରେ ଗୋଟେ ଭଲ ପୁଅ ର ଛବି ଆସିଥାଏ। ସବୁବେଳେ ଆପଣଙ୍କ ମନମୁତାବକ ଭଲ ଜୀବନସଥୀ ମିଳିବା କଷ୍ଟକର ହୋଇପଡେ । ଏମିତି ବି ହୁଏ କି ଆପଣ ଯାହାକୁ ପସନ୍ଦ କରନ୍ତି ସେ ଆପଣଙ୍କୁ ପସନ୍ଦ କରୁଥିବା ଦରକାର । ଏହିଭଳି ଭାବରେ ଗୋଟିଏ ପରଫେକ୍ଟ ଜୀବନସଥୀ ମିଳିବା କଷ୍ଟ ହୋଇଥାଏ।

ଏହି କଥାକୁ ଆଧାର କରି ଗୋଟିଏ ଝିଅ ଏମିତି ଏକ ଅଦ୍ଭୁତ ସର୍ତ ରଖିଲେ। ଏହି ଝିଅ ନିଜ ବାହାଘର ରେ ଯୌତୁକ ରେ ସୁନାର କାର୍ ଓ ଏକ ହାଜର କୋଟି ଟଙ୍କା ଦେବାକୁ ପ୍ରସ୍ତୁତ ହୋଇଛନ୍ତି। ସାଧାରଣତଃ ଏହା ଦେଖାଯାଏ ଯେ ବାହାଘର ବେଳେ ଝିଅ ଘର ତରଫରୁ ଯୌତୁକ ପୁଅ କୁ ଦିଆଯାଇଥିବା ନଜରରେ ଆସେ। କିନ୍ତୁ ଏହି କେସ୍ ରେ ଟିକେ ଓଲାଟା ହେଉଛି।

ଏଠାରେ ଗୋଟିଏ ଝିଅ ଗୋଟିଏ ପୁଅକୁ ଯୌତୁକ ଦେଉଛି । ଏହି ଯୌତୁକ ଛୋଟ ଆମାଉଣ୍ଟ ନୂହେଁ, ସୁନାର କାର୍ ଓ ଏକ ହାଜର କୋଟି ଟଙ୍କା ବହୁତ ଅଧିକ ଅଟେ। ଆପଣ ଭାବୁଥିବେ କି ସେହି ଝିଅ ଦେଖିବାକୁ ବହୁତ ବେକାର ହୋଇଥିବ ସେଥିପାଇଁ ସେ ଏତେ ବଡ଼ ଆମାଉଣ୍ଟ ଦେବାକୁ ପ୍ରସ୍ତୁତ ହୋଇଛନ୍ତି । କିନ୍ତୁ ପ୍ରକୃତରେ ତାହା ନୂହେଁ ସେ ଦେଖିବାକୁ ଅତି ସୁନ୍ଦର ଓ ତାଙ୍କ ସୁନ୍ଦରତା ଆକର୍ଷଣୀୟ ଅଟେ। ଏହା ସତ୍ତ୍ୱେ କୌଣସି ପୁଅ ତାଙ୍କୁ ବାହା ହେବାପାଇଁ ରାଜି ହେଉନାହାନ୍ତି।

 

ପ୍ରକୃତରେ ଏହି ଝିଅଟି ବାହାଘର ପାଇଁ ଏମିତି ଏକ ଖାସ୍ ସର୍ତ ରଖିଛନ୍ତି। ଏହି ଝିଅର କହିବା କଥା କି ଯେଉଁ ପୁଅ ବଳବାନ ଓ ସାହସୀ ଅଟେ ମୁଁ ତାକୁ ହିଁ ବାହା ହେବି। କିନ୍ତୁ ଆଜି ପର୍ଯ୍ୟନ୍ତ ସେହି ଝିଅ ର ସର୍ତ କୁ କେହି ପୂରଣ କରି ପାରିଲେ ନାହିଁ । ଏହି ଝିଅର ଭାଇ ଦୁନିଆର ସବୁଠାରୁ ବଡ ତାନାଶାହା ଓ ଭୟଙ୍କର ଲୋକ ଅଟେ । ଏହି କାରଣରୁ କେହି ବି ହେଲେ ସେହି ଝିଅକୁ ବାହା ହେବାକୁ ସାହସ କରିପାରନ୍ତି ନାହିଁ । ଏଥିପାଇଁ ସେହି ଝିଅଟି ନିଜେ ଏମିତି ଏକ ବର ଖୋଜୁଛି କି ତାଙ୍କ ଭାଇ ସହିତ ଟକ୍କର ଦେଇପାରିବ ।

ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ସେହି ଝିଅର ଭାଇ ଆଉ କେହି ନୁହେଁ ସେ ହେଲେ ଉତ୍ତର କୋରିଆ ର ତନାଶାହା କିମ୍ ଉନ ଜଙ୍ଗ । କିମ୍ ଜଙ୍ଗ ତାଙ୍କ ଭଉଣୀ ପାଇଁ ଏକ ଯୋଗ୍ୟ ବର ଖୋଜୁଛନ୍ତି । ସେ ଏମିତି ଏକ ପୁଅକୁ ଖୋଜୁଛନ୍ତି ଯାହାର ହାଇଟ 5 ଫିଟ 10 ଇଞ୍ଚ ହେଇଥିବ ଏବଂ ସେହି ପୁଅର ଆଗରୁ କାହା ସହିତ ପ୍ରେମ ସମ୍ପର୍କ ନଥିବ । ଏତିକି ନୁହେଁ ପୁଅର ଓଜନ 75 କିଲୋ ହେବା ଦରକାର ଏବଂ ତାହାର ସିକ୍ସ ପ୍ୟାକ୍ ଆବ୍ସ ଥିବା ଦରକାର। ଏଥିରେ ଆପଣ କୁହନ୍ତୁ କି ଏତେ ପରଫେକ୍ଟ୍ ପୁଅ କେଉଁଠି ମିଳିବ। ଯଦି ମିଳି ଯାଏ ତାହାଲେ କଣ ସେହି ତାନଶାହ ର ଭଉଣୀ ସହ ବାହାହେବା ପାଇଁ ସାହାସ କରିପାରିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button