ପିଏମ ଆବାସ ଯୋଜନାକୁ ନେଇ ଆସିଲା ବଡ଼ ଖୁସି ଖବର ,ଖୁବ ଶୀଘ୍ର ହିତାଧିକାରୀ ମାନେ ପାଇବାକୁ ଯାଉଛନ୍ତି ଘର ଜାଣନ୍ତୁ କିପରି କରିବେ ଆବେଦନ

ଏବେ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଆସିଲା ବଡ଼ ଖୁସି ଖବର ଯାହାକି ୩ କୋଟି ଘର ଦେବେ ସରକାର ସହାୟତା ରାଶି ବି ବଢ଼ିବ କଣ ହେଇଚି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ନୂଆ ଘୋଷଣା ଆଜିର ବିଷୟରେ ସମ୍ପୂର୍ଣ୍ଣ ଅପଡେଟ ଆମେ ଆପଣଙ୍କୁ ଦେବାକୁ ଯାଉଛୁ ବିଷୟଟିକୁ ଶେଷ ଯାଏ ନିଶ୍ଚୟ ଦେଖନ୍ତୁ | ତୃତୀୟ ଥର ଭାବରେ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟକାଳ ଆରମ୍ଭ କରି ସାରିଛନ୍ତି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ କାର୍ଯ୍ୟ ଭାର ଆରମ୍ଭ କରୁ କରୁ ବଡ଼ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଶପଥ ନେବା ପରେ ଦାୟିତ୍ୱ ନେବାର ପ୍ରଥମ ଦିନରେ ଚାଷୀ ମାନଙ୍କ ପାଇଁ ବଡ଼ ଘୋଷଣା କରିଥିଲେ | ତାହା ହେଲା ପିଏମ କିଷାନ ଯୋଜନାରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ | ନିର୍ବାଚନ ବେଳେ ଅନେକ ପ୍ରତିଶୃତି ପିଏମ ମୋଦି ଦେଇଥିଲେ ସେଥି ମଧ୍ୟରୁ ଗୋଟିଏ ହେଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା |
କାର୍ଯ୍ୟକାଳ ଆରମ୍ଭ ହେବା ପରେ ପ୍ରଥମ ବୈଠକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ତିନି କୋଟି ଘର ନିର୍ମାଣ ଯୋଜନାକୁ ଅନୁମୋଦନ କରାଯାଇଛି | ଖୁବ ଶୀଘ୍ର ଏନେଇ ମଧ୍ୟ ପ୍ରକ୍ରିୟା ଆରମ୍ଭ ମଧ୍ୟ କରାଯିବ ପିଏମ ଆବାସ ଯୋଜନାରେ ଘର ପାଇବା ପାଇଁ ଅନଲାଇନ ରେଜିଷ୍ଟ୍ରେସନ ଆରମ୍ଭ ହେବାକୁ ଯାଉଛି ଦେଶରେ ଜଣେ ବି ବାସ ଗୃହରୁ ବଞ୍ଚିତ ହେବେ ନାହିଁ ତାହା ନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆରମ୍ଭ କରା ଯାଇଥିଲା |
ଆଉ ଦେଶର କୋଟି କୋଟି ଜନତା ଏହାର ଲାଭ ଉଠାଇଛନ୍ତି ଆହୁରି ଅନେକ ଲୋକ ପାଇବାକୁ ମଧ୍ୟ ଯାଉଛନ୍ତି | କେବଳ ସେତିକି ନୁହେଁ ପିଏମ ଆବାସ ଯୋଜନାରେ ସହାୟତା ରାଶି ମଧ୍ୟ ବୃଦ୍ଧି କରିପାରନ୍ତି ନରେନ୍ଦ୍ର ମୋଦି ଏହା ହେଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳୁଥିବା ରାଶି ମଧ୍ୟ ଅଧିକ ପାଇବେ ହିତାଧିକାରୀ