ସ୍ୱାସ୍ଥ୍ୟ

ଅଣ୍ଡା ଖାଇ ସାରିଲା ପରେ ଭୁଲରେ ବି ଏହି ଦୁଇଟି ଜିନିଷ ଖାଇବେ ନାହିଁ, ନହେଲେ ପରିଣାମ ହେବ ଭୟଙ୍କର

ଅଣ୍ଡା ଖାଇ ସରିବା ପରେ ଭୁଲରେ ବି ଦୁଇଟି ଜିନିଷ ଖାଇବେ ନାହିଁ। ଲୋକ ମାନେ ନିଜ ଶରୀରକୁ ମେନଣ୍ଟେନ କରିବା ପାଇଁ ଡ଼ାଇଟିଂ କରନ୍ତି। ହେଲେ ଡାଲି ଦହି କ୍ଷୀର ମାଛ ମାଂସ ଆଦି ପୁଷ୍ଟିକ ଖାଦ୍ୟ କିନ୍ତୁ ଏହା ସହିତ ଅନେକ ଜିନିଷ ଯାହା ମିଶ୍ରଣ କରି ଖାଇବା ଦ୍ଵାରା ବେଳେ ବେଳେ ଲାଭ ହେବା ବଦଳରେ କ୍ଷତି ହେଇଥାଏ। ଆୟୁର୍ବେଦିକ ଅନୁଯାଇ ପ୍ରକୃତିର ଅନେକ ଜିନିଷ ଏକା ସାଙ୍ଗରେ ଖାଇବା କଥା ନୁହେଁ।

ଯେମିତିକି ଦହି ସହିତ ଖଟା ଯୁକ୍ତ ଫଳ ଖାଇବା କଥା ନୁହେଁ। ମାଛକୁ ବି ଦହି ସହିତ ମିଶାଇ ଖାଇବେ ନାହିଁ। କାରଣ ଦହି ଥଣ୍ଡା ତା ସହିତ କିଛି ଗରମ ଜିନିଷ ଖାଇଲେ ଖାଦ୍ୟ ହଜମ ହୁଏ ନାହିଁ। କ୍ଷୀର ସହିତ କିଛି ନମକିନ୍ ଜିନିଷ ଖାଦ୍ୟ ଖାଇବେ ନାହିଁ। ସବୁଜ ପନିପରିବା ଓ ମୂଳା ଖାଇବା ପରେ କ୍ଷୀର ପିବେନି। ଅଣ୍ଡା ପନିର ଖାଇବା ପରେ କେବେବି କ୍ଷୀର ପିବେ ନାହିଁ।

ଏହାକୁ ଏକା ସାଙ୍ଗରେ ଖାଇଲେ ହଜମ ପ୍ରକ୍ରିୟାରେ ଅସୁବିଧା ଆସିଥାଏ। କମଳା ଲେମ୍ବୁ ଓ କଦଳୀ ଏକା ସାଙ୍ଗରେ ଖାଇବେ ନାହିଁ କାହିଁକି ନା ଖଟା ଫଳ ସହିତ ମିଠା ଫଳ ଖାଇବା ଦ୍ଵାରା ମିଠା ଫଳରୁ ବାହାରୁଥିବା ସୁଗାରଫ୍ରି ରୋକି ଥାଏ। ମୁହୁକୁ କେବେବି ଗରମ କରି ଖାଇବେ ନାହିଁ। ଯଦି ଶରୀରରେ ଜ୍ଵର ଥିବା ତାହାଲେ ମୁହୁ ଖାଇବେ ନାହିଁ ଏହା ଦ୍ବାରା ଶରୀରରେ ପିତ୍ତ ବଢ଼ିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button