ଜୀବନଶୈଳୀ

ଆଜିର ଏହି ପୋଷ୍ଟରେ ୧୦ଟି ଅନୁଚିନ୍ତା ବିଷୟରେ ଆଲୋଚନା କରିବା । ଯାହାକି ଆପଣଙ୍କ ଜୀବନ ପରିବର୍ତ୍ତନ କରିଦେବ

ନମସ୍କାର ଜୟ ଜଗନ୍ନାଥ ବନ୍ଧୁଗଣ, ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ସ୍ୱାଗତ । ଆଜିର ଏହି ପୋଷ୍ଟରେ ଆମେ ଆପଣ ମାନଙ୍କୁ ୧୦ ଟି ଅନୁଚିନ୍ତା ଜଣେଇବୁ। ତେଣୁ ଏହାକୁ ଶେଷ ଯାଏଁ ନିଶ୍ଚିତ ପଢନ୍ତୁ ।

ଗୋଟିଏ ହାତ ଉଠାଇ ଭଗବାନ କିମ୍ବା ମଣିଷଙ୍କୁ କାହାରିକୁ ନମସ୍କାର କରିବା ଉଚିତ ନୁହେଁ। ଦୁଇ ହାତ ଯୋଡି ନମସ୍କାର କରନ୍ତୁ। ଯଦି ଆପଣ ରାସ୍ତାରେ ଯିବା ବେଳେ ହେଣ୍ଡେଲ ଧରିଛନ୍ତି ତେବେ ମୁଣ୍ଡ ନୁଆଁଇ ଦିଅନ୍ତୁ। ସେତିକିହିଁ ଯଥେଷ୍ଟ।

ନାରୀମାନେ ସ୍ନାନ ପରେ ଆଙ୍ଗୁଳିରେ ସିନ୍ଦୁର ପିନ୍ଧନ୍ତୁ ନାହିଁ। କେବଳ ରୁପା କଣ୍ଟା କିମ୍ବା ଝିଙ୍କ କାଠିରେ ସିନ୍ଦୁର ପିନ୍ଧନ୍ତୁ। ସ୍ବାମି ଏବଂ ସ୍ତ୍ରୀ ମାନଙ୍କ ପାଇଁ ମଙ୍ଗଳ ହୋଇଥାଏ।

ପିତୃପୁରୁଷଙ୍କ ଫୋଟ ଦକ୍ଷିଣ କିମ୍ବା ପଶ୍ଚିମ ଦିଗ କାନ୍ଥରେ ନ ଲଗେଇ ଉତ୍ତର ଦିଗ କାନ୍ଥରେ ଲଗାଇଲେ ତାଙ୍କର ମୁହଁଟି ଦକ୍ଷିଣ ଆଡ଼କୁ ରହିବ। ଏଥିରେ ମଙ୍ଗଳ ହେବ।

Google

ଘରର ଦକ୍ଷିଣ କାନ୍ଥରେ ଘଣ୍ଟା ରଖନ୍ତୁ ନାହିଁ। ଅଚଳ ଘଣ୍ଟା ଘରେ ରଖନ୍ତୁ ନାହିଁ। ଘଣ୍ଟାର ସମୟ ସର୍ବଦା ଆଗକୁ ରଖିବେ।

ଆଲମାରୀ ବା ଗଡ଼ରେଜର ମୁହଁ ଦକ୍ଷିଣ ଦିଗ କରି ରଖିବେ ନାହିଁ ଯଦି ଏପରି ହୁଏ ତେବେ ଘରର କାହାର ନାଁ କାହାର ଦେହ ଅସୁସ୍ଥ ରହୁଥିବ ତା ପଛରେ ସବୁବେଳେ ଟଙ୍କା ଖର୍ଚ୍ଚ ହେଉଥିବ।

ଶ୍ରୀ ଯନ୍ତ୍ର କିମ୍ବା ଲାଲ କପଡ଼ାରେ ଗୁଡା ହୋଇଥିବା ନଡିଆ ମା ଲକ୍ଷ୍ମୀଙ୍କ ପାଖରେ ରଖିଲେ ଘରର ମଙ୍ଗଳ ହୋଇଥାଏ।

ଘରେ ବ୍ୟବହୃତ ପାଣି ଟେପର ପାଣି ବନ୍ଦ ପରେ ବି ଟେପରୁ ପାଣି ପଡିଲେ ଘରର ଅମଙ୍ଗଳ ହୋଇଥାଏ। ଏହା ଫଳରେ ଯେତେ ରୋଜଗାର କଲେ ମଧ୍ୟ ଘରକୁ କୁଳାଏ ନାହିଁ।

କେଶ ଉପୁଡୁ ଥିଲେ ଲୁଣ ଗୁଣ୍ଡ, ଦୁଦୁରା ପତ୍ର ରସ ସାତ ଦିନ ଲେଖାଏଁ ମୁଣ୍ଡରେ ଲଗେଇଲେ ଭଲହୁଏ ।

Google

ପେଟରେ ଗ୍ୟାସ ସମସ୍ୟା ଥିଲେ ଖାଇବା ପରେ ଅଳ୍ପ ଜୁଆଣି ଖାଆନ୍ତୁ। ଏବଂ ପ୍ରତ୍ୟକ ଖାଦ୍ୟ ପ୍ରସ୍ତୁତିରେ ହେଙ୍ଗୁକୁ ବ୍ୟବହାର କରନ୍ତୁ। ଗ୍ୟାସ ସମସ୍ୟା ରହିବ ନାହିଁ।

ଧାନ, ମୁଗ, ଗହମ, ମାଣ୍ଡିଆ, ସୋରିଷ, କଳାରାଶିକୁ ଏକାଠି କରି କପଡ଼ାରେ ବାନ୍ଧି ସବୁ ରୁମରେ ଥୋଇଲେ ଆପଣଙ୍କ ଘରକୁ ଶୁଭ ଫଳ ମିଳିଥାଏ।

ବନ୍ଧୁଗଣ ଆଶା କରୁଛୁ ଏହି ଆର୍ଟିକିଲଟି ଆପଣଙ୍କୁ ନିଶ୍ଚିତ ଭଲ ଲାଗିଲା ତେବେ ଆଉ ଡେରି ନ କରି ଗୋଟିଏ ଲାଇକ ନିଶ୍ଚିତ କରନ୍ତୁ ଓ ଏହାକୁ ସେଆର କରି ଦିଅନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button