ଜୀବନଶୈଳୀ

ରାବଣ ମହିଳା ମାନଙ୍କ ବିଷୟରେ ୪ଟି କଥା କହିଥିଲେ ଖରାପ ଅଟେ କିନ୍ତୁ ମହାସତ୍ୟ ,ବିଶ୍ୱାସ ନଲାଗୁଥିଲେ ପ୍ରମାଣିତ

ନମସ୍କାର ଦର୍ଶକବନ୍ଧୁ ରାବଣ ମହିଳା ମାନଙ୍କ ବିଷୟରେ ଏପରି ଚାରୋଟି ସତ୍ୟ କହିଛନ୍ତି ଯାହା ଜାଣିବା ପରେ ଭାବିବେ ଯେ ରାବଣ ସତରେ ବହୁତ ବଡ଼ ଜ୍ଞାନୀ ଥିଲା ରାବଣ କହିଥିଲେ କି ଏମିତି ମହିଳା ଠାରୁ ଯେତେ ଜଲ୍ଦି ହେବ ଦୁରେଇ ଯାଅ ତାହା ଆପଣଙ୍କ ପାଇଁ ଭଲ ହେବ ଆହୁରି କେତେ କଥା ମଧ୍ୟ ରାବଣ କହିଥିଲେ ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ |ରାବଣର ଏହି କଥା ଜାଣିବା ପରେ ଆପଣ ନିଶ୍ଚିତ ଭାବରେ କିଛି ଭଲ କଥା ଶିଖିବାକୁ ପାଇବେ |ରାବଣ ଲଙ୍କାର ରାଜା ଥିଲେ ଯାହାକି ରାମାୟଣର ଏକ ବଡ଼ ଚରିତ୍ର ଅଟେ ସେ ନିଜକୁ ଦଶଟି ନାମ ଥିବା ନାମରେ ମଧ୍ୟ ପରିଚିତ କରିଥିଲେ |ରାବଣ ଏତେ ଜ୍ଞାନୀ ଥିଲେ ଯେ ଆଗକୁ ତାଙ୍କୁ ଜଣା ପଡ଼ିଯିବ ଯେ କଣ କଣ ସବୁ ହେବାର ଅଛି |

ବନ୍ଧୁଗଣ ପ୍ରଥମ କଥା ହେଉଛି ସ୍ତ୍ରୀର ଲୋଭ ରାବଣ ପ୍ରାଣ ତ୍ୟାଗ କରିବା ପୂର୍ବରୁ ସ୍ତ୍ରୀ ଲୋକମାନଙ୍କ ବିଷୟରେ ଏହା କହିଥିଲେ କି ସ୍ତ୍ରୀ ଲୋକମାନେ ବହୁତ ସ୍ୱାର୍ଥପର ଅଟନ୍ତି ନିଜର ସ୍ୱାର୍ଥ ହାସଲ କରିବା ପାଇଁ ବହୁତ ତଳକୁ ଖସି ଯାଇପାରନ୍ତି |ତ କାହାକୁ ଧୋକା ଦେବାରୁ ହେଉ କିମ୍ବା କାହାକୁ ରାସ୍ତାରୁ ହଟାଇ ଦେବାର ହେଉ ବା କାହାକୁ ଆପଣାଇ ନେବାକୁ ପଡ଼ିଲେ ତାହାକୁ ସ୍ତ୍ରୀ ଲୋକମାନେ କରିଦେବେ ତ ଏମିତି ନାରୀ ମାନେ ନିଜ ଲୋଭରେ ଚାଲି କିଛି ବି କରିପାରନ୍ତି ଆପଣମାନେ ଜାଣି ପାରୁଥିବେ ଏହି କଥା କେତେ ଦୂର ସତ୍ୟ ଅଟେ |

ଦ୍ୱିତୀୟ କଥା ରାବଣ ଏହା ବି କହିଥିଲେ କି ସ୍ତ୍ରୀ ଲୋକମାନେ ନିଜର କଥାରେ ବହୁତ ଜଲ୍ଦି ଓଲଟି ଯାଇଥାଆନ୍ତି ଏମିତିରେ ଏମାନେ କେବେବି ସତ୍ୟ କୁହନ୍ତି ନାହିଁ ଏହାର କାରଣ ଅଟେ କି ସ୍ତ୍ରୀ ମାନଙ୍କ ଉପରେ ବହୁତ ଭାବି ଚିନ୍ତା ଭରସା କରିବା ଉଚିତ ଏମିତିରେ ସ୍ତ୍ରୀ ମାନେ ୟା କଥାକୁ ନେଇ ତା କଥାକୁ ନେଇ ଆ ଆଗରେ କହିଥାଅନ୍ତି ଏମିତି କରି ନାରୀ ମାନେ ତାଙ୍କ ମଝିରେ ଲଢ଼େଇ ଝଗଡ଼ା ମଧ୍ୟ କରିଥାଆନ୍ତି ଏବେ ଆପଣ ଦୈନିକ ଜୀବନରେ ଏହି କଥାର ସତ୍ୟତା ଜାଣି ପାରୁଥିବେ |

ରାବଣ ନିଜ ପ୍ରାଣ ତ୍ୟାଗ ପୂର୍ବରୁ ଏହା ମଧ୍ୟ କହିଥିଲେ କି ନାରୀ ମାନଙ୍କ ପେଟରେ କୌଣସି ବି କଥା ରାଜ ଲୁଚିକି ରହେ ନାହିଁ କେବେବି ଆପଣ ସେହି ସ୍ତ୍ରୀର ନିଜର ହେଉଥାଉ ସେ ଆପଣଙ୍କ ରହସ୍ୟ ଦିନେ ନା ଦିନେ ବାହାରକୁ ଖୋଲିଦେବ ଏମିତିରେ ସ୍ତ୍ରୀ ଲୋକମାନେ ଗୁପ୍ତ ରାଜର କଥାକୁ ମଧ୍ୟ ନିଆଁ ପରି ଖେଳାଇ ଦେଇଥାଆନ୍ତି |ଏହି କାରଣରୁ କୌଣସି ସ୍ତ୍ରୀ ଲୋକଙ୍କୁ ନିଜ ଗୁପ୍ତ କଥା କହିବା ଜରୁରୀ ହୋଇନଥାଏ |

ଚତୁର୍ଥ କଥା ସ୍ତ୍ରୀ ଲୋକମାନେ କାହା କଥାରେ ବହୁତ ଜଲ୍ଦି ଆସି ଯାଇପାରନ୍ତି ଏବଂ କାହା ଜାଲରେ ମଧ୍ୟ ବହୁତ ଜଲ୍ଦି ଫସି ଯାଇଥାଆନ୍ତି ସେ କେଉଁ ପୁରୁଷ ହେଉ କିମ୍ବା ସ୍ତ୍ରୀ ହେଉ ଏମିତି ସ୍ତ୍ରୀ ମାନେ ପର କଥାରେ ଭାସି ଯାଇ ନିଜ ଘରର ବିନାଶ କରିବାକୁ ବସିଥାଆନ୍ତି

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button