ବିଚାର

ଭଗବାନ ଶିବଙ୍କ ସବୁଠାରୁ ଅଧିକ ପ୍ରିୟ ହୋଇଥାନ୍ତି ଏହି ୬ଟି ନାମର ଲୋକ

ଏହି ଦୁନିଆରେ ବହୁତ ଲୋକ ଭଗବାନ ଶିବଙ୍କ ପାଖା ପାଖି ରହିବା ପସନ୍ଦ କରନ୍ତି, ଭଗବାନ ଶିବ ବହୁତ ଶୀଘ୍ର ନିଜ ଭକ୍ତ ମାନଙ୍କ ଉପରେ ପ୍ରଶନ ହୋଇଯାନ୍ତି ଓ ଭଗବାନ ତାଙ୍କ ଭକ୍ତ ସବୁ କଷ୍ଟ ଦୂର କରିଥାନ୍ତି, ଭଗବାନ ଶିବ ଠାରୁ ବହୁତ କମ ଏମିତି ଲୋକ ଥିବେ ଯିଏ ଦୂରେଇ ରହିବାକୁ ଚାହନ୍ତି । ଯଦି କାହା ଉପରେ ଭଗବାନ ଭୋଳେନାଥଙ୍କ ଆଶୀର୍ବାଦ ହୋଇଥାଏ, ତେବେ ସେହି ଲୋକ ଜୀବନ ସବୁ ଦୁଃଖ ସମାପ୍ତ ହୋଇଥାଏ ଏବଂ ସେହି ଲୋକ ସବୁ କିଛି ପ୍ରାପ୍ତ କରିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ନାମ ଲୋକଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ଭିତରେ ମହାଦେବଙ୍କ ଅଂସ ହୋଇଥାଏ ।

Image Courtesy: Google

୧. ଏ :

ଏ ନାମ ଲୋକ ଭଗବାନ ଶିବଙ୍କ ସବୁଠାରୁ ପ୍ରିୟ ହୋଇଥାନ୍ତି, ଏହି ଲୋକଙ୍କ ଜୀବନରେ କେବେ ବି ଭଗବାନ ଅନିଷ୍ଟ ହବାକୁ ଦିଅନ୍ତି ନାହିଁ, ରାହି ନାମ ଲୋକଙ୍କୁ କେବେ ଆର୍ଥିକ ସମସ୍ଯା ବା ଅନ୍ୟ କଷ୍ଟ ହୋଇନଥାଏ ।

୨. ସି :

ସି ନାମ ବ୍ୟକ୍ତି ଭଗବାନଙ୍କ ହୃଦୟ ବହୁତ ନିକଟ ହୋଇଥାନ୍ତି, ଏହି ଲୋକ ଯେବେ ବି ଭଗବାନଙ୍କୁ ମନ ଧ୍ୟାନ ଦେଇ ଡାକନ୍ତି ଭଗବାନ ଯାହା ହେଲେ ତାଙ୍କୁ ସାହାଜ୍ଯ କରିଥାନ୍ତି ତେବେ ଏହି ରାଶିଙ୍କ ସହ ଶତ୍ରୁତା କରିଥିବା ଲୋକଙ୍କ ଖରାପ ସମୟ ଆସିଥାଏ ସେଥିପାଇଁ କେବେ ବି ସି ନାମ ଲୋକଙ୍କ ସହ ଶତ୍ରୁତା କରନ୍ତୁ ନାହିଁ ଏହା ଆପଣଙ୍କ ପାଇଁ ଖ୍ଯାତି କାରକ ଅଟେ ।

Image Courtesy: Google

୩. ଜେ :

ଏହି ଅକ୍ଷର ନାମ ଲୋକ ଭଗବାନ ଶିବଙ୍କର ବହୁତ ବଡ ଭକ୍ତ ହୋଇଥାନ୍ତି, ଏହି ନାମ ଲୋକଙ୍କୁ ସବୁ ପ୍ରକାର ସୁଖ ପ୍ରାପ୍ତ ହୋଇଥାଏ । ତେବେ ଏହି ନାମ ଲୋକ କେବେ କାହାକୁ କଷ୍ଟ ଦିଅନ୍ତି ନାହିଁ, ଏହି ନାମ ଲୋକଙ୍କ ଉପରେ ସଦେବ ଭଗବାନ କୃପା କରନ୍ତୁ ।

୪. ପି :

ଏହି ଅକ୍ଷର ନାମ ଲୋକ ଉପରେ ଭଗବାନ ମହାଦେବ ସବୁବେଳେ ପ୍ରଶନ ରହିଥାନ୍ତି, ଏହି ନାମ ଲୋକଙ୍କୁ ଭଗବାନଙ୍କୁ ଖୁସି କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡି ନଥାଏ । ଏହି ନାମ ଲୋକଙ୍କୁ ମନ ଧ୍ୟାନ ଦେଇ ପୂଜା କଲେ ଭଗବାନ ବହୁତ ଶୀଘ୍ର ମାନି ଯାନ୍ତି ।

Image Courtesy: Google

୫. ଏସ :

ଏସ ଅକ୍ଷର ନାମ ଲୋକ ବହୁତ ଶାନ୍ତ ସ୍ଵଭାବ ର ହୋଇଥାନ୍ତି ତେବେ ଏହି ନାମ ଲୋକଙ୍କୁ ଯିଏ ଅସୁବିଧା କରିଥାଏ ଭଗବାନ ତାଙ୍କ ଜୀବନ ନର୍କ କରିଥାନ୍ତି ସେଥିପାଇଁ କେବେ କୌଣସି ଅସହାୟ ଲୋକଙ୍କୁ ଅସୁବିଧା କରନ୍ତୁ ନାହିଁ ଏହା ଦ୍ଵାରା ଭଗବାନ ଶିବ ରୁଷ୍ଠ ହୁଅନ୍ତି ଓ ଆପଣଙ୍କ ଉପରେ ପ୍ରକୋପ ପକେଇ ଥାନ୍ତି ।

୬. ଭି :

ଭି ନାମ ବ୍ୟକ୍ତି ଉପରେ ଭଗବାନ ଶିବଙ୍କ ବିଶେଷ କୃପା ହୋଇଥାଏ ଏହି ନାମ ଲୋକଙ୍କୁ କେବେ କୌଣସି ପ୍ରକାର ଅସୁବିଧା ହୋଇ ନଥାଏ ତେବେ ଭୁଲରେ ମଧ୍ୟ କେବେ ଏହି ନାମ ଲୋକଙ୍କୁ କଷ୍ଟ ଦବା ଉଚିତ ନୁହ ଏହା ଦ୍ଵାରା ସେହି ଲୋକର କିଛି ଅନିଷ୍ଟ ହୋଇ ନଥାଏ କିନ୍ତୁ ଆପଣଙ୍କ ଅନିଷ୍ଟ ସମୟ ଆସି ଯାଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button