ଦେଶ ବିଦେଶ

IPL ରେ ନେଟ ବୋଲର ଙ୍କୁ କେତେ ମିଳେ ଦରମା ? ଜାଣି ହେବେ ଆଶ୍ଚର୍ଯ୍ୟ

ବନ୍ଧୁଗଣ କାଲି ଠାରୁ ଆରମ୍ଭ ହେବ ଆଇପିଏଲ 2023 । ପ୍ରଥମ ମ୍ଯାଚରେ ମୁହାଁ ମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ ଓ ଗୁଜୁରାଟ ଟାଇଟନ୍ସ । ଆଇପିଏଲ କୁ ନେଇ ସବୁ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି । ଏହା ସହ ନିଜ ହୋମ ଟାଉନରେ ଟ୍ରେନିଙ୍ଗ କ୍ୟାମ୍ପ ମଧ୍ୟ ଆରମ୍ଭ ହୋଇ ଗଲାଣି । ଖେଳାଳୀ ମାନଙ୍କ ପ୍ରତାଇଶ ପାଇଁ ଏହି କ୍ୟାମ୍ପକୁ ନେଟ ବୋଲର୍ସଙ୍କୁ ଡାକରା ଆସିଥାଏ ।

ହେଲେ ଆପଣ ଜାଣିଛନ୍ତି କି ଆଇପିଏଲ ରେ ନେଟ ବୋଲର୍ସଙ୍କୁ କେତେ ଟଙ୍କା ଦରମା ମିଳିଥାଏ । ଆଇପିଏଲ ଖେଳାଳିଙ୍କୁ କେତେ ଟଙ୍କା ଦରମା ମିଳିବ ତାହା ନିଲାମି କଣ୍ଟ୍ରାକ୍ଟ ରୁ ଧାର୍ଯ୍ୟ ହୋଇଥାଏ । ହେଲେ ନେଟ ବୋଲର୍ସଙ୍କୁ କେତେ ଦରମା ଇଲେ ତାହା କାହାକୁ ଜଣା ନ ଥାଏ । ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଯଦି ଆପଣଙ୍କୁ କୁହାଯିବ ନେଟ ବୋଲର୍ସଙ୍କୁ ତାଙ୍କ ପାରିଶ୍ରମିକ କିଛି ବି ମିଳେ ନାହି ସେମାନେ ଫ୍ରୀ ରେ ସର୍ଭିସ ଦେଇଥାନ୍ତି ତେବେ ଆପଣ ନିଶ୍ଚୟ ଚକିତ ହେବେ । ଆପଣ ଭାବିବେ ଖେଳାଳି ଓ ଷ୍ଟାଫଙ୍କୁ କୋଟି କୋଟି ଟଙ୍କା ଦେଉଥିବ ଫ୍ରାଞ୍ଚାଇଚ କଣ ସତରେ ନେଟ ବୋଲର୍ସଙ୍କୁ ଫ୍ରୀ ରେ କାମ କରାଇଥାନ୍ତି । ଆଜ୍ଞା ହଁ ଏ କଥା ପୁରା ସତ । ଆଇପିଏଲ ରେ ନେଟ ବୋଲର୍ସଙ୍କୁ ଫ୍ରୀ ରେ ରଖାଯାଇଥାଏ ।

କୋରୋନା ପୂର୍ବରୁ ନେଟ ବୋଲର୍ସ ଫ୍ରୀ ରେ ରହୁଥିଲେ । ହେଲେ କୋରୋନା ବେଳେ ପ୍ରୋଟୋକୋଲ ମାନେ ସେମାନଙ୍କୁ ବାୟୋ ଗୁଗୁଲ ରେ ରଖାଗଲା । ସେମାନଙ୍କୁ ସାଙ୍ଗରେ ନେବା ଆଣିବା ବି କରାଗଲା । ଆଉ ସେତେବେଳେ ସେମାନଙ୍କୁ ଗୋଟେ ସିଜିନରେ 5 ଲକ୍ଷ ଟଙ୍କା ଦିଆଯିବା ସହ ରହିବା, ଖାଇବା ଖର୍ଚ୍ଚ ବି ବହନ କରା ଯାଉଥିଲା ।

ହେଲେ ଏବେ କୋରୋନା ଶେଷ ହେବା ପରେ ଖେଳାଳୀ ଙ୍କୁ ଫ୍ରୀ ରେ ରହିବାର ପରମ୍ପରା ଆରମ୍ଭ ହୋଇଯାଇଛି । ଟିମ ଯେଉଁ ସହରକୁ ମ୍ଯାଚ ଖେଳିବାକୁ ଯାଇଥାଏ ସେଠାରୁ ଲୋକାଲ ନେଟ ବୋନର୍ସ ଙ୍କ ବ୍ୟବସ୍ଥା କରା ଯାଇଥାଏ । ସେଥିପାଇଁ ନେଟ ବୋଲର୍ସ ଙ୍କୁ ସାଙ୍ଗରେ ରଖିବା, ଖାଇବା, ହୋଟେଲ ଖର୍ଚ୍ଚ ବହନ କରିବା ଜରୁରତ ପଡୁ ନାହି ।

ଯଦି ଫ୍ରାଞ୍ଚାଇଚ ଙ୍କ କୌଣସି ଖାସ ନେଟ ବୋଲରଙ୍କ ଆବଶ୍ୟକତା ରହିଥାଏ ତେବେ ସେମାନେ ଟିମ ମ୍ୟାନେଜମେଣ୍ଟ ଦ୍ଵାରା ତାଙ୍କୁ ସ୍ଵତନ୍ତ୍ର ଡାକିଥାନ୍ତି । ଆଉ ତାଙ୍କୁ ଦିନ ହିସାବରେ 7000 ଟଙ୍କା ଦିଆ ଯାଇଥାଏ । ଟିମ ସହ ଯୋଡି ହେବା ପରେ ନେଟ ବୋଲର୍ସଙ୍କ ଡାଏଟ ର ଧ୍ୟାନ ଫ୍ରାଞ୍ଚାଇଚ ରଖିଥାଏ । ଅନେକ କିଛି ଶିଖିବାକୁ ମିଳିଥାଏ । ଯେମିତି କି ଷ୍ଟାର ବୋଲରଙ୍କୁ ବୋଲିଙ୍ଗ କରିବାର ସୁଯୋଗ ମିଳିଥାଏ । କୋଚ ଙ୍କ ଠାରୁ ବିଭିନ୍ନ ଟେକନିକା ଶିଖିବାକୁ ମିଳିଥାଏ । ନିଜର ଦୁର୍ବଳ ପଏଣ୍ଟ ସୁଧାରିବାର ସୁଯୋଗ ମିଳିଥାଏ । ଯଦି କୌଣସି ସ୍ପୋର୍ଟ୍ସ ଏକାଡେମି ନିଜ ତରଫରୁ ନେଟ ବୋଲର୍ସ ଦେଇଥାନ୍ତି ତେବେ ସେଠାରେ ତାଙ୍କୁ ଟଙ୍କା ଦିଆଯାଏ ନାହି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button