ମନୋରଞ୍ଜନ

କାଜୋଲ ଏବଂ କରିନା ଭଳି ଆଉ କେତେ ଅଭିନେତ୍ରୀ ମାନଙ୍କ ଭଉଣୀ ଦେଖିବା ପାଇଁ ତାଙ୍କ ଠାରୁ ବି ସୁନ୍ଦର ଅଛନ୍ତି

ଆଜି ଆମେ ଆପଣଙ୍କୁ ବଲୀଉଡ ଜଗତ ଏମିତି କିଛି ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କ ଭଉଣୀ ମାନଙ୍କ ସହ ଦେଖା କରେଇବା ପାଇଁ ଚାହୁଁଛୁ ଯିଏ ନିଜ ଭଉଣୀ ଠାରୁ ବି ସୁନ୍ଦର ଅଟନ୍ତି ଓ ନିଜ ନିଜ ଫିଲ୍ଡରେ ବହୁତ ଭଲ କାମ କରିଛନ୍ତି, କଣ ଆପଣ ମାନେ ଜାଣିଛନ୍ତି ଏହି ଅଭିନେତ୍ରୀ ମାନଙ୍କ ଭଉଣୀ ମାନଙ୍କୁ ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା । ଯେମିତିକି ଆପଣ ମାନେ ଜାଣିଥିବେ ବହୁତ ଏମିତି ଭଉଣୀ ଅଛନ୍ତି ଯେଉଁମାନେ ସମସ୍ତେ ବଲୀଉଡରେ କାମ କରନ୍ତି ସେମାନେ ନିଜ ନିଜ କାମରେ ବହୁତ ଫେମସ ମଧ୍ୟ ଅଟନ୍ତି ।

Image Courtesy: Google

୧. କଙ୍ଗନା ରଣାବତ :

କଙ୍ଗନା ରଣାବତ ଏମିତି ଗୋଟେ ଅଭିନେତ୍ରୀ ଯିଏ ନିଜ ପରିଶ୍ରମ ଓ କଷ୍ଟ ଦ୍ଵାରା ବଲୀଉଡ ଜଗତରେ ନିଜ ସ୍ଥାନ ପ୍ରାପ୍ତ କରିଛନ୍ତି ତେବେ କଙ୍ଗନାଙ୍କ ଭଉଣୀ ଦେଖିବା ପାଇଁ କଙ୍ଗା ଭଳି ଅଛନ୍ତି ତାଙ୍କ ନାମ ରଙ୍ଗୋଲି ରଣାବତ ଅଟେ ରଙ୍ଗୋଲି ଯେତେ ବେଳେ ୧୮ ବର୍ଷର ଥିଲେ କୌଣସି ଗୁଣ୍ଡା ତାଙ୍କ ଉପରେ ଏସିଡ ପକେଇଥିଲା ଯାହା ଦ୍ଵାରା ତାଙ୍କ ମୂହ ପୋଡି ଯାଇଥିଲା ଏହା ପରେ ତାଙ୍କର ବହୁତ ସର୍ଜରୀ ହେଲା ଯାହା କଷ୍ଟ ତାଙ୍କୁ ସହିବାକୁ ହେଲା ତଥାପି ତାଙ୍କ କାନ ଭଲ ହୋଇ ପାରିଲା ନାହିଁ ବର୍ତମାନ ରଙ୍ଗୋଲି ନିଜ ବାପା ମା କଥା ମାନି ବିବାହ କରିଛନ୍ତି ଓ ନିଜ ସ୍ଵାମୀ ଛୁଆ ମାନଙ୍କ ସହ ବହୁତ ଖୁସିରେ ଅଛନ୍ତି ।

Image Courtesy: Google

୨. ପ୍ରିୟଙ୍କା ଚୋପଡା :

ପ୍ରିୟଙ୍କା ଚୋପଡା ଫିଲ୍ମ ଦୁନିଆ ର ବହୁତ ବଡ ନା ଅଟେ ତାଙ୍କ ଅଭିନୟ ଏବଂ ସୁନ୍ଦରତା ପାଇଁ ସେ କେବଳ ବଲୀଉଡରେ ନୁହ ହଲିଉଡରେ ମଧ୍ୟ ଫେମସ ହୋଇଛନ୍ତି । ତାଙ୍କ ଭଉଣୀ ପରିନିତି ଚୋପଡାଙ୍କୁ ଆପଣ ମାନେ ସମସ୍ତେ ଜାଣିଥିବେ ସେ ମଧ୍ୟ ଭଲ ଅଭିନେତ୍ରୀ ଅଟନ୍ତି ଓ ମନାରା ଚୋପଡା ମଧ୍ୟ ପ୍ରିୟଙ୍କା ଚୋପଡା ଭଉଣୀ ଅଟନ୍ତି ଓ ଜିଦ ଏବଂ ଅନ୍ୟ ଚଳଚିତ୍ରରେ କାମ କରିଛନ୍ତି ।

Image Courtesy: Google

୩. କରିନା କପୁର :

କରିନା କପୁର ହିନ୍ଦୀ ବଲୀଉଡ ଜଗତରେ ବହୁତ ଅଭିନୟ କରିଛନ୍ତି ଏବଂ ବହୁତ ସୁପର ଡୁପର ହିଟ ଫିଲ୍ମ ମଧ୍ୟ କରିଛନ୍ତି ତେବେ ଆମେ ଆପଣଙ୍କୁ ଏହା କହିବାକୁ ଚାହୁଁ ଯେ କରିସ୍ମା କପୁର କରିନାଙ୍କ ଭଉଣୀ ଅଟନ୍ତି ଓ ଦେଖିବା ପାଇଁ କରିନା ଠାରୁ ବହୁତ ସୁନ୍ଦରୀ ମଧ୍ୟ ଲାଗନ୍ତି ଓ କରିସ୍ମା ମଧ୍ୟ ବହୁତ ଚଳଚିତ୍ର କରିଛନ୍ତି ଯାହା ବହୁତ ହିଟ ହୋଇଛି ।

Image Courtesy: Google

୪. କାଜୋଲ :

କାଜୋଲ ନିଜ ସମୟ ବହୁତ ଭଲ ଅଭିନେତ୍ରୀ ଅଟନ୍ତି ସେ ତାଙ୍କ ଅଭିନୟ ଦ୍ଵାରା ଲୋକଙ୍କ ମନ ଉପରେ ଏମିତି କିଛି ଭଲ ପାଇବା ଛାଡିଛନ୍ତି ଯାହା ଦ୍ଵାରା ଲୋକ ଆଜି ବି ତାଙ୍କୁ ମନେ ରଖିଛନ୍ତି ତେବେ ତାଙ୍କ ଭଉଣୀ ନା ତାନ୍ୟା ମୁଖାର୍ଜୀ ଅଟେ ସେ ବହୁତ ଚଳଚିତ୍ରରେ କାମ କରିଛନ୍ତି ଓ ବିଗ ବସ ଭଳି ରିଆଲିଟି ସୋରେ ମଧ୍ୟ ରନଅର ଅପ ରହିଛନ୍ତି । ତାନ୍ୟା ବିବାହ କରି ନାହାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button