ଜୀବନଶୈଳୀ

କେବଳ କରନ୍ତୁ ଏହି ଗୋଟିଏ ଉପାୟ ଆଉ ଦେଖନ୍ତୁ କେମିତି କମୁଛି ପେଟ

ବନ୍ଧୁଗଣ ଆଜି କାଲି ଆମେ ଫାଷ୍ଟ ଫୁଡ କୁ ଖାଇଥାଉ ତାହା ଆମ ଶରୀରକୁ ମୋଟା କରିଥାଏ। ତେବେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସହଜ ଉପାୟରେ କିପରି ଓଜନ କମାଇବା ଆସନ୍ତୁ ଜାଣିବା ଏହା ବିଷୟରେ। ସ୍ପଷ୍ଟ ଭାବରେ ଉପାୟ କୁ କରିବା ଦ୍ଵାରା ପେଟରେ ଜମି ଯାଇଥିବା ଚର୍ବି କମିଯାଇଥାଏ।
ଏହି ଉପାୟ ରେ କମି ଥିବା ଓଜନ ଏତେ ଶୀଘ୍ରବଢି ନ ଥାଏ। ଏହି ଉପାୟ କୁ ଆପଣ ଘରେ ତିଆରି କରିପାରିବେ ଏହା ଏକ ଘରୋଇ ଉପକରଣ ଅଟେ। ଏହି ଉପକରଣ କରିବା ପାଇଁ ଆମ କୁ ଆବଶ୍ୟକ ହୋଇଥାଏ ଲବଙ୍ଗ, ଡାଲ ଚିନି ଏବଂ ଜିରା।
୧:- ଲବଙ୍ଗ ଏକ ସାମାନ୍ଯ ଜିନିଷ ଅଟେ ଯାହା ଆମକୁ ଘରେ ସହଜ ରେ ମିଳିଯାଇଥାଏ। ଏହା ଆମ ଶରୀରରେ କଲୋଷ୍ଟ୍ରୋଲ କୁ କମ୍ କରିବାରେ ସହଜ କରିଥାଏ ବିଶେଷ କରି ଏହା ଆମ ପେଟ ଭାଗରେ ଥିବା ଚର୍ବି ଅଂଶ କୁ ଯଥା ଶୀଘ୍ର କମ୍ କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।
ଏଥିରେ ଭିଟାମିନ – ଏ , ଭିଟାମିନ -ବି , ଭିଟାମିନ -କେ ଏବଂ ପ୍ରୋଟିନ ଭାର ପୁର ରହିଥାଏ। ଏହା ଛଡା ଆମ ଶରୀରରେ କଲୋଷ୍ଟ୍ରୋଲ କୁ ଘଟାଇବାର ମୁଖ୍ୟ କାର୍ଯ୍ୟ କରିଥାଏ।
୨:- ଦ୍ଵିତୀୟ ଜିନିଷ ହେଉଛବି ଡାଲ ଚିନି ଏହା ଆମ ଶରୀରରେ କଲୋଷ୍ଟ୍ରୋଲ କୁ କମ୍ କରିବାରେ ସାହାଯ୍ୟ କରିବା ସହିତ ଡାଇବେଟିସ କୁ ନିୟନ୍ତ୍ରଣ ରେ ରଖିଥାଏ ଏବଂ ଶରୀରର ମେଟାବଲିସମ କୁ ବୃଦ୍ଧି କରିଥାଏ। ଏହା ଦ୍ଵାରା ଆମ ଶରୀରରେ ଥିବା କଲୋଷ୍ଟ୍ରୋଲ ଜଳଦି ତରଳି ଯାଇଥାନ୍ତି ଏବଂ ଆମେ ଓଜନ ହ୍ରାସ କରିଥାଉ।
୩:- ଶେଷ ହେଉଛି ଜିରା ଏହା ଆମ ଶରୀରରେ ଯେଉଁ ଖାଦ୍ୟ ର ସେବନ କରିଥାଉ ତାହାକୁ ଖଣ୍ଡ କରିବାରେ ସାହାଯ୍ୟ କରିଥାଏ। ଆମ ମେଟାବାଲିସମ କୁ ବଢି ଦେଇଥାଏ ବ୍ଲଡ଼ ସୁଗାର କୁ ନିୟନ୍ତ୍ରଣ ରେ ରଖେ ଏବଂ ଶରୀରରେ ଥିବା କଲୋଷ୍ଟ୍ରୋଲ କୁ ମଧ୍ୟ କମାଇଥାଏ।
ଏବେ ଏହି ତିନୋଟି ଜିନିଷ କୁ ସମାନ ମାତ୍ରା ରେ ନେଇ ଗ୍ରାଇଣ୍ଡ କରିନେବେ। ଏହି ପାଉଡର କୁ ଆପଣ ସୂର୍ଯ୍ୟ କିରଣରୁ ଲୁଚାଇ ରଖିବେ ଡବାରେ ସୁରକ୍ଷିତ ରଖିବେ।
ଏହି ପାଇଦାର କୁ ପାଣି ମିଶେଇ ଦଶ ମିନିଟ୍ ପାଇଁ ଫୁଟାଇବେ ଏବଂ ଏହାକୁ ଯେତିକି ଗରମ ପିଇପାରିବେ ସେତିକି ମାତ୍ରା ରେ ଏହି ପାଣି କୁ ପିଇବେ। ଦେଖିବେ ଏହାକୁ ପ୍ରୋୟଗ କରିବାର ପନ୍ଦର ଦିନ ମଧ୍ୟରେ ଆପଣ ନିଜର ଶରୀରରେ ପରିବର୍ତ୍ତନ ଦେଖିବେ ବହୁତ ଶୀଘ୍ର ଆପଣଙ୍କର ମୋଟାପଣ ଦୂର ହୋଇଯିବ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button